ସମାଜସେବୀ ସୁଭାଶିଷ ଶଡଙ୍ଗି ବିଦ୍ୟା ଆଉ ସୌମ୍ୟ ଙ୍କ ସମ୍ପର୍କ କୁ ନେଇ ନିଜ ମତାମତ ରଖିଛନ୍ତି, ସୌମ୍ୟ ଙ୍କ ବିବାହ ଆଗରୁ ତ ବିଦ୍ୟା ପଢ଼ିବା କଥା କହିନଥିଲେ ହେଲେ ଅଚାନକ ବିବାହ ପରେ କେମିତି ସେ ବଲାଙ୍ଗୀର ରେ ଆଡ଼ମିଶନ କରି ପଢ଼ିବା ଆରମ୍ଭ କଲେ
ଆଉ ବ୍ୟାଚଲର ପାର୍ଟି କଥା ଯେଉଁ ଚର୍ଚ୍ଚା ହେଉଛି ସେ କଥା ରେ ସତ୍ୟତା ରହିଛି କାରଣ ବିଦ୍ୟା ହେଉଛନ୍ତି ସେ କଲେଜ ର ପୁରୁଣା ପିଲା କାରଣ ଜଣେ ନୂଆ ପିଲା ହେଇକି କିଭଳି ଗୋଟେ ପାର୍ଟି ର ଆୟୋଜନ କରିପାରିବ ଆଉ କିଭଳି ଅନ୍ୟ ମାନେ ବି ସାମିଲ ହେବେ, ନିଶ୍ଚୟ କିଛି ରହସ୍ୟ ଅଛି ଯାହା ଲୁଚା ଯାଉଚି ।
https://youtu.be/XXgqRVtz224
କହି ରଖୁଛୁ ଯେ ସୌମ୍ୟ ଙ୍କ ମୃତ୍ୟୁ ଘଟଣା ଏବେ 2 ମାସ ପରିବାକୁ ଯାଉଚି ଏବେ ବି ପୋଲିସ ର ହାତ ଖାଲି ତେବେ ତଦନ୍ତ ପକ୍ରିୟା ତ ଚାଲିଛି ହେଲେ ଫଳାଫଳ କଣ ହେଉଚି ତାହା ସମୟ କହିବ