ଓଡ଼ିଶାର ରଶ୍ମିକା ମନ୍ଦନାଙ୍କ ଖୋଲା ଭିଡିଓ ଇଏ କରିଛି ଭାଇରାଲ୍…!

ଓଡ଼ିଶାର ରଶ୍ମୀକା ମନ୍ଦନା ଙ୍କ ଭିଡିଓ କରିଥିଲା ଏହି ଯୁବକ ଜଣକ। ଘର ପତ୍ତା ଠାରୁ ନେଇ ଏବେ ସବୁ ଆସିଗଲା ସାମ୍ନା କୁ। ଏହି ଡିଜେ ପ୍ଲେୟର ଯୁବକ ହିଁ ଏହି ଯୁବତୀଙ୍କ ଭିଡିଓ କୁ କିଛି ନଭାବି ଭାଇରାଲ୍ କରି ଦେଇଥିଲା। ପ୍ରେମ କରି ଖୁବ ମଜା ନେଇ ଏବେ ଘର ଛାଡ଼ି କେଉଁ ଆଡେ ହୋଇ ଯାଇଛି ଗାଏବ। ଶାରୀରିକ ସମ୍ପର୍କ ରଖି ଖୋଲା ଭିଡିଓ କୁ କରିଥିଲା ଭାଇରାଲ। ଆଉ ଓଡ଼ିଶାର ରଶ୍ମୀକା ମନ୍ଦନା କୁହା ଯାଉଥିବା ,ଏହି ଇନ୍ଷ୍ଟା ଇନ୍ଫ୍ଲୁଏନ୍ସର ଙ୍କ ଚାଲିଗଲା ଇଜ୍ଜତ। କିଏ ତାଙ୍କୁ ଜସ୍ମିନ ତେଲ କହି ଡାକୁଛି ତ ଆଉ କେହି ତାଙ୍କୁ ନିନ୍ଦା ମଧ୍ୟ କରୁଛି। ସେପଟେ ପ୍ରେମ ପ୍ରତାରଣା ଧୋକା ର ଗେମ୍ ଖେଳି ଗାଏବ ହୋଇ ଯାଇଛି ପ୍ରେମିକ ଅମିୟ ଚକ୍ର।

ଏହାକୁ ନେଇ ଏବେ ଏହି ଯୁବତୀଙ୍କ ଅଭିଯୋଗ ପତ୍ର ବାଙ୍କୀ ଥାନା ଓ ଲିଙ୍ଗରାଜ ଥାନାରେ ଘୁରି ବୁଲୁଛି। ଏହି ଯୁବତୀ ଜଣକୁ ଆମ ଓଡ଼ିଶାର ରଶ୍ମୀକା ମନ୍ଦନା ବୋଲି ମଧ୍ୟ କୁହାଯାଇ ଥାଏ।ଏହି ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କର ପୁରୁଷ ବନ୍ଧୁ ଯିଏକି ହେଉଛନ୍ତି ଜଣେ ଡିଜେ ପ୍ଲେୟାର ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ତାଙ୍କୁ ଦୁ-ଷ୍କ-ର୍ମ କରି ତାଙ୍କର ନଗ୍ନ ଭିଡିଓ ଭାଇରଲ କରି ଫେରାର ହୋଇ ଯାଇଛି ଡିଜେ ପ୍ଲେୟାର ପ୍ରେମିକ ଅମିୟ ଚକ୍ର।

ଲିଙ୍ଗରାଜ ନଗର ଲେନ ୭ ରେ ଭଡ଼ାରେ ରୁହନ୍ତି ପ୍ରେମିକ ଅମିୟ ଚକ୍ର। ଆଉ ତାଙ୍କର ପରିବାର ମଧ୍ୟ ସେଠାରେ ରୁହନ୍ତି।ହେଲେ ଯୁବତୀଙ୍କୁ ଏଭଳି ଭିଡିଓ ଭାଇରାଲ୍ କରିବା ପରେ ଅମିୟ ଫେରାର ହୋଇ ଯାଇଥିବା କଥା କୁହା ଯାଇଛି। ପୋଲିସ ଦୁଇ ଦୁଇଥର ତାଙ୍କ ଘରେ ଛାପା ମାରି ସାରିଥିବା ବେଳେ ଅମିୟ ଙ୍କ ପତ୍ତା ମିଳି ପାରୁ ନାହିଁ। ଭୁବନେଶ୍ୱରରୁ ଏବେ ଏଭଳି ଖବର ସାମ୍ନା କୁ ଆସିବା ପରେ ଏବେ ଏହାକୁ ନେଇ ଚାରିଆଡେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଆଉ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment