ଏବେ ସୋସିଆଲ ମିଡ଼ିଆ ରେ ଯେଉଁ ଯୁବତୀଙ୍କ ଭାଇରାଲ ହେଉଛି ତାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ଭିନ୍ନ ଭିନ୍ନ ଲୋକମାନେ ମଧ୍ୟ ନିଜ ନିଜର ମତାମତ ରଖିଛନ୍ତି। ସେମାନେ ଏଭଳି କିଛି କହିଛନ୍ତି ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ପ୍ରଥମେ ତ ଜଣେ ଯୁବତୀ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଥିଲେ କି ଜଣେ ଝିଅର ଯଦି ଯିବାର ଇଛା ନଥାନ୍ତା ,ତେବେ ସେ ଗୋଟେ ପୁଅ ଡାକିବା ମାତ୍ରେ କେବେ ହେଲେ ବି ହୋଟେଲ କୁ ଯାଇ ନଥାନ୍ତା। ଝିଅର ଇଚ୍ଛା ଥିଲା ବୋଲି ଯେତେବେଳେ ପୁଅ ତାକୁ ଡାକିଥିଲେ ସେତେବେଳେ ସେ ଯାଇଥିଲା।
ଯୁବତୀ ଜଣକ କହିଥିଲେ କି ଏମିତି ତାଙ୍କର ଅନେକ ଭିଡିଓ ରହିଛି ହେଲେ ଅଶ୍ଳୀଳତା ସହ ତାଙ୍କର କିଛି ଭିଡିଓ ଭାଇରାଲ୍ ହୋଇ ନାହିଁ। ସାଧାରଣ ଯେତିକି ଭିଡିଓ ସବୁ ତାଙ୍କର କରନ୍ତି ସେ ସବୁ ଭାଇରାଲ୍ ହୋଇଛି।ଏଭଳି କି ଯେତେବେଳ ତାଙ୍କୁ ଭାଇରାଲ୍ ହୋଇଥିବା ଯୁବତୀଙ୍କ ସମ୍ପର୍କରେ ପଚରା ଯାଇଥିଲା ସେତେବେଳେ ସେ ତାଙ୍କୁ ଅଭଦ୍ର ନାରୀ ବୋଲି କହିଥିଲେ। ଏହା ନିଜ ଇଜ୍ଜତ ତଳେ ପଡିବା ଛଡା ଆଉ କିଛି ନୁହେଁ ବୋଲି ମଧ୍ୟ କହିଥିଲେ। ଏହା ମଧ୍ୟ କହିଥିଲେ କି ସେମାନଙ୍କର ମାଆ ଭଉଣୀ ଓ ସ୍ୱାମୀ କେହି ନାହାଁନ୍ତି ବୋଧେ ଯେଉଁଥି ପାଇଁ ସେମାନେ ପଇସା ଲୋଭରେ ଏମିତି କରୁଛନ୍ତି।
ଏଭଳି କି ଯାତ୍ରା ପେଣ୍ଡାଲ ରେ କେତକ ଝିଅ ଲଙ୍ଗଳା ହୋଇ ପଡ଼ୁଛନ୍ତି ବୋଲି କହିଥିଲେ।ଯୁବତୀ ଜଣକ ଏହା ମଧ୍ୟ କହିଥିଲେ କି ଆଗରୁ ଯାହା ଥିଲେ ଥିଲେ ହେଲେ ଏବେ ଜଣେ ଏମିତି ବାହାରିଛି କି ପେଣ୍ଡାଲ ତଳକୁ ଯାଇ ସେ ପୁଅ ମାନଙ୍କୁ କିସ କରି ଆସୁଛି। ଏଭଳି ଯୁବତୀ ଜଣକ ଅନେକ କଥା କହିଛନ୍ତି ଯାହାକି ଆପଣ ସମ୍ପୂର୍ଣ୍ଣ ଭିଡିଓ ଦେଖିଲେ ନିଶ୍ଚିତ ଭାବରେ ଜାଣି ପାରିବେ। ଆଉ ଏହି ଘଟଣାକୁ ନେଇ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।