ଶଶୁର ଘର ସଫା ସଫି ହେଇନି, ଏଇଠି କେମିତି ରହିବ ମଣିଷ, ସଫା ହେଉ ଯିବି କହିଲେ Tapaswini

ତପଶ୍ୱନି ଗଣମାଧ୍ୟମ ସାମ୍ନାରେ କହିଛନ୍ତି ତାଙ୍କ ଶଶୁର ପ୍ରମୋଦ ସାହୁ କହିଛନ୍ତି ସବୁ ଠିକ କରିଦେବେ। ତପଶ୍ୱନୀ ବିଶ୍ୱାସ ରଖିଛନ୍ତି। ସନ୍ଧ୍ୟା ସୁଦ୍ଧା ହୋଇଯିବ।ଘରର ଇଲୋଟ୍ରୋନିକ୍ ବୋର୍ଡ଼,ପାଇପ୍ ଖରାପ ଥିଲା,ଘରର ଗୋଟେ କିଚେନ ବେଡ ଓ ଗଦିରେ ଫୁଲ୍ ଥିଲା।

ପ୍ରୋଟେକ୍ସନ୍ ଅଫିସର୍ ଓ ଆଡିଶନାଲ ଏସ ପି କହିଛନ୍ତି ସେସବୁ ସଜାଡି ଦେବା ପାଇଁ ଓ ବାହାର ସବୁ ହୋଇଯିବ।ଯାହାବି ଶଶୁରଙ୍କୁ କହିଛନ୍ତି ସବୁ ଠିକ ହେଲା ପରେ ତପଶ୍ଵନି ଘରକୁ ଯିବେ।ଯାହା ଜିନିଷ ଦରକାର ବେଡ୍,ଡାଇନିଂ ଟେବଲ,ଦେଶିଂ ଟେବଲ, ଫ୍ରିଜ, ୱଶିଙ୍ଗ ମେସିନ୍‌ ଏହି ଜିନିଷ ତପଶ୍ଵନି ଆଣିବେ।

ଶାଶୁଘର ଲୋକ ଚୁଲି,ବାସନ ,ଛୋଟ୍ ଟିଭି ଦେବେ ଏସବୁ ପାଇଁ ଆଡିଶନାଲ ଏସ ପି କଥା ହୋଇଛନ୍ତି।ସେ ତଳ ଘରେ ଏଥିପାଇଁ ରହିଲେନି ତାଙ୍କ ନାଁ ୫ଟା କେଶ୍ ରହିଛି।ଭିତରେ ରହିଲେ ସୁରକ୍ଷିତ ନୁହେଁ।କିନ୍ତୁ ଉପର ଘରେ ରହିଲେ ସେ ପାର୍ଟ ହୋଇ ରହିବେ।ଡାକ୍ତର ସୁମିତ ଏବେ ଯାଏଁ ବି ନିଖୋଜ ଅଛନ୍ତି।

https://youtu.be/nw0WanDg4mw

 

ସେ ତାଙ୍କ ସ୍ଵାମୀଙ୍କ ସହିତ ଯଦି ରହିଥାନ୍ତେ ତଳେ ଭଲରେ ରହିଥାନ୍ତେ।ଶଶୁର କହୁଥିଲେ ସୁମିତ ଆସ୍କା ରେ ରହିବେ ବୋଲି ତପଶ୍ଵନି ଶୁଣିଥିଲେ।ସେଥିପାଇଁ ତପଶ୍ଵନି ଭାବିଲେ ଯେଉଁ ଘର ତାଙ୍କୁ ମିଳୁଛି,ସେଇଠି ରହିବେ।ତାଙ୍କୁ ଯାହାବି ଆଡିଶନାଲ ଏସ ପି ତପସ୍ୱିନୀଙ୍କୁ କହିଛନ୍ତି ସେ ବିଷୟରେ ଦେଖିବାକୁ ଯାଇଥିଲେ।

Leave a Comment

Your email address will not be published. Required fields are marked *

Scroll to Top