ଯାଜପୁରର ଷଠିପୁର ନିକଟରେ ଥିବା ଟାଉନ କୁ ଏହି ରାସ୍ତା । ରାସ୍ତାରେ ବାମ ପାର୍ଶ୍ଵରେ ରହିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର। ଏହି କେନ୍ଦ୍ର ର ମୂଖ୍ୟ କାର୍ଯ୍ୟ ହେଉଛି କି ଜାତୀୟ ରାଜପଥରେ ଯେଉଁମାନେ ଯାଉଥିବେ ଯଦି ସେମାନଙ୍କର କୌଣସି ପ୍ରକାରର ଅସୁବିଧା ହେଲା ତେବେ ସେମାନଙ୍କ ପାଇଁ ହିଁ ସରକାର ଏହି କେନ୍ଦ୍ର ତିଆରି କରିଥିଲେ। ହେଲେ ବର୍ତ୍ତମାନ ସମୟରେ ଏହା ଅପହଞ୍ଚ ହୋଇ ପଡ଼ି ରହିଥିବା କୁହା ଯାଉଛି।ଏହାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି କି ଏହା କାହା ପାଇଁ ହୋଇଥିଲା ଆଉ ଏବେ ଏହା କାହା ଜାଗିର ରେ ରଖା ଯାଇଛି।
ଯେତେବେଳେ ବବି ଦାସ ଙ୍କ ଇଲାକା ରେ ଏହି ଅଞ୍ଚଳଟି ଆସୁଛି ସେତେବେଳେ ଅନେକ ଲୋକମାନେ ଏଠାରେ ଆଡ୍ଡା ବନେଇ ଥିବା ଦେଖିବାକୁ ମିଳିଛି। ନୁଆ ସରକାର ଆସିବା ପରେ ପୂର୍ବତନ ବିଧାୟକ ବବି ଦାସ ତାଙ୍କ ସମର୍ଥକ ମାନଙ୍କୁ ନେଇ ଏଠାରେ ଜାଗିର୍ କରିଥିଲେ।ଏହି ରାସ୍ତାରେ ଥିବା ଏକ ବାଉଣ୍ଡ୍ରି ମଧ୍ୟ ଭଙ୍ଗା ଯାଇଥିବାର ଦେଖିବାକୁ ମିଳିଥିଲା। ସରପଞ୍ଚ ମଧ୍ୟ ଏହି ଘଟଣା ସମ୍ପର୍କରେ କିଛି ବୁଝା ବୁଝି କରୁ ନାହାଁନ୍ତି। ଏଥିପ୍ରତି ତାଙ୍କର ଟିକେ ହେଲେ ମଧ୍ୟ ନଜର ନାହିଁ।
ସେଥିପାଇଁ ସ୍ଥାନୀୟ ବାସିନ୍ଦା ମାନେ ଏବେ ନୂଆ ସରକାରଙ୍କୁ ଅନୁରୋଧ କରିଛନ୍ତି କି ତୁରନ୍ତ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି।ବ୍ୟକ୍ତି ଜଣକ ଏହି ସମ୍ପର୍କରେ ଏକ ଭିଡିଓ କରି ତାହାକୁ ସୋସିଆଲ ମିଡ଼ିଆ ରେ ପୋଷ୍ଟ ମଧ୍ୟ କରିଛନ୍ତି ଯାହାକି ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ମଧ୍ୟ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ଭିନ୍ନ ଭିନ୍ନ ମତମତ ରଖିଛନ୍ତି। ତେବେ ବ୍ୟକ୍ତି ଜଣକ କହିଥିବା ସମସ୍ତ କଥାକୁ ଆପଣ ମାନେ କେତେଦୂର ସମର୍ଥନ କରୁଛନ୍ତି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।