ସୌମ୍ୟ ଙ୍କ ଘଟଣା କୁ ୪୦ ଦିନ ରୁ ବେଶୀ ବିତିଗଲାଣି ହେଲେ ଏବେ ବି ପୋଲିସ ର ହାତ ଖାଲି, ସୁଭାଶିଷ ଶଢ଼ଙ୍ଗି ସୌମ୍ୟ ଙ୍କ ପରିବାର ସହ ଯୋଗ ଯୋଗ କରି କିଛି ନା କିଛି ନୂଆ ନୂଆ ପ୍ରମାଣ ହସ୍ତଗତ କରୁଛନ୍ତି ଯାହା ତଦନ୍ତ ପାଇଁ ସାହାଯ୍ୟ କରିହେବ
ତେବେ ସୌମ୍ୟ ଙ୍କ ମାମୁଁ ଙ୍କ କହିବା ଅନୁସାରେ ଯେତେବେଳେ ସୌମ୍ୟ ଙ୍କୁ ସେ ଦେଖିଥଲେ ତାଙ୍କ ଦେହ ରେ ଗୋଟେ ବି କପଡା ନଥିଲା ଆଉ କେବଳ ମୁଁହ କୁ ଛାଡି ତାଙ୍କ ଦେହ ସମ୍ପୂର୍ଣ ପୋଡ଼ି ହେଇ ଯାଇଥିଲା, ସେ ତଥାପି କଥା କହୁଥିଲେ ଆଉ ଇଶାରା ଦେଉଥିଲେ
ଆଶ୍ଚର୍ୟ୍ଯ ର କଥା ଏଇଆ ଥିଲା କି ତାଙ୍କ ପାଖ ରେ ଥିବା ମୁଡ଼ି ଡବା,ମୋବାଇଲ ଚାର୍ଜର ଆଉ ଅନ୍ୟାନ୍ୟ ସାମଗ୍ରୀ ସେମିତି ଥିଲା ହେଲେ କେବଳ ସୌମ୍ୟ ଙ୍କ ଦେହ ରେ ନିଆ ଲାଗିଥିଲା
ଆଉ ସେ ଲକ୍ଷ୍ୟ କରିଥିଲେ କି ସୌମ୍ୟ ଙ୍କ ଜିଭ ବି ଖଣ୍ଡିଆ ହେଇଛ, ତେବେ ଏସବୁ ନେଇ ଯଦି କ୍ରାଇମ୍ ବ୍ରାଞ୍ଚ ଅଧିକ ତଦନ୍ତ କରନ୍ତି ତାହାଲେ ହୁଏତ ପ୍ରକୃତ ସତ୍ୟାସତ୍ୟ ସାମ୍ନା କୁ ଆସି ପାରନ୍ତା