ହେ ଭଗବାନ, ଅର୍ଚ୍ଚିତା ଙ୍କୁ ନେଇ ଆସିଲା ଏହି ବଡ଼ ଖବର

ଆପଣ ମାନେ ଓଲିଉଡ ପ୍ରେମୀ ହୋଇଥିବେ ଯଦି ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ନିଶ୍ଚୟ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କ ମନ କିଣି ନେଇଛନ୍ତି।ସେ ବହୁତ ସୁପର ହିଟ୍ ଫିଲ୍ମ୍ କରିଛନ୍ତି।ଅର୍ଚ୍ଚିତା ତାଙ୍କ ଇନଷ୍ଟାଗ୍ରାମ ରେ ରାତି ଦୁଇ ଟା ରେ ଲାଇଫ ଭିଡିଓ କରି ସୁଟିଂ ସମୟରେ ତାଙ୍କ ଫ୍ୟାନ୍ସ ମାନଙ୍କ ସହିତ କଥା ହେଲେ।

ସେ ଏବେ ନୂଆ ସିନେମା କରୁଛନ୍ତି ରୋଲ ନମ୍ବର୍ ୨୭।ସେଥିରେ ସେ ସୁଜାତା ସେନାପତି ରେ ଅଭିନୟ କରୁଛନ୍ତି।ଆଉ ସେ କହିଛନ୍ତି ରାତିରେ ଯେତେବେଳେ ସୁଟିଂ ହେଉଥାଏ ଶୋଇବାକୁ ସମୟ ମିଳି ନଥାଏ।କିନ୍ତୁ ଅଳ୍ପ ଟିକେ ଶୋଇବା ପରେ ତାଙ୍କ ଫ୍ୟାନ୍ସ ମାନଙ୍କ ସହିତ କଥା ହୋଇଥିଲେ।

ଲାଇଭ ଭିଡିଓ ରେ କହିଲେ ଯେଉଁମାନେ ତାଙ୍କ ଲାଇଭ ଭିଡିଓ ଦେଖୁଛନ୍ତି ସେମାନେ ତାଙ୍କ ଦଶମ ଶ୍ରେଣୀରେ ରୋଲ୍ ନମ୍ବର୍ ଲେଖିକି ଦେବା ପାଇଁ କହିଥିଲେ।ସେହି ଫିଲ୍ମ୍ ରେ ଅର୍ଚ୍ଚିତା ଯେଉଁ ଘରେ ରହିଛନ୍ତି ସେଠି ବସି ଲାଇଭ ଭିଡିଓ କରିଥିଲେ।ସେଥିରେ ସିଲେଇ କରୁଥିବା ମେସିନ ମଧ୍ୟ ଦେଖେଇ ଥିଲେ।

ସେହି ଘରେ ଥିବା ଲଣ୍ଠନ,ଆଲଣା,ଘଣ୍ଟା ସବୁ ଲାଇଭ ଭିଡିଓ ରେ ଦେଖେଇ ଥିଲେ।ସେହି ସୁଟିଂ ସେଟ୍ ରେ ଯିଏ ବି ଥିଲେ ଅର୍ଚ୍ଚିତା ସମସ୍ତଙ୍କୁ ତାଙ୍କର ରୋଲ୍ ନମ୍ବର୍ ପଚାରୁଥିଲେ। ଫ୍ୟାନ୍ସ ମାନଙ୍କ ସହିତ ଫିଲ୍ମର କିଛି ସୁଟିଂ ଜିନିଷ ଲାଇଭ ଭିଡିଓ ରେ ଦେଖାଇ ଥିଲେ।

Leave a Comment

Your email address will not be published. Required fields are marked *

Scroll to Top