ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଦିଆସିଲି କାଠିରେ ଫୁଟୁଛି ବ-ନ୍ଧୁ-କ

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଖବର ଏବେ ଚର୍ଚ୍ଚାକୁ ଆସିଛି । ଆଜିକାଲି ବୈଜ୍ଞାନିକ ଯୁଗରେ ଅନେକ କିଛି ଜିନିଷ ବଦଳିବାକୁ ଲାଗିଛି । ଜଣେ ଯୁବକ ଆଣିଛନ୍ତି କିଛି ନିଆରା ଜିନିଷ । ଦିଆସିଲି କାଠିରେ ବନ୍ଧୁକ ଫୁଟୁଛି । ଏହି କଥା ଆପଣମାନେ ପୂର୍ବରୁ କେବେ ଦେଖିଛନ୍ତି କି ? ଏବେ ଏହା ଦେଖିବାକୁ ମିଳିଛି । ଜଣେ ଯୁବକ ଏଭଳି କିଛି ଜିନିଷ ବନାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ।ଏବେ ଏହି ବ୍ୟକ୍ତି ଜଣକ ଏହି ବନ୍ଧୁକ ବିଷୟରେ କହିଛନ୍ତି ।

ଏହି ବନ୍ଧୁକ ସେ ପ୍ରଥମେ କେଉଁଠାରେ ଦେଖିଥିଲେ ଆଉ ଓଡ଼ିଶାକୁ କେମିତି ଆଣିଲେ, ତାଙ୍କ ମନରେ କଣ ସବୁ ଭାବନା ଅଛି ସେହି ବିଷୟରେ ସମ୍ପୂର୍ଣ୍ଣ ଭାବରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଯୁବକ ଜଣକ ଦିଆସିଲି କାଠି ସାହାଯ୍ୟରେ ଫୁଟୁଥିବା ବନ୍ଧୁକ ପ୍ରଥମେ କଲିକତାରେ ହେଉଥିବା ଏକ ମେଳାରେ ଦେଖିଥିଲେ । ଆଉ ଏହାପରେ ସେ ଏହାକୁ ଓଡ଼ିଶାକୁ ଆଣିଲେ । ଆଉ ଏହା ଓଡ଼ିଶାରେ ପ୍ରଥମ ବୋଲି ଜଣାପଡିଛି । ଓଡ଼ିଶାର ପିଲାମାନେ ଏହି ବନ୍ଧୁକ ଦେଖିଲେ ଅନେକ ଖୁସି ହେବେ ସେଥିପାଇଁ ଏହି ବନ୍ଧୁକ ସେ ଓଡ଼ିଶାକୁ ଆଣିଲେ । ଏହି ବନ୍ଧୁକ ଦେଖି ଏବେ ଓଡ଼ିଶାର ପିଲାମାନେ ବହୁତ ଖୁସି ଅଛନ୍ତି । ଆଉ ଏହାକୁ ନେବା ପାଇଁ ଆକୃଷ୍ଟ ଅଛନ୍ତି । ଏହି ଦିଆସିଲି କାଠି ବନ୍ଧୁକର ଦର ହେଉଛି ୧୦୦ ଟଙ୍କା ।

ଏହି ପ୍ଲାଷ୍ଟିକ ବନ୍ଧୁକ ଯାହା ଦିଆସିଲି କାଠିରେ ଫୁଟୁଛି । ଏହି ବନ୍ଧୁକରେ ଦିଆସିଲି କାଠି ପୁରା ଯାଉଛି ଆଉ ଏହି ବନ୍ଧୁକରୁ ଧୂଆଁ ବାହାରୁଛି । ଏହି ବନ୍ଧୁକ ଦେଖି ପିଲାମାନେ ବହୁତ ଖୁସି ହେଉଛନ୍ତି । ଏହି ବନ୍ଧୁକ ଖେଳନା ହୋଇପାରେ କିନ୍ତୁ ଏହି ବନ୍ଧୁକ ଦିଆସିଲି କାଠିରେ ଫୁଟିବା ଏକ ନୂଆ । ଏହି ବନ୍ଧୁକ ଦିଆସିଲି କାଠିରେ ଫୁଟିବା ଏହି ଯୁବକ ଜଣକ ପ୍ରଥମେ କଲିକତାରେ ଦେଖିଥିଲେ ଆଉ ଏହାପରେ ସେ ଏହାକୁ ଓଡ଼ିଶାକୁ ଆଣିଛନ୍ତି । ଓଡ଼ିଶାକୁ ଏକ ନୂଆ ଜିନିଷ ଆଣିଥିବାରୁ ସମସ୍ତେ ବେଶ୍ ଖୁସି ଅଛନ୍ତି । ଲୋକମାନେ ଅନଲାଇନ୍ ମାଧ୍ୟମରେ ନୂଆ ନୂଆ ଜିନିଷ ଅଲଗା ସ୍ଥାନରୁ କିଣି ଥାଆନ୍ତି କିନ୍ତୁ ଏହି ଯୁବକ ଜଣକ ଆଜି ଏକ ନିଆରା ବନ୍ଧୁକ ଆଣି ଦେଇଛନ୍ତି ଯାହାକୁ ଆପଣମାନେ ବାଲିଯାତ୍ରା ପଡ଼ିଆରେ ଦେଖିପାରିବେ । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।

Leave a Comment