କ୍ବାଟରରେ ସୁନ୍ଦରୀ ଉପରେ ଶୋଇଥିଲେ ପୋଲିସ୍ ବାବୁ…ହଠାତ୍ ପଶିଆସି ସବୁକିଛି ଦେଖିଦେଲେ ସ୍ତ୍ରୀ

ପୋଲିସ କ୍ଵାଟରରେ ଚାଲିଛି ରସିକିଆ ପୋଲିସ ବାବୁଙ୍କ ଖେଳ।୬୦ ବର୍ଷ ବୟସରେ ହିଁ ସେ ଏଭଳି କିଛି କରିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଦିନ ଦ୍ୱିପ୍ରହରରେ ଆଣି ନିଜ ସରକାରୀ କ୍ଵାଟରରେ ପୋଲିସ ବାବୁ ତାଙ୍କ ସହ ରଖୁଥିଲେ ଶାରୀରିକ ସମ୍ପର୍କ। ଅଚାନକ ପଶି ଆସିଥିଲା ସ୍ତ୍ରୀ। ଆଉ ସ୍ୱାମୀ ଯୁବତୀଙ୍କୁ ସଙ୍ଗେ ସଙ୍ଗେ ଅସଂଜତ ଅବସ୍ଥାରେ ଦେଖି ଦେଇଥିଲା। ଆଉ ସ୍ତ୍ରୀ ନିଜ ଆଖି କୁ ମଧ୍ୟ ବିଶ୍ଵାସ କରି ପାରି ନଥିଲା।ଦିନେ କି ଦୁଇ ଦିନ ନୁହେଁ ତିନି ମାସ ହୋଇଯିବ ସେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଅଜା ବୟସର ପୋଲିସ ବାବୁଙ୍କ ସହ ଯୁବତୀ ରଖୁଥିଲେ ସମ୍ପର୍କ।

ହେଲେ ଏବେ ସବୁ ଖେଳ ଶେଷ ହୋଇ ଯାଇଛି। ଦେହ ସୁଖ ନେବା ସମୟରେ ହିଁ ଅଚାନକ ଭାବରେ ପୋଲିସ କ୍ଵାଟର ଭିତରକୁ ପଶି ଆସିଥିଲେ ତାଙ୍କର ସ୍ତ୍ରୀ। ସ୍ୱାମୀର କଳା କାରନାମା ଧରି ପକାଇ ଥିଲା ସ୍ତ୍ରୀ। ଶାରୀରିକ ସମ୍ପର୍କ ରଖି ରାତି ରାତି ଦେହ ସୁଖ ନେଉଥିଲେ ।କେତେବେଳେ ଯୁବତୀଙ୍କୁ ବାଇକ୍ ରେ ବୁଲାଉ ଥିଲେ ତ ପୁଣି କେତେବେଳେ ତାଙ୍କୁ ଟଙ୍କା ଦେଉଥିଲେ। ଆଉ ମାତ୍ର ୩ ହଜାର ଟଙ୍କା ଦେଇ ତିନି ମାସ ହେବ ଯୁବତୀଙ୍କ ସହ ରଖୁଥିଲେ ଶାରୀରିକ ସମ୍ପର୍କ।

ଯୁବତୀଙ୍କୁ ମିଠା ମିଠା କଥା କହି ତାଙ୍କୁ ରୁମ୍ କୁ ଆଣୁଥିଲେ ଆଉ ତାଙ୍କୁ ପାଖରେ ବସାଇ ତାଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖୁଥିଲେ। ସ୍ୱାମୀର କାରନାମା ଦେଖିବା ପରେ ସ୍ବାମୀ ଓ ଯୁବତୀକୁ ନିର୍ଦ୍ଧୁମ ପିଟି ଥିଲେ ସ୍ତ୍ରୀ ଜଣକ।ଯାହା ଫଳରେ କି ପୋଲିସ ବାବୁଙ୍କ ମୁହଁ ମଧ୍ୟ ଫାଟି ଯାଇଛି। ସ୍ତ୍ରୀ ଜଣକ ମଧ୍ୟ ମିଡ଼ିଆ ସମ୍ମୁଖରେ ସବୁ ସତ କଥା କହି ଦେଇଥିଲେ। କୋଟଗଡା ଥାନାରେ ଏଭଳି କିଛି ଘଟଣା ଘଟି ଯାଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଏବେ ଚାରିଆଡେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ଦେଖି ସାରିବା ପରେ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment