ସାରା ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ଏବେ ଦିନକୁ ଦିନ ସେ-କ୍ସ୍ ରାକେଟ ର ମାତ୍ରା ବଢ଼ିବାରେ ଲାଗିଛି। ଏଠାରେ ଅନେକ ସମୟରେ ଓଡ଼ିଶା ସୁନ୍ଦରୀ ଙ୍କ ଅପେକ୍ଷା ଅନ୍ୟ ରାଜ୍ୟର ଆଉ ଅନ୍ୟ ଦେଶର ସୁନ୍ଦରୀ ମାନଙ୍କର ଅଧିକ ଡିମାଣ୍ଡ ରହିଛି ବୋଲି ଏହା ଚର୍ଚ୍ଚା ହେବାରେ ଲାଗିଛି। ଭୁବନେଶ୍ୱର ରେ ବାଂଲାଦେଶି ଯୁବତୀ ମାନଙ୍କ ଚାହିଦା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି କିଛି ରହିଛି କି ରାତିସାରା ରହିଲେ ଦଶ ହଜାର,ଆଉ ଗୋଟେ ସଟ କୁ ପାଞ୍ଚ ହଜାର। ଏଭଳି ଭାବରେ ବାଂଲାଦେଶି ଯୁବତୀ ମାନେ ଆସି ଓଡ଼ିଶାରେ ରାଜ ଚଲେଇ ଛନ୍ତି।
ଆଉ ଓଡ଼ିଶାର ବଡ଼ ବଡ଼ ନେତା , ମନ୍ତ୍ରୀ ,ବିଲଡର ଏବଂ ବଡ଼ ବଡ଼ ଖଣି ମାଲିକ ସହ ଅନେକ ଯୁବପିଢୀ ମାନେ ମଧ୍ୟ ଏମାନଙ୍କ ପ୍ରେମରେ ମତୁଆଲା ହୋଇ ଯାଇଛନ୍ତି। ସେଥିପାଇଁ ବିଭିନ୍ନ ଲଜ୍ ହୋଟେଲ୍ କ୍ଳବ୍ ରେ ମଧ୍ୟ ମସ୍ତି କରିବାରେ ଲାଗି ପଡିଛନ୍ତି। ରାତିରେ ମହିଳା ମାନଙ୍କୁ ନେଇ ସଟ ପିଛା ପାଞ୍ଚ ହଜାର ଟଙ୍କା ଦେଇ ମନ ମୋହୁ ଛନ୍ତି।ଏସବୁ ଦେଖି କମିଶନରେଟ ପୋଲିସ ସହ ସ୍ପେଶିଆଲ ସ୍କ୍ୱାଡ୍ ସମସ୍ତେ ମଧ୍ୟ ନୀରବ ରହୁଛନ୍ତି। ରାଜଧାନୀ ର ପ୍ରତ୍ୟେକ ସ୍ଥାନରେ ଏଭଳି ଘଟଣା ସବୁ ଘଟୁଛି। ଏଭଳି କି ରାଜଧାନୀରେ ରାଜ ରାସ୍ତାରେ କିନ୍ନର ମାନେ ଡାକୁ ଥିଲେ ଆଉ ତାଙ୍କୁ ଦେଖି ମଧ୍ୟ ଯୁବପିଢୀ ମାନେ ମତୁଆଲା ହୋଇ ତାଙ୍କୁ ମଧ୍ୟ ଘରକୁ ନେଇ ଯାଉଥିଲେ।
ଏଭଳି କି ରାଜଧାନୀ କୁ ପାଠ ପଢ଼ିବାକୁ ଆସୁଥିବା ଅନେକ ଯୁବତୀ ମାନେ ମଧ୍ୟ ଏଭଳି କାର୍ଯ୍ୟରେ ଲିପ୍ତ ରହୁଥିବା ସୁଚନା ମିଳିଛି।ଏହାକୁ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି। ରାଜଧାନୀରେ ଏଭଳି ସବୁ ଘଟଣା କେବେ ବନ୍ଦ ହେଉଛି ଏବେ ସେ ସବୁ ଦେଖିବାର ଅଛି। କାରଣ ଏବେ ଦିନକୁ ଦିନ ସେସବୁ ଘଟଣା ବଢ଼ିବାରେ ଲାଗିଛି। ଯାହାକୁ ନେଇ ମଧ୍ଯ ଖୁବ୍ ଚିନ୍ତା ହେବାରେ ଲାଗିଛି। କେବଳ ସରକାରଙ୍କ କଠୋର କାର୍ଯ୍ୟାନୁଷ୍ଠାନ ହିଁ ଏସବୁ କୁ ରୋକି ପାରିବ ବୋଲି କୁହା ଯାଉଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।