ଫୋନରେ ଗପୁଥିଲା ସ୍ତ୍ରୀ ଶେଷରେ ମା-ରିଦେଇ କାର୍ ଡିକିରେ ଲୁଚାଇଲା ଜଲ୍ଲାଦ ସ୍ବାମୀ

ନୃଶଂସ ସ୍ବାମୀ ଘଟାଇ ଦେଲା ଏକ ନାରକିୟ କାଣ୍ଡ। ଠିକ୍ ସମୟରେ ଖାଇବାକୁ ଦେଲା ନାହିଁ ବୋଲି ସ୍ତ୍ରୀ କୁ ମାରିଲା ସ୍ବାମୀ। ଏମିତି କି ମାଆ ସହ ଫୋନ ରେ କଥା ହେଉ ଥିବାରୁ ରାଗ ରଖି ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଅନେକ ସମୟରେ ଖୁବ ଝଗଡା ହେଉଥିଲା। ରାଗିଯାଇ ସ୍ତ୍ରୀ କୁ ମାରି କାର ର ଡିକି ଭିତରେ ଭର୍ତ୍ତି କରି ଦେଇଥିଲେ। ଏହି ଘଟଣା ସଂପର୍କରେ ଜଣା ପଡ଼ିବା ପରେ ଏବେ ସ୍ବାମୀ ଜଣକ ମଧ୍ୟ ସେଠାରୁ ଫେରାର ହୋଇ ଯାଇଛି।ମହିଳାଙ୍କ ନାମ ହେଉଛି ହର୍ଷିତା। ତାହାର ଏବେ ପୋଲିସ ତଦନ୍ତ କରିବା ଆରମ୍ଭ କରି ଦେଇଛି। ଏହି ମାମଲାରେ ପୋଲିସ ୨୪ ବର୍ଷୀୟା ହର୍ଷିତା ଙ୍କୁ ସ୍ବାମୀ କୁ ଖୋଜିଛି।

ଏକ କାର ରୁ ହର୍ଷିତା ଭେଲା ଙ୍କ ମୃ-ତ-ଦେହ ମିଳିଛି।ତାଙ୍କ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ ହିଂସା ହୋଇଥିଲା। ଏହାପରେ ସେ କୋର୍ଟ ରେ ଏକ ଆବେଦନ ମଧ୍ୟ କରିଥିଲେ। ଏବେ ପୋଲିସ ତାଙ୍କ ସ୍ଵାମୀ ପଙ୍କଜ ଙ୍କୁ ହ-ତ୍ୟା ସନ୍ଦେହ ରେ ଖୋଜିବା ଆରମ୍ଭ କରି ଦେଇଛି।ପୋଲିସ ଏହା ସନ୍ଦେହ କରିଛି କି ତାଙ୍କର ସ୍ବାମୀ ହର୍ଷିତା ଙ୍କୁ ହ-ତ୍ୟା କରିବା ପରେ ଦେଶ ଛାଡ଼ି ପଳାଇ ଯାଇଛନ୍ତି। ଏହା ମଧ୍ୟ କୁହା ଯାଉଛି କି ଏହି ମାମଲାରେ ୬୦ରୁ ଅଧିକ ଗୁପ୍ତଚର ରହିଛନ୍ତି।

ଏହାପରେ ପୋଲିସ ଅଭିଯୁକ୍ତ ପଙ୍କଜ ଙ୍କ ଫଟୋ ପ୍ରକାଶ କରି ତାଙ୍କ ସମ୍ପର୍କରେ ସୁଚନା ପ୍ରଦାନ କରିବା ପାଇଁ ନିବେଦନ କରିବାକୁ କହିଛନ୍ତି। ଏଥି ସହ ପୋଲିସ ମଧ୍ୟ ଏକ ସିସିଟିଭି ଫୁଟେଜ ମଧ୍ୟ ଜାରୀ କରିଛି।ଶେଷ ଥର ପାଇଁ ସେଥିରେ ଏକ ସିଲଭର ଗାଡ଼ି ସହ ପଙ୍କଜ ଙ୍କୁ ଦେଖିବାକୁ ମିଳିଥିଲା ଆଉ ସେ ସେହି ଗାଡ଼ି ହିଁ ବ୍ଯବହାର କରିଥିଲେ।ସେପଟେ ଝିଅକୁ ହରାଇବା ପରେ ପରିବାର ଲୋକ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି। ଏଥି ସହ ସେମାନେ ଭାରତରେ ରହି ନ୍ୟାୟ ମଧ୍ୟ ମାଗୁଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।

Leave a Comment