ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ଅନେକ କିଛି ଖବର ଯାହା ଶୁଣିଲେ ଆପଣଙ୍କ ମନରେ ଅନେକ କିଛି କଥା ଆସିବ । ଆଜିକାଲି ଦୁନିଆରେ ଅନେକ ଲୋକ ପ୍ରେମ କରି ଏଭଳି କିଛି କଷ୍ଟ ପାଉଛନ୍ତି ବା ତାଙ୍କ ସହିତ ଏଭଳି କିଛି ଘଟଣା ଘଟି ଯାଉଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମିଠା ମିଠା କଥା କହି ପ୍ରେମ କରିଥିଲେ । ଆଉ ପ୍ରେମ କରି ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବାକୁ କହିଥିଲେ ।ତାପରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତ ସମୟର ସେ ଭିଡିଓ କରିଥିଲେ । ସେ ଦେହସୁଖ ନେଇ ପ୍ରେମିକା ଜଣଙ୍କୁ ବ୍ଲାକମେଲ କରୁଥିଲେ ।
ପ୍ରେମିକ ଜଣକ ବ୍ଲାକମେଲ କରି ଦେହ ସୁଖ ନେଉଥିଲେ । ପ୍ରେମିକ ଜଣକ ସବୁବେଳେ ପ୍ରେମିକା ଜଣଙ୍କୁ ଦୁଃଖ ଦେଉଥିଲେ । ଆଉ ସେ ସବୁବେଳେ ତାଙ୍କ ସହିତ ଶାରିରୀକ ସଂପର୍କ ରଖୁଥିଲେ । ପ୍ରେମିକ ଜଣକ ସବୁବେଳେ ସେଭଳି କାମ କରିବା ଦ୍ୱାରା ପ୍ରେମିକା ଜଣକ ଆଉ ସହିପାରି ନଥିଲେ । ଆଉ ଶେଷରେ ଏଭଳି କିଛି କାମ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି ।ପ୍ରେମ ଜାଲରେ ପ୍ରେମିକା ଜଣଙ୍କୁ ଫସାଇ ପୁଳା ପୁଳା ଟଙ୍କା ମାଗୁଥିଲା ପ୍ରେମିକ । ବିବାହର ପ୍ରତିଶ୍ରୁତି ଦେଇ ଠକି ଚାଲିଥିଲା ଆଉ ମିଠା ମିଠା କଥା କହି ଫସାଇ ବ୍ଲାକମେଲ କରି କୋଟି କୋଟି ଟଙ୍କା ଲୁଟି ନେଉଥିଲେ । ପ୍ରେମିକା ଜଣକ ଠାରୁ ଅନେକ ଟଙ୍କା ଲୁଟି ନେଇଥିଲା ପ୍ରେମିକ । ଆଉ ପ୍ରେମିକ ଜଣକ ପ୍ରେମିକା ଠାରୁ ଅଢେଇ କୋଟି ଟଙ୍କା ଲୁଟିବା ସହ ଦାମୀ କାର ନେଇଥିଲେ । ଏହାସହ ଆହୁରି ଅନେକ ଟଙ୍କା ମାଗୁଥିଲା ପ୍ରେମିକ ।
ପ୍ରେମିକ ଜଣକ ପ୍ରେମିକାର ଉଲଗ୍ନ ଫଟୋ ଦେଖାଇ ବ୍ଲାକମେଲ୍ କରି ଏଭଳି କାମ କରୁଥିଲା । ଆଉ ଶେଷରେ ଏସବୁ ସହ୍ୟ କରିବା ପ୍ରେମିକା ପକ୍ଷରେ ଆଉ ସମ୍ଭବ ହୋଇ ନଥିଲା । ଏହାପରେ ଯୁବକ ଜଣଙ୍କୁ ଶାବାଡ କରିଥିଲେ ଯୁବତୀ । ସେମାନେ ସ୍କୁଲରେ ଭଲ ପାଇଥିଲେ । ଆଉ ସେମାନେ ପରସ୍ପର ସହ ସମ୍ପର୍କରେ ଥିଲେ । ଏହାପରେ ଯୁବକ ଆଉ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ହୋଇ ଶାରିରୀକ ସଂପର୍କ ରଖିଲେ । ଯୁବକ ଜଣକ ଭିଡିଓ କରିଥିଲେ ଯେଭଳି ତାଙ୍କର ମୁହଁ ସେଠାରେ ଦେଖା ଯାଇନଥିଲା । ମୋହନ ନାମକ ବ୍ୟକ୍ତି ଜଣକ ବ୍ଲାକମେଲ କରି ଏଭଳି ଅନେକ କିଛି କାମ କରିଥିଲେ । ଆଉ ଶେଷରେ କଷ୍ଟ ଅସହ୍ୟ ହେବାରୁ ଯୁବତୀ ଜଣକ ପୋଲିସ ଥାନାରେ ଅଭିଯୋଗ କରିଥିଲେ ଆଉ ଏବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣା ବେଙ୍ଗାଲୁରୁ ସହରରେ ଦେଖିବାକୁ ମିଳିଛି ।