ସ୍ବାମୀ କଥା ନ ମାନି ପେଟ ଦେଖେଇ ନାଚୁ ଥିଲା ଆଉ ପରେ ଯାହା ହେଲା…

ସମସ୍ତେ ନିଜ ନିଜ କାମରେ ବହୁତ ବେସ୍ତ ରହନ୍ତି । ନିଜର ଦୈନଦିନ କାମ ତା ସହ ବିଭିନ୍ନ ଚିନ୍ତା ରେ ସମସ୍ତେ ଥାନ୍ତି ହେଲେ ସବୁ ଭିତରେ ଟିକେ ମନ ଖୋଲି ହସିବା ବି ଦରକାର । ହସିବା ଦ୍ୱାରା ସମସ୍ତେ ରିଲାକ୍ସ ଅନୁଭବ କରନ୍ତି । ଆଜି ର ବେସ୍ତ ବହୁଳ ଜୀବନରେ ସମସ୍ତେ ହଜି ଯାଉଛନ୍ତି କାହା ପାଖରେ ନିଜ ପାଇଁ ବି ସମୟ ନାହିଁ । ହେଲେ ସବୁ ପରେ ବି ଟିକେ ମନ ଖୋଲି ହସିବା ଓ ଅନ୍ୟ କୁ ବି ହସେଇବା ଦରକାର..

ଅନ୍ୟ ମୁଁହ ରେ ଟିକେ ହସ ଦେଇପାରିଲେ ତାଠୁ ବଡ଼ ଆଉ ଖୁସି ବା କଣ ହେଇପାରେ । ଜୀବନ ଦୁଇ ଦିନ ର । ଏହି ଜୀବନକୁ ହସ ଖୁସିରେ ବଞ୍ଚିବା ଦରକାର । ତେବେ ଆପଣ ମାନେ ସୋସିଆଲ ମିଡ଼ିଆ ରେ ବହୁତ ଫନି ଭିଡ଼ିଓ ଦେଖିଥିବେ । ଯାହାକୁ ଦେଖି ଆପଣ ମାନଙ୍କ ମୁହଁରେ ହସ ଫୁଟିଥିବ ମଧ୍ୟ । ସେହି ଭଳି କିଛି ଫନି ଭିଡ଼ିଓ ସମ୍ପର୍କରେ ଆସନ୍ତୁ ନଜର ଦେବା ।

କିଛି ଦିନ ତଳେ ସୋସିଆଲ ମିଡ଼ିଆ ରେ ଗୋଟେ ଭିଡ଼ିଓ ଭାଇରଲ ହେଇଥିଲା ।ଭିଡ଼ିଓ ରେ ଦେଖିବାକୁ ମିଳିଥିଲା ଗୋଟେ ରଙ୍ଗ ଭର୍ତ୍ତି ଗାଡି ରେ ସାମ୍ନାରେ ବସି ବାକୁ ଜାଗା ନଥିବାରୁ ଜଣେ ବ୍ୟକ୍ତି ଗାଡି ଭିତରେ ରଙ୍ଗ ଥିବା ଜାଗାରେ ବସି ଥିଲେ । ଗାଡି ଚାଲୁଥିଲା ବେଳେ ରଙ୍ଗ ଗୁଡିକ ସେହି ବ୍ୟକ୍ତି ଙ୍କ ଉପରେ ଢାଳି ହେଇଯାଇଥିଲା ଓ ସେ ମଝିରେ ବସି ରହିଥିଲେ ଯେତେବେଳେ ଗାଡ଼ି ରହିଲା ଓ ଅନ୍ୟ ସାଥି ମାନେ ଗାଡି ଡୋର ଖୋଲିଲେ ସେ ସେହି ଵ୍ୟକ୍ତି ଙ୍କୁ ଦେଖି ନ ହସି ରହିପାରିଲେ ନାହି । ଏହି ଭିଡ଼ିଓ ଦେଖି ଆପଣ ମାନେ ମଧ୍ୟ ନିଶ୍ଚୟ ହସି ପକେଇବେ । ଆପଣ ମାନେ ଦେଖିଥିବେ ଯାଦୁକର ମ୍ୟାଜିକ ଦେଖେଇଲେ ସମସ୍ତେ ଖୁସି ହୁଅନ୍ତି ହେଲେ କିଛି ଦିନ ତଳେ ଜଣେ ବ୍ୟକ୍ତି ଗୋଟେ ଓରାଙ୍ଗଓଟାନ ଆଗରେ ଯାଦୁ ଦେଖାଉଥିଲା ଯାହାକୁ ଦେଖି ସେ ମଣିଷ ଙ୍କ ପରି ହସି ହସି ଗଡି ଗଲା ଏହି ଭିଡ଼ିଓ ଦେଖିଲେ ବହୁତ ମଜା ଲାଗିଥାଏ ।

ସେହିପରି ଗୋଟେ ମହିଳା ଙ୍କୁ ବେଲି ଡ୍ୟାନ୍ସ ଅସୁନଥିଲା ସେ ତାଙ୍କ ସ୍ୱାମୀ ଙ୍କ ମନା କରିବା ସତ୍ତ୍ୱେ କିଛି ନ ମାନି ଡ୍ୟାନ୍ସ କରୁଥିଲେ ହେଲେ ଡ୍ୟାନ୍ସ କରୁଥିବା ସମୟରେ ସମସ୍ତଙ୍କ ଆଗରେ ସେ ପଡିଯାଇଥିଲେ ଯାହା ଅନ୍ୟ ମାନଙ୍କ ପାଇଁ ବହୁତ କୌତୁହଳ ଭିଡ଼ିଓ ଥିଲା । ସେହି ପରି ଭିଡ଼ିଓ କଲ ରେ ଜଣେ ବ୍ୟକ୍ତି ଭିଡ଼ିଓ କଲ ରେ ଥିଲା ବେଳେ ତାଙ୍କ ପତ୍ନୀ ଜାଣି ନ ପାରି ତାଙ୍କ ପାଖକୁ କିସ କରିବାକୁ ଆସୁଥିଲେ ସେତେବେଳେ ବ୍ୟକ୍ତି ଜଣକ ମୁହଁ ଘୁଞ୍ଚେଇ ଥିଲେ ଏହି ଭିଡ଼ିଓ ମଧ୍ୟ ବହୁତ ଭାଇରାଲ ହେଇଥିଲା ।

ଆପଣ ମାନେ ମଧ୍ୟ ଏହି ପରି ବହୁତ ଫନି ଭିଡ଼ିଓ ଦେଖିଥିବେ ଓ ନିଶ୍ଚୟ ବହୁତ ହସିଥିବେ । ମନ ଖୋଲି ହସିବା ବହୁତ ଭଲ ।

Leave a Comment

Your email address will not be published. Required fields are marked *

Scroll to Top