ମୁହଁ ରେ ଗାମୁଛା ଘୋଡାଇ ପାଞ୍ଚ ପାଞ୍ଚ ଜଣ ଯୁବତୀଙ୍କୁ ଟେକିନେଲା ପୋଲିସ। ଜଣେ ଯୁବକଙ୍କୁ ପାଞ୍ଚ ପାଞ୍ଚ ଜଣ ଝିଅ ବନ୍ଦ ଘର ଭିତରେ ଖେଳ କରୁଥିଲେ। ପୋଲିସ ଆସିଲା ସିଧା କବାଟ ଭାଙ୍ଗି ଘରେ ପଶିଗଲା। ଆଉ ପରେ ଜଣ ଜଣ ଝିଅକୁ ବେଡରୁମ ଭିତରୁ ସିଧା ଉଠାଇ ନେଲା। ଗୋଟେ ବନ୍ଦ ରୁମ୍ ରେ ପାଞ୍ଚ ଜଣ ଝିଅଙ୍କ ସହ ଥିଲା ଗୋଟେ ଗରାଖ। ହଠାତ୍ ଏହାର ଖବର ପାଇବା ପରେ ସେଠାରେ ଯାଇ ପହଞ୍ଚି ଯାଇଥିଲେ ପୋଲିସ।ଆଉ ତାହା ପରେ ଯାହା ହୋଇଥିଲା ତାହା ଆପଣ ସମ୍ପୂର୍ଣ୍ଣ ଭିଡିଓ ଦେଖିଲେ ହିଁ ଜାଣି ପାରିବେ। ଗୋଟେ ପରେ ଗୋଟେ ମହୁମାଛି ମାନଙ୍କୁ ମାନଙ୍କୁ ପୋଲିସ ମୁହଁ ରେ ଗାମୁଛା ଘୋଡାଇ ଗାଡ଼ିରେ ବସାଇ ନେଇ ଯାଉଛି।
ଏପଟେ ଗରାଖ ଜଣକୁ ମଧ୍ୟ ଏକ ଗାଡ଼ିରେ ପୋଲିସ୍ ଷ୍ଟେସନ କୁ ନେଇ ଯାଇଛନ୍ତି। ପାଞ୍ଚ ଜଣ ଦେହଜୀବୀ ମଧ୍ୟରେ ଗୋଟେ ଗରାଖ ଥିଲେ। ବେଡରୁମ ଭିତରର ଦୃଶ୍ୟ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି।ଏହି ଘଟଣା ଅନୁଗୁଳ ଜିଲ୍ଲାର ନାଲକୋ ଥାନା ଅନ୍ତର୍ଗତ ଏକ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ହେବ ଦେହ ବ୍ୟବସାୟ ଚଳାଉ ଥିବା ରାଣୀ ମହୁମାଛି ଝରଣା ଙ୍କୁ ଠାବ କରିଛି ପୋଲିସ। ଏଥି ସହ ପାଞ୍ଚ ଜଣ ଦେହଜୀବୀ କୁ ମଧ୍ୟ ଗିରଫ କରିଛି। ଏଥି ସହ ଜଣେ ଗ୍ରାହକଙ୍କୁ ମଧ୍ୟ ଧରିବାରେ ସଫଳ ହୋଇଛି ପୋଲିସ।
ଏକ ଆଜବେଷ୍ଟ ଘରେ ଅନେକ ଦିନ ଧରି ଏଭଳି ଧନ୍ଦା ଚଳାଇ ଆସୁଥିବା ଲୋକମାନେ କହିଥିଲେ।ହେଲେ ଏବେ ସେ ଧରା ପଡି ଯାଇଛନ୍ତି। ଆଉ ସବୁ ସତ ସାମ୍ନା କୁ ଆସି ଯାଇଛି। ଏହି ମାମଲା ସହ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତାହା ଜାଣିବା ପାଇଁ ଏବେ ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ତେବେ ଏହି ଘଟଣାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଆପଣଙ୍କ ଏହି ଘଟଣା ସମ୍ପର୍କରେ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।