Science କରିଦେଲା କମାଲ ମୃ-ତ୍ୟୁ ର ୪ ବର୍ଷ ପରେ ଝିଅ କୁ ଭେଟିଲେ ମା

ନମସ୍କାର ଦର୍ଶକ ବନ୍ଧୁ । ଆଜିର ବିଷୟଟି ଖୁବ୍ ଆଶ୍ଚର୍ୟ୍ଯ ଜନକ କିନ୍ତୁ ଏହା ସତ ମଧ୍ୟ । ଆଜିର ବିଷୟରେ ଆମେ ଏମିତି ଘଟଣା ଜାଣିବାକୁ ପାଇବା ଯେଉଁଥିରେ ଜନ୍ମ ମୃତ୍ୟୁ ର ତାରତମ୍ୟ ହଟି ଯାଇଛି । ଏକ କୋରିଆନ ଟିଭି ସୋ ରେ ଦେଖିବାକୁ ମିଳିଛି ଏମିତି ଘଟଣା।

ଶୋ ଟିର ନାମ ହେଉଛି ମିଟିଂ ୟୁ । ଯେଉଁଥିରେ ମୃ-ତ  ହୋଇଥିବା ବ୍ୟକ୍ତି ଙ୍କ ସହ ଆପଣ ସାକ୍ଷାତ କରିପାରିବେ ଏବଂ କଥା ମଧ୍ୟ ହୋଇପାରିବେ । ସେ ମଧ୍ୟ ଆପଣଙ୍କ ସହ କଥା ହୋଇ ପାରିବେ ଆପଣ ପରସ୍ପର କୁ ଛୁଇଁ ମଧ୍ୟ ପାରିବେ ।

ବାସ୍ତବରେ ଏହା ହେଉଛି ଏକ ଗ୍ରାଫିକ୍ସ ଟେକ୍ନୋଲଜି ଯାହା ଦ୍ଵାରା ମୃତକ ଙ୍କ ଛବି ଏବଂ ସ୍ୱର ପରଷ୍ପର ଭରି ଦିଆ ଯାଏ ଏବଂ ଗ୍ରାଫିକ୍ସ ଦ୍ଵାର ପରିବାର ଲୋକେ ତାହାକୁ ଦେଖି ପାରନ୍ତି କଥା ହୋଇ ପାରନ୍ତି ଏବଂ ଛୁଇଁ ମଧ୍ୟ ପାରନ୍ତି ।

ଏହି ଘଟଣା ନେଇ ଅନେକ ଖୁସି ହୋଇଥିବା ବେଳେ କେତେକ ଏହାକୁ ବିରୋଧ କରିଛନ୍ତି କାହିଁକି ନା ଏପରି କରିବା ଦ୍ବାରା ମୃ-ତକ ଙ୍କ କଥା ପରିବାର ଲୋକେ ଆତ୍ମୀୟ ସ୍ଵଜନ ବେଶୀ ମନେ ପକାଇ କାନ୍ଦି ଥାନ୍ତି ।

ତେବେ ଏହିସବୁ ସମ୍ପର୍କରେ ଆପଣଙ୍କ ମତାମତ କଣ ଭିଡିଓ ଦେଖି ନିଶ୍ଚିନ୍ତ କମେଣ୍ଟ କରି ଜଣାନ୍ତୁ । ଦେଖନ୍ତୁ ମା ଝିଅ ଙ୍କ ମିଳନ ର ଏହି ଭିଡିଓ

https://youtu.be/QowzNTxW6_A

 

Leave a Comment

Your email address will not be published. Required fields are marked *

Scroll to Top