ଶ୍ମଶାନରୁ ଫେରିଲା ଶାଶୁ ର ଶବ,ଶାଶୁ ର ସ୍ବାମୀ ଯିବାପରେ ଓକିଲ ଭୟ ଦେଖାଉଛନ୍ତି

ବୋହୂ ନାଁ ରେ ଓକିଲ ଧରି ଶ୍ମଶାନ ରେ ଗର୍ଜିଲେ ମାଉସୀ ଶାଶୁ। ବୋହୂଙ୍କ ନାମ ହେଉଛି ଉପାସନା ଷଡ଼ଙ୍ଗୀ। ମହିଳାଙ୍କ ସ୍ୱାମୀର ମୃ-ତ୍ୟୁ ହୋଇଯାଇଥିବା ବେଳେ ତାଙ୍କର ଏକମାତ୍ର ଝିଅ ସହ ଗୋଟେ ପୁଅ ମଧ୍ୟ ରହିଛି। ଏଥି ସହ ତାଙ୍କର ନଣନ୍ଦ ମଧ୍ୟ ଅଛନ୍ତି ଆଉ ଶଶୁରଙ୍କ ମୃ-ତ୍ୟୁ ହୋଇ ଯାଇଥିବା ବେଳେ ତାଙ୍କର ଶାଶୁ ଅଛନ୍ତି। ସେ ତାଙ୍କର ଶାଶୁ ଘରେ ୨୦୧୫ ଠାରୁ ଆଜି ଯାଏଁ ରହୁଛନ୍ତି। ହେଲେ କେତେକ ଲୋକ ଅଛନ୍ତି,ଯେଉଁ ମାନେ ବାରମ୍ବାର ତାଙ୍କ ମଝିରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଏଭଳି କି ମହିଳା ଜଣକ ଅନ୍ୟ ଏକ ମହିଳାଙ୍କ ନାମରେ ଆସି ଏହା ଅଭିଯୋଗ କରୁଛନ୍ତି କି ତାଙ୍କ ଘରେ ଆସି ଜଣେ ମହିଳା ଖୁବ୍ ଜୋରେ ପାଟି ତୁଣ୍ଡ କରିଥିଲେ।

ଆଉ ଏଭଳି ସେ କେବଳ ପ୍ରପର୍ଟି ପାଇଁ ହିଁ କରୁଛନ୍ତି। ତାଙ୍କ ନାମରେ ଅନେକ ମିଥ୍ୟା ଅଭିଯୋଗ ସବୁ ମଧ୍ୟ କରିଛନ୍ତି। ଏଭଳି କି ତାଙ୍କର ଚରିତ୍ର କୁ ନେଇ ମଧ୍ୟ ଅନେକ କଥା କହିଥିଲେ।ଓକିଲ ହେଉଛନ୍ତି ତାଙ୍କର ମାଉସୀ ଶାଶୁ ଓ ମଉସା ଶଶୁର। ଯେଉଁ ମାନେ କି ତାଙ୍କ ନାମରେ ଅନେକ ମିଥ୍ୟା କଥା ଉଠାଉ ଛନ୍ତି। ସେ କହିଥିଲେ କି ଦିନେ ମାଆ ବେହୋସ୍ ହୋଇ ପଡି ଯାଇଥିଲେ ଯେତେବେଳେ ତାଙ୍କର ବାପା ଙ୍କ କର୍ମ ଚାଲିଥିଲା। ସେତେବେଳେ ମଧ୍ୟ ଯେଉଁ ମାନେ ଏବେ ଅଭିଯୋଗ ନେଇ ଆସୁଛନ୍ତି ସେମାନେ ଛିଡା ହୋଇ ନଥିଲେ।

ମହିଳା ଜଣକ ଗାଡ଼ିରେ ନିଜ ଶାଶୁ ଙ୍କୁ ଆପୋଲୋ ମେଡିକାଲ ନେଇ ଯାଇଥିଲେ।ଆଜି ଯେତେବେଳେ ତାଙ୍କର ଶାଶୁ ଚାଲି ଯାଇଛନ୍ତି। ସେତେବେଳେ ସେମାନେ ମହିଳାଙ୍କ ନାମରେ ଅନେକ ଅଭିଯୋଗ ନେଇ ଆସିଛନ୍ତି ବୋଲି ମହିଳା ଜଣକ କହିଥିଲେ। ମାଉସୀ ଶାଶୁ କହିଥିଲେ କି ଶାଶୁ ମରିଯିବା ପରେ କାହାକୁ ନଜଣାଇ ତାଙ୍କୁ କଣ ପାଇଁ ପୋଡ଼ି ଦେଇଥିଲେ? ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। କିଏ ସତ କହୁଛି ଆଉ କିଏ ମିଛ କହୁଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡି ପାରି ନାହିଁ।

Leave a Comment