ଏବେ ମଣିଷ ମାନେ ୧୫୦ ବର୍ଷ ବଞ୍ଚି ପାରିବେ, ଚାଲିଛି ଗବେଷଣା ବହୁତ୍ ଜଲ୍ଦୀ ଲୋକେ ହେବେ ଉପକୃତ

ମଣିଷ ଜୀବନ କ୍ଷଣ କ୍ଷଣକେ ଆନ । କେତେବେଳେ ଯେ କାହାର କଣ ହେବ କିଏ ଜାଣି ନଥାନ୍ତି । ଜୀବ ସେ ଦିନେ ନା ଦିନେ ନିଶ୍ଚୟ ଯିବ । ମରଣ ହିଁ ନିରାଟ ସତ୍ୟ । ଯିଏ ଜନ୍ମ ହେଉଛି ତାର ମରଣ ମଧ୍ୟ ହେବ ସୁନିଶ୍ଚିତ । ହେଲେ ଆସନ୍ତୁ ଜାଣିବା ଏମିତି ଗବେଷଣା ଯାହା ମଣିଷ ଆୟୁଷ କୁ ବଢ଼େଇଲା ଭଳି କାର୍ଯ୍ୟ କରୁଛନ୍ତି ।

ଆଜ୍ଞା ହଁ କଥା ଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏମିତି ଏକ ସୋମ ରସ ଯାହା ପିଇବା ଦ୍ଵାରା ମରଣ ଆସି ନଥାଏ । ଏହା ଏକା ମାଦକ ଦ୍ରବ୍ୟ ନୁହେଁ ଏହା ହେଉଛି ଏକ ଗଛ ର ରସ । କୁହାଯାଏ ଏହି ରସ କୁ ପାନ କରି ଦେବତା ମାନେ ଚିର ଯୌବନ ପ୍ରାପ୍ତ ହେଉଥିଲେ । ଏହି ରସ ପିଇଲେ ବୃଦ୍ଧା ବସ୍ଥା ଆସି ନଥାଏ । ରୋଗ ମଧ୍ୟ ହୁଏ ନାହିଁ । ବୈଜ୍ଞାନିକ ମାନେ ମଧ୍ୟ ଏହାକୁ ମାନିଛନ୍ତି ।

ବୈଜ୍ଞାନିକ ମାନେ ଏବେ ଏହା ଉପରେ ଗବଷଣା କରୁଛନ୍ତି । ମଣିଷ ଶରୀର ରେ ୭୨୫ ଲକ୍ଷ କୋଟି କୋଷିକା ରହି ଥାଏ। ଶିଶୁ ଟି ଜନ୍ମ ହେଲା ପରେ ଏହି କୋଷିକ ବଢିବା ସହ ,ବୟସ ବଢିବା ସହ ଏହା କ୍ଷୟ ମଧ୍ୟ ହୋଇଥାଏ ଯାହା ଦ୍ଵାରା ବୃଦ୍ଧା ଵସ୍ଥା ଆସିଥାଏ । ତେବେ ଆମେରିକା ର ଏକ ଲାବ୍ ରେ ଏହି କ୍ଷୟ ହୋଇଯାଉଥିବା ମୃତ ସେଲ୍ ଗୁଡ଼ିକୁ ପୁନଃ ଜୀବିତ କରାଯାଉଛି ।

ଯାହା କି ଶରୀର ରେ ପୂର୍ବ ଭଳି କାମ କରିବାକୁ ସକ୍ଷମ ହୋଇପାରିବ । ଯାହା ଫଳରେ ମଣିଷ ର ଆୟୁଷ ବଢ଼ି ପାରିବ । ଏହା ଦ୍ବାରା ମଣିଷ ଜୀବନ ୫୦ ବର୍ଷ ଯାଏ ଅଧିକା ବଢ଼ି ପାରିବ ।ଅର୍ଥାତ୍ ଯଦି ଜଣେ ମଣିଷ ର ମରଣ ୮୦ ବର୍ଷ ରେ ହେବ କଥା ତେବେ ଏହା ୧୩୦ କୁ ବୃଦ୍ଧି ପାଇବା । ସତରେ କେତେ ଆଶ୍ଚର୍ଯ୍ୟ ଖବର ନିଶ୍ଚିତ । ଏହାର ଗବେଷଣା ମଧ୍ୟ କରା ଯାଉଛି ।

Leave a Comment

Your email address will not be published. Required fields are marked *

Scroll to Top