ବିବାହରେ ୧୧ ଦିନ ପରେ ଏଭଳି ଏକ ଘଟଣା ଘଟିଥିଲା ଯାହାକି ଆପଣ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ।ବାରମ୍ବାର ସ୍ୱାମୀ ସହ ଶାଶୂ ଘର ଲୋକ ତାଙ୍କୁ ୧୮ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ। ଏହାପରେ ଯୁବତୀ ଏଭଳି କିଛି କରିଥିଲେ ଯାହାକି ଆପଣ ବିଶ୍ବାସ କରି ପାରିବେ ନାହିଁ।ଏହି ଯୁବତୀ ଜଣକ ନାମ ସନ୍ଧ୍ୟା ହୋଇଥିବା ଜାଣିବାକୁ ମିଳିଥିଲା।ଯିଏକି ଘର ଲୋକଙ୍କ କଥାରେ ପୁଅକୁ ବାହା ହେବା ପାଇଁ ରାଜି ହୋଇ ଯାଇଥିଲା।ବର ନାମ ଥିଲା ସନ୍ତୋଷ। ସେ ରେଲୱେ ଚାକିରୀ ମଧ୍ୟ କରିଥିଲା। ହେଲେ ବାହାଘର ବେଦୀ ଉପରେ ଠିଆ ହୋଇ ହେବାକୁ ଯାଉଥିବା ସ୍ତ୍ରୀ କୁ ୧୮ ଲକ୍ଷ ଟଙ୍କାର ଯୌତୁକ ମାଗିଥିଲା।
ହେଲେ ସେତେବେଳେ ଝିଅର ବାପା ବର ଗୋଡ଼ ଧରି କ୍ଷାମା ମାଗିବାରୁ ବର ବାହା ହୋଇ ଯାଇଥିଲା। ମାତ୍ର ଝିଅ ଜାଣି ସାରିଥିଲା କି ତାର ହେବାକୁ ଯାଉଥିବା ଶାଶୁଘର ଲୋକ ବାସ୍ତବରେ କେମିତି ଅଟନ୍ତି। ଆଉ ସେମାନେ କଣ କରିବାକୁ ଚାହୁଁଛନ୍ତି।ବିବାହର ମାତ୍ର ୧୧ ଦିନରେ ହାତ ଧରି ବିବାହ କରିଥିବା ସ୍ତ୍ରୀ ସହ ଏମିତି କିଛି କରି ଦେଇଥିଲା।ଦୁଇ ପରିବାର ମଧ୍ୟ ବାହାଘର ପାଇଁ ବେଶ ଖୁସୀରେ ଥିଲେ। ଦୁହେଁ ଦୁହିଁଙ୍କୁ ଭଲ ଭାବରେ ଜାଣି ମଧ୍ୟ ସାରିଥିଲେ। ହେଲେ ବାହାଘର ର ମାତ୍ର ୧୧ ଦିନ ପରେ ହିଁ ପୁଣି ତାଙ୍କର ଯୌତୁକ ନିର୍ଯାତନା ଦେବା ଆରମ୍ଭ ହୋଇ ଯାଇଥିଲା।
ଆଉ ବାହାଘରର ମାତ୍ର ୧୧ ଦିନରେ ହିଁ ଶାଶୁ ଘର ଲୋକ ତାଙ୍କର ଅସଲି ଚେହେରା ଦେଖି ଥିଲେ।ବାହାଘରର ୧୧ ଦିନ ପରେ ସ୍ତ୍ରୀ କୁ ପିଟି ପିଟି ଘରୁ ବାହାର କରି ଦେଇଥିଲା। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଥିବା ବେଳେ ସାରା ଓଡ଼ିଶାରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ନେଇ ଲୋକମାନେ ଖୁବ୍ ନିନ୍ଦାମଧ୍ୟ କରିଛନ୍ତି।ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ। ଆପଣଙ୍କ ମତାମତ ନିଶ୍ଚିତ ଦେବେ।