ମେଜର ଏବଂ ତାଙ୍କର ବାନ୍ଧବୀଙ୍କ କେସ ସମାଧାନ ହେଉ ନଥିବା ବେଳେ ପୁଣି ଭରତପୁର କୁ ନେଇ ଉଠିଛି ଏକ ବିବାଦ। ଏବେ ସେହି ଭରତପୁର ଥାନା କୁ ନେଇ କୁହା ଯାଉଛି କି ସେଠାରେ ଏକ ଏମିତି ବିବାଦ ଅଛି ଯାହାକି ଗୋଟେ ଘଟଣାକୁ ଚପା ଯାଇଛି। ହେଲେ କାହିଁକି ଏମିତି ହେଲା ଆଉ ଏଥିରେ କିଏ ସାମିଲ୍? କଥା ହେଉଛି କି ଜଣେ ଯୁବତୀ ହନି ଟ୍ରାପ ରେ ଜଣେ ଯୁବକଙ୍କୁ ଫସାଇ ଦେଇଥିଲା। ଏବଂ ତା ଠାରୁ ଟଙ୍କା ଲୁଟି ଥିଲା।ଏଭଳି କି ଟଙ୍କା ଲୁଟିବା ସହ ତାହା ଠାରୁ ସୁନା ଗହଣା ମଧ୍ୟ କିଣି ନେଇଛି। ଏତିକିରେ ସେ ଶାନ୍ତି ହେଲା ନାହିଁ ଯେ ପୁଣି ଥରେ ସେ ସେହି ଯୁବକକୁ ବା ତାର ପ୍ରେମିକକୁ ଡ଼ାକି ଥିଲା ଓୟେଓ ରୁମ କୁ।
ଯେଉଁଥିରେ କି ତାର ଦୁଇଜଣ ସହଯୋଗୀ ମଧ୍ୟ ସାହଯ୍ୟ କରିଥିଲେ ସଂପୃକ୍ତ ଯୁବତୀଙ୍କୁ। ଯୁବକ ଜଣକ ଇଞ୍ଜିନିୟର ପାଠ ପଢ଼ୁଥିବା ବେଳେ ଯୁବତୀ ଜଣକ ମଧ୍ୟ ଟେଷ୍ଟାଇଲ ରେ କାମ ମଧ୍ୟ ସେ କରୁଥିଲେ।ସବୁଠାରୁ ବଡ଼ କଥା ହେଉଛି ଯେତେବେଳେ ଯୁବକର ମୃ-ତ୍ୟୁ ହେଲା ଆଉ ତାଙ୍କର ବାପା ଆସିଥିଲେ ଥାନାକୁ ଆଉ ଥାନା ବାଲା ଙ୍କୁ ଏହା କହିଥିଲେ କି ଗଣମାଧ୍ୟମ ରେ ଜଣାଇବା କୁ ସେତେବେଳେ ଥାନା ବାଲା ଏହାକୁ ଚପେଇ ଦେବା ପାଇଁ କହିଥିଲେ।
ଏଭଳି କି ତାଙ୍କୁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିବା ପାଇଁ ମଧ୍ୟ ମନା କରି ଦେଇଥିଲେ। ଆଉ ଏହା ଥିଲା ସେହି ଭରତପୁର ଥାନା ଯାହାକି କିଛିଦିନ ତଳେ ଖୁବ ଚର୍ଚ୍ଚିତ ସ୍ଥାନ ଥିଲା।ଏବେ ଏହି ଘଟଣା ସାମ୍ନା କୁ ଆସିବା ପରେ ଏହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡ଼ିଆରେ ମଧ୍ୟ ଏହି ଘଟଣା ସମ୍ପର୍କରେ ଅନେକ ତଥ୍ୟ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ନେଇ ନିଜ ନିଜର ମତାମତ ରଖିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।