ବହୁ ଚର୍ଚ୍ଚିତ ସ୍ୱୀଗି ଡେଲିଭରୀ ବୟ ଚିକୁନ ଓରଫ ପତିତପାବନ ଙ୍କ କାରନାମା ବହୁତ୍ ବଡ଼, ବିବାହ କରିବେ ଜଣ କୁ ବାହା ହେବେ ଆଉ ଜଣକୁ ଆଉ ବାହା ହେଇ ସ୍ତ୍ରୀ ଠୁ ମନ ଭରିଗଲା ପରେ ପ୍ରେମିକା ସହ ଛୁ ମାରିବାକୁ ଯୋଜନା କରିବେ, ତେବେ ଏଇ ଘଟଣା ରେ ଏକ ନୂଆ ମୋଡ଼ ଆସୁଛ, ସଂପୃକ୍ତ ପ୍ରେମିକା ଜଣକ ର ହାତ ଲେଖା ଚିଠି ପୋଲିସ କବାଟ କରିଛ ଯେଉଁଥିରେ ଲେଖା ହେଇଛ କି ମୁଁ ମାରିବି ଆଉ ନିଜେ ମରିବି
ଏଇ ମାରିବି ମରିବି କଥା ପ୍ରେମିକା ଜଣକ ନିଜ ସାଙ୍ଗ ଙ୍କ ଉଦ୍ଦେଶ୍ୟ ରେ ଲେଖିଛନ୍ତି ,ଏଥିରେ କହିଚନ୍ତି କି ମୁ ଚିକୁନ କୁ ଭଲ ପାଉଥିଲି ମତେ ତା ସହ ମୋ ସାଙ୍ଗ ଖୁସି ମିଶେଇ ଥିଲା ସେତେବେଳେ ମୁଁ ପ୍ରେମ କଣ ଜାଣିନଥିଲି, ମତେ ମୋ ସାଙ୍ଗ ଚିକୁନ ନମ୍ୱର୍ ଦେଇଥିଲା ଆଉ ଆମେ ପ୍ରେମରେ ପଡିଥିଲୁ
ଚିକୁନ ବାହା ହେଇଗଲା ପରେ ଖୁସି ମତେ ଆଉ ଜଣଙ୍କ ନମ୍ୱର୍ ଦେଲା ତା ସହ ବି ମୁ ପ୍ରେମ କଲି ହେଲେ ସେ ବି ମତେ ଧୋଖା ଦେଇ ଦେଲା, ମୋ ଜୀବନ କୁ ମୋ ସାଙ୍ଗ ଖୁସି ନଷ୍ଟ କରିଦେଇଛି ଏବେ ମୁ ମରିବି ଆଉ ତାକୁ ବି ମାରିବି
ତେବେ ଏଇ ଖୁସି ଜଣକ କିଏ ଆଉ ତାର କଣ ସଂପୃକ୍ତି ରହିଛି ତାହା ପୋଲିସ ଖୋଳତାଡ ଆରମ୍ଭ କରିଛି ତେବେ ମିଛ ନାଟକ କରି ପ୍ରେମୀ ଯୁଗଳ ପୋଲିସ କୁ ନା କରିଦେଇଥିଲା ବେଳେ ଚିକୁନ ର ସ୍ତ୍ରୀ କହିଛି କି ମୋର୍ ସ୍ବାମୀ ଦରକାର୍
ସେ ଝିଅ ମୋ ସ୍ବାମୀ କୁ ଫସେଇକି ଏମିତି କରିଛ ,ସେ ତ ଜାଣିଛି ୟେ ବାହା ହେଇଛନ୍ତି କେମିତି ଏସବୁ ପରେ ବି ସେ ତ ସହ ଫେରାର ହେଲା, ତେବେ ଏଇ ଘଟଣା ସେ ଅଞ୍ଚଳ ରେ ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି