ପେଟରେ ୭ ମାସର ଛୁଆ ଥିଲା ଛାତ ଉପରୁ ବୋହୂ ସିଧା ତଳକୁ ଡେଇଁ ପଡ଼ିଲା

ବର୍ତ୍ତମାନ ସମୟରେ ଏକ ଖବର କୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଆଉ ତାହା ହେଉଛି କି ଜଣେ ଗ-ର୍ଭ-ବତୀ ସ୍ତ୍ରୀ କୁ ଧାଇଁ ଧାଇଁ ଗଲା ସିଧା ୪ ମହଲା କୋଠା ରୁ ତଳକୁ ଡେଇଁ ପଡିଲା। ପଟରେ ବଢୁଥିଲା ୭ ମାସର ଛୁଆ। ଘରେ ଶାଶୁ ଶଶୁର ନଣନ୍ଦ ଦିଅର ସମସ୍ତେ ଥିଲେ। କିନ୍ତୁ ସ୍ତ୍ରୀ ପେଟରେ ଛୁଆ ଧରି ଛାତ ଉପରକୁ ଗଲା ଆଉ କାନ୍ଦି କାନ୍ଦି ଘର ଆଗକୁ ମୁଣ୍ଡ ତଳକୁ କରି ଡେଇଁ ପଡ଼ିଲା। ଏହି ସ୍ତ୍ରୀ ଜଣକ ନାମ ହେଉଛି ରିୟା ମନରେ ତାର ଅନେକ ସ୍ଵପ୍ନ ସବୁ ମଧ୍ୟ ଥିଲା।ଆଉ ତାର ପେଟରେ ସାତ ମାସର ଛୁଆ ମଧ୍ୟ ବଢୁଥିଲା। ଏହି ଘଟଣା ସଂପର୍କରେ ଶୁଣିଲେ ଆପଣ ବିଶ୍ବାସ କରି ପାରିବେ ନାହିଁ।ରିତିକ ଓ ରିୟା ଙ୍କ ବିବାହ ପାଇଁ ପ୍ରସ୍ତାବ ପଡିଥିଲା।

ଆଉ ରିତିକ ରିୟା କୁ ପ୍ରଥମ ଦେଖାରେ ହିଁ ପସନ୍ଦ କରି ଦେଇଥିଲା। ରିତିକ୍ କେବଳ ରିୟା କୁ ହିଁ ବାହା ହେବ ବୋଲି କହି ଦେଇଥିଲା ଆଉ ଏହାପରେ ବାହାଘର ଠିକ୍ ହେଲା ଆଉ ବାହାଘର ପାଇଁ ତାରିଖ ମଧ୍ଯ ଧାର୍ଯ୍ୟ କରାଯାଇ ଥିଲା।ହେଲେ ଏହାରି ମଧ୍ୟରେ ରିୟା ଙ୍କ ଶଶୁର ରିୟା ର ବିବାହ ପାଇଁ ଦଶ ଲକ୍ଷ ଟଙ୍କାର ଯୌତୁକ ମାଗିଥିଲେ ଆଉ ଏଥି ପାଇଁ ରିୟା ର ଘର ଲୋକେ ପ୍ରଥମେ ପ୍ରଥମେ ଏହି କଥାକୁ ନେଇ ରାଜି ହୋଇ ନଥିଲେ ମଧ୍ୟ ରିତିକ ର ବ୍ଯବହାର ଦେଖି ସେମାନେ ୧୦ ଲକ୍ଷ ଟଙ୍କା ଯୌତୁକ ଦେବାକୁ ରାଜି ହୋଇ ଯାଇଥିଲେ।

ବାହାଘର ହୋଇଥିଲା ମାତ୍ର ରିୟା ର ବାପା ମାଆ ଗୋଟେ ଥରରେ ଯୌତୁକ ଦେଇ ପାରି ନଥିଲେ। କିଛିଦିନ ପରେ ବାକି ଟଙ୍କା ଦେବେ ବୋଲି ପୁଅ ଘରକୁ କହିଥିଲେ।ହେଲେ ବିବାହର କିଛିଦିନ ପରେ ସ୍ୱାମୀ, ଶଶୁର ଦାଦା ଶଶୁର ସମସ୍ତେ ମିଶି ଯୌତୁକ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ଝିଅର ଜୀବନ ମଧ୍ଯ ଖୁବ କଷ୍ଟରେ ବିତୁ ଥିଲା। ବହୁତ୍ କଷ୍ଟ ମଧ୍ୟ ହେଉଥିଲା।ଘର ଲୋକ ଅନେକ ଯୋଗାଡ଼ ପରେ ମଧ୍ଯ ପଇସା ଦେଇ ପାରି ନଥିଲେ। ଏହାପରେ ଶାଶୁ ଶଶୁର ସମସ୍ତେ ରିୟା ଉପରଜୁ ହାତ ଉଠାଇବାକୁ ଲାଗିଥିଲେ ଯାହା ସବୁ ସହି ନପାରି ଶେଷରେ ରିୟା ଚରମ ନିଷ୍ପତ୍ତି ନେଇ ଯାଇଥିଲେ।

Leave a Comment