ସରି ସରି ଆସୁଛି କଳିଯୁଗ।ହେବାକୁ ଯାଉଛି ମହା ଅଘଟଣ,ଯିବ ୧୦୦ କୋଟି ଜୀବନ

 

ନମସ୍କାର ପାଠକ ବନ୍ଧୁ।ଆଉ ଦିନ କେଇଟା ଭିତରେ ଶେଷ ହେବାକୁ ଯାଉଛି ୨୦୨୩ । ଆଉ ଆଗକୁ ଆସୁଛି ୨୦୨୪ ।ଏହି ୨୦୨୪ ସମସ୍ତଙ୍କ ପାଇଁ ମହାପ୍ରଳୟ ନେଇ ଆସିବ।ଯାହା କି ମାଳିକା ସୂଚନା ଦେଇଛି।ମାଳିକା ବଚନ କେବେ ଅସତ୍ୟ ହୁଏ ନାହି।

ମାଳିକା ରେ ଆଜି ଯାଏଁ ଯାହା ଲେଖା ହୋଇଚି ତାହା ସବୁ କିଛି ସତ୍ୟ ହୋଇଛି।ଆଗକୁ ମଧ୍ୟ ସବୁ ସତ୍ୟ ହେବ।୨୦୨୪ ସମସ୍ତ ଙ୍କ ପାଇଁ ବିପଦ ନେଇ ଆସୁଛି।ଲୋକ ମାନେ ପୋକ ମାଛି ଭଳି ମରିବେ।ଚାରିଆଡ଼େ ହାହାକାର ଖେଳି ଯିବ।ଲୋକ ମାନେ ଖାଇବାକୁ ପାଇବେନି।

୨୦୨୩ ଡିସେମ୍ବର ମାସ ରେ ଏକ ବଡ ବିପଦ ରହିଛି।୧୨ ମାସ ପରିବର୍ତ୍ତେ ହେବ ତେର ମାସ।ଏବେ ଠାରୁ ଏହାକୁ ନେଇ ଖୁବ୍ ଚର୍ଚ୍ଚା କରା ଗଲାଣି।ଏହି ସମୟ ମଧ୍ୟ ରେ ସମୁଦ୍ର ପାଣି ଶୁଖିବ।ଖୁବ୍ ଶୀଘ୍ର ପୃଥିବୀ ଧ୍ଵଂସ ହେବ।

କେତେବେଳେ ମାଡ଼ି ଆସୁଛି ଅଜଣା କାଳ ବୈଶାଖୀ।ଯାହାକି ଖୁବ୍ କମ୍ ସମୟ ମଧ୍ୟ ରେ ନେଇ ଯାଉଚି ଅନେକ ଜୀବନ।ଶୁଣା ଯାଉଛି ଯେ ଆଗକୁ ମରୁଡି ପଡ଼ିବ।ଲୋକ ମାନେ ଖାଦ୍ୟ ଶସ୍ୟ ଉତ୍ପାଦନ କରି ପାରିବେ ନାହିଁ।ଶେଷ ରେ ଖାଇବାକୁ ନ ପାଇ ମୃ-ତ୍ୟୁ ବରଣ କରିବେ।

ଋତୁ ଚକ୍ର ରେ ଅନେକ ପରିବର୍ତନ ହେଉଚି।ଠିକ୍ ସମୟ ରେ ବର୍ଷା କି ଖରା ହେଉ ନାହିଁ।ଆକାଶ ରେ ଖସିବ ଅଗ୍ନି ବର୍ଷା ଓ ମହା ସମୁଦ୍ର ରେ ବହିବ ଓଲଟା ଲହଡ଼ି।ଶୁଖିଯିବ ନଦୀ ହ୍ରଦ ସମୁଦ୍ର।ଏପରି ଅନେକ କିଛି ଘଟଣା ଆଗକୁ ଘଟିବ।

ଯାହାକୁ କି ସାଧାରଣ ଲୋକ ମାନେ ସମ୍ଭାଳି ପାରିବେ ନାହିଁ।ଆଜି ଆମେ ଏ କଥା କହି ଆପଣ ମାନଙ୍କୁ ଡରେଇବା ପାଇଁ ଚାହୁଁ ନାହୁଁ।କେବଳ ଲୋକ ମାନଙ୍କୁ ଏ ବିଷୟ ରେ ସଚେତନ କରାଇବା ପାଇଁ ଚାହୁଁଚୁ।

ଲୋକ ମାନେ ଏବେ ଠାରୁ ସଚେତନ ହୁଅନ୍ତୁ ବୋଲି ଆମେ ଚାହୁଁଚୁ।ଖରାପ କାମ ଛାଡି ଏବେ ଠାରୁ ଭଲ କାମ ରେ ମନ ନିବେଶ କରନ୍ତୁ।ଏପରି ନ କଲେ ସେତେବେଳକୁ ଭାବିବା ପାଇଁ କିଛି ନ ଥିବ।କେବଳ ଭଗବାନ ନାମ ନିଅନ୍ତୁ ଏବେ ଠାରୁ।

Leave a Comment

Your email address will not be published. Required fields are marked *

Scroll to Top