ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆଳୁ ଖାଇଲେ ହେବ କ୍ୟାନ୍ସର….!

ଆପଣ ଖାଉଥିବା ଆଳୁ ଅସଲି କି? ତାହା ଜାଣିବା ପାଇଁ ଏମିତି ଭାବରେ ପରଖି ନିଅନ୍ତୁ। ନଚେତ ଆପଣ ଆଳୁ ଖାଇ କ୍ୟାନ୍ସର ରେ ପୀଡ଼ିତ ହୋଇ ପାରନ୍ତି। ନୂଆ ଦିଲ୍ଲୀ ଖାଦ୍ୟ ନିରାପତ୍ତା ଓ ଔଷଧ ପ୍ରଶାସନର ଏକ ଟିମ ପ୍ରାୟ ୨୧ କ୍ଵିଣ୍ଟାଲ ଜବତ କରିଥିଲା। ଏହାକୁ ଲାଲ୍ ରଙ୍ଗ ଦିଆ ଯାଇ ଏହାକୁ ଉଚ୍ଚା ଦାମ୍ ରେ ମଧ୍ୟ ବିକ୍ରୀ କରା ଯାଇଛି। ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ କ୍ଷତିକାରକ ଅଟେ। ପ୍ରତ୍ୟେକ ଘରେ ଆଳୁର ବ୍ଯବହାର ମଧ୍ୟ କରାଯାଇ ଥାଏ।ଆଳୁ କୁ ତରକାରୀ , ଚିପ୍ସ, ପାମ୍ପଡ଼, ପକୋଡା ଇତ୍ୟାଦି ରେ ବ୍ଯବହାର କରାଯାଇ ଥାଏ। ଆଳୁ କୁ କେମିକାଲ ଦେଇ ଶୀଘ୍ର ରଙ୍ଗ କରି ଅଧିକ ଦାମ ରେ ବିକ୍ରୀ କରୁଛନ୍ତି।

ଏହି ନକଲି ଏବଂ ରଙ୍ଗ ବ୍ଯବହାର ହେଉଥିବା ଆଳୁ ସ୍ବାସ୍ଥ୍ୟ ପାଇଁ ବେଶ କ୍ଷତିକାରକ ଅଟେ। ବିଶେଷ କରି ଏହା କର୍କଟ ରୋଗର ମଧ୍ୟ କାରଣ ପାଲଟି ଥାଏ। ପନିପରିବା ରଙ୍ଗ କରିବା ପାଇଁ ହାନିକାରକ କେମିକାଲ ର ବ୍ୟବହାର କରାଯାଇ ଥାଏ।ଏହା ଶରୀରରେ ମଧ୍ୟ ନାନା ପ୍ରକାରର ରୋଗ ସୃଷ୍ଟି କରିଥାଏ। ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ଖାଦ୍ୟ ନିରୀକ୍ଷଣ ପକ୍ଷରୁ କୁହା ଯାଇଛି କି ଆଳୁକୁ ହାତରେ ଧରି ଏହା ଅସଲୀ କି ନକଲି ତାହା ଜାଣି ହୋଇ ପାରେ।

ଭାରତୀୟ ଖାଦ୍ୟ ନିରାପତ୍ତା ଓ ମାନକ ପ୍ରାଧିକରଣ କହିଛି କି ଫଳ ପନିପରିବା କୁ ଖାଦ୍ୟ ଉପଯୋଗୀ କରିବା ପାଇଁ ଅନ୍ୟାନ୍ୟ ସବୁ ରାସାୟନିକ ସାରର ବ୍ୟବହାର କରା ଯାଉଛି।ଏଭଳି ଜିନିଷ ଶରୀର ଭିତରକୁ ପ୍ରବେଶ କରିବା ପରେ ବାନ୍ତି,ଝାଡା , ରକ୍ତ ଅପରିଷ୍କାର , ଜଳା ପୋଡ଼ା ସହ ଅତ୍ୟଧିକ ଶୋଷ ଲାଗିବା ସହ ଥକା ପଣ ମଧ୍ୟ ଅନୁଭୂତ ହୋଇ ଥାଏ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କହିଛି କି ଏଭଳି ଖାଦ୍ୟ କୁ ଦୀର୍ଘ ଦିନ ଧରି ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ରହିଛି। ଯାହାକି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment