ଶେଷରେ ସତ ମାନି ଏମିତି କହିଲା ଯୁବକ ମୁଁ ମାନୁଛି ଖଟ ଉପରେ ମୋ ସ୍ତ୍ରୀକୁ ଚିପିଚିପି ମା-ରିଥିଲି

ସ୍ବାମୀ ନିଜ ସ୍ତ୍ରୀ କୁ ଆଣି କେମିତି ହୋଟେଲ ରେ ପକାଇ ମାଡ଼ି ବସିଥିଲା ଆଉ ସ୍ତ୍ରୀ ଜଣକ ଛାଡ଼ି ଦେବା ପାଇଁ ସ୍ୱାମୀର ଗୋଡ଼ ତଳେ ପଡ଼ି ନେହୁରା ହେଉଥିଲା। ହେଲେ ସ୍ବାମୀ ନିଜର ଦେହର ଭୋକ ମେଣ୍ଟାଇବାକୁ ଯାଇ ଏଭଳି କିଛି କରିଥିଲେ। ଧରା ପଡ଼ିଲା ବର୍ଷେ ତଳେ ମଣିଷ ରୂପୀ ରାକ୍ଷସ କିଭଳି ଘଟାଇ ଥିଲା ଏକ ନୃଶଂସ କାଣ୍ଡ। କେମିତି ମାରିଥିଲା ସେଦିନ ରାତିରେ ।ଯାହାକୁ କି ବଖାଣି ଦେଇଛି ସବୁ ସତ କଥା।କିଛି କାହାକୁ ଜଣା ପଡ଼ିବା ପୁର୍ବରୁ ହିଁ ପୋଛା ପୋଛି କରି ଚମ୍ପଟ୍ ମାରିଥିଲା ହୋଟେଲ ରୁମ୍ ଭିତରୁ। ଏବେ ସବୁ ସତ ନିଜ ମୁହଁ ରେ ମାନି ନେଇଛି ଦୃର୍ବୁତ୍ତ।

ବର୍ଷେ ତଳେ ବ୍ରହ୍ମପୁର ସହରରେ ଅତି ନିର୍ମମ ଭାବରେ ନିଜ ସ୍ତ୍ରୀ କୁ ହିଁ ମାରି ଦେଇଥିଲା ପିଶାଚ ସ୍ବାମୀ। ବୁଲିବାକୁ କହି ନିଜ ସ୍ତ୍ରୀ କୁ ନେଇ ବ୍ରହ୍ମପୁର ଆସିଥିଲା ଏହାପରେ ନିଜ ସ୍ତ୍ରୀ କୁ ମଧ୍ୟ ହୋଟେଲ ରେ ରଖି ମଜା ନେଉଥିଲା। ନିଜ ସ୍ତ୍ରୀ କୁ ପାଖରେ ପାଇଁ ସବୁକିଛି ଭୁଲି ଯାଇଥିଲା,ଏହି ନର ରୂପୀ ରାକ୍ଷସ ଜଣକ। ନିଜ ଦେହର ଭୋକ ମେଣ୍ଟେଇବାକୁ ଯାଇ ଶେଷରେ ନିଜ ସ୍ତ୍ରୀ ର ହିଁ ଜୀବନ ନେଇ ଯାଇଥିଲା। ଏହାପରେ ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଥିବା ବେଳେ। ପୁଣି ଥରେ ପୋଲିସ ଜାଲରେ ପଡ଼ିଛି ଏହି ଅଭିଯୁକ୍ତ ଜଣକ।

କେରଳରୁ ଅଭିଯୁକ୍ତ କୁ ଗୀରଫ କରି ଏବେ ବ୍ରହ୍ମପୁର ଆଣିଛି ପୋଲିସ। ଅଭିଯୁକ୍ତ ଜଣକ ହେଉଛନ୍ତି ସମୀର ବମାନ୍ । ସେ ସେଠାରେ ଗଞ୍ଜେଇ ବେପାର କରୁଥିଲେ।ଆଉ ସୁଚନା ମୁତାବକ ତାଙ୍କୁ ସେଠାରୁ ବ୍ରହ୍ମପୁର ପୋଲିସ ଆଣି ତାଙ୍କୁ ଜେରା କରିବା ଆରମ୍ଭ କରି ଦେଇଛି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହା ଏବେ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ଆମକୁ ନିଶ୍ଚିତ ଭାବରେ ଏହା ସମ୍ପର୍କରେ ଜଣାଇବେ।

Leave a Comment