ରଚନାଙ୍କୁ ପସନ୍ଦ ଆସେନି ଓଡ଼ିଆ କାହାଣୀ, ସେଥିପାଇଁ ସେ ଓଡ଼ିଶାରେ ମୁଭି କରୁ ନାହାନ୍ତି

 

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମ ଦେଶ ହେଉଛି କଳା ସଂସ୍କୃତିର ଦେଶ। ଦେଶରେ ସବୁବେଳେ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ମିଳିଥାଏ। ଆମ ଦେଶରେ କଳାକାର ମାନଙ୍କର ଅଭାବ ନାହିଁ।

ଆମ ଦେଶରେ ବା ରାଜ୍ୟରେ ହେଉ କଳାକାର ମାନଙ୍କୁ ବହୁତ୍ ସମ୍ମାନ ଦିଆଯାଏ। ବଡ଼ ବଡ଼ କଳାକାର ମାନଙ୍କ ଠାରୁ ଆରମ୍ଭ କରି କୁନି କୁନି କଳାକାର ପର୍ଯ୍ୟନ୍ତ ସମସ୍ତେ ଏବେ ଲୋକପ୍ରିୟ ହେବାରେ ଲାଗିଛନ୍ତି।

ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଗଣମାଧ୍ୟମ ସାକ୍ଷାତକାରରେ ଦେଖିବାକୁ ମିଳିଛି ଡାଇରେକ୍ଟଟର ପିନୁ ନାୟକଙ୍କୁ। ସେ କହିଛନ୍ତି ତାଙ୍କୁ ଗପ ବହି ପଢ଼ିବା ପାଇଁ ଭଲ ଲାଗେ। ପିନୁ ନାୟକଙ୍କ ମା ସ୍କୁଲ ଶିକ୍ଷୟତ୍ରୀ ଥିଲେ।

ପିନୁ ନାୟକ +୩ ପ୍ରଥମ ବର୍ଷରେ ପଢୁଥିବା ସମୟରେ ସୁଧାଂଶୁଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇଥିଲା। ଏହାପରେ ‘ସମୟ ଖେଳୁଛି ଚକା ଭଉଁରୀ, ସିନେମାରେ ସେ ତାଙ୍କ ଆସିଷ୍ଟାଣ୍ଟ ଭାବେ କାମ କରିଥିଲେ।

ପିନୁ ନାୟକ ଙ୍କୁ ସିନେମା ଲାଇନ୍ ରେ ଯିବା ପାଇଁ ତାଙ୍କ ଫାମିଲି ସପର୍ଟ ବହୁତ୍ ଥିଲା। ଖାସ୍ କରି ପିନୁ ନାୟକଙ୍କ ମା ତାଙ୍କୁ ବହୁତ୍ ସପର୍ଟ କରିଥିଲେ ଏହି ଲାଇନ୍ ରେ ଯିବା ପାଇଁ।

ପିନୁ ନାୟକଙ୍କ ବଲିଉଡ୍ ଆଉ ଟଲିଉଡରେ କାମ କରିବା ପାଇଁ ଯାଇଥିଲେ କେବଳ କିଛି ଶିଖିବାର ମାନସିକତା ନେଇକି। ଜି କଳିଙ୍ଗ ପିନୁ ନାୟକଙ୍କୁ ପ୍ରଥମେ ଡାଇରେକ୍ଟର ଭାବରେ ସିଲେକ୍ଟ କରିଥିଲେ। ଆଗରୁ କାମକୁ ନେଇ ଯେଉଁ ଗମ୍ଭୀରତା ଥିଲା ତାହା ବର୍ତ୍ତମାନ ଦେଖିବାକୁ ମିଳୁନାହିଁ।

କିଛି ପୁରୁଣା ଆକ୍ଟର ମାନେ ଅଛନ୍ତି ଯେଉଁ ମାନେ କି ନୂଆ ଆକ୍ଟର ମାନଙ୍କୁ ଆଗକୁ ଯିବାକୁ ଦେଉନାହାନ୍ତି। ତାଙ୍କ ଚିନ୍ତାଧାରା ଅଛି କି ସେମାନେ ଅଛନ୍ତି ସେମାନେ ହିଁ ରହିବେ। ଆଉ ପିନୁ ନାୟକ କହିଛନ୍ତି ଯେ ରଚନା ବାର୍ନାଜୀଙ୍କୁ ପସନ୍ଦ ଆସୁନି ପ୍ରଡ୍ୟୁସରଙ୍କ କାହାଣୀ।

ଯାହାଫଳରେ ରଚନା ବାର୍ନାଜୀ ଓଡିଶାରେ ସିନେମା କରୁନାହାନ୍ତି। ଏବଂ ପିନୁ ନାୟକ କହିଛନ୍ତି ଯଦି ସିନେମାକୁ ନେଇ ସମସ୍ତେ ଗମ୍ଭୀରତା ପ୍ରକାଶ କରିବେ ତେବେ ନିହାତି ବାହାରେ ପ୍ରସିଦ୍ଧ ମଧ୍ୟ ହୋଇପାରିବେ।

Leave a Comment