ଦୀର୍ଘ ଛଅ ମାସ ପରେ ମୋଦିଙ୍କୁ ଦେଖି ଖୁସି ହୋଇଗଲେ ବନ୍ଧୁ ମେଲୋନି। ବୈଠକରେ ସେମାନେ ସାମ୍ନା ସମ୍ନୀ ବସି ହେଲେ କଥାବାର୍ତ୍ତା ଆଉ ମିଶାଇଲେ ହାତ। ଦିନେ ଗୋଟେ ସେଲଫି ହୋଇଥିଲା ଭାଇରାଲ୍। ଏବେ ମିଳିଲା ବଡ଼ ସିଗ୍ନାଲ। ଯେତେବେଳେ ଦୀର୍ଘ ଛଅ ମାସ ପୂର୍ବେ G20 ଶିଖର ସମ୍ମୀଳନୀରେ ଦେଖା ହୋଇଥିଲେ ମେଲୋନି ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସହ। ଏବେ ପୁଣି ଥରେ ଦେଖା ହୋଇଥିଲେ।ଏହାପରେ ସେମାନେ ଆସି ମୋଦୀଙ୍କ ସହ ଆସି ଦେଖା ହୋଇଥିଲେ। ସେମାନେ ହାତ ଧରି ପରସ୍ପରକୁ ଶୁଭେଚ୍ଛା ମଧ୍ୟ ଜଣାଇ ଥିଲେ।
କୁହାଯାଏ କି ମୋଦୀ ଓ ମେଲୋନି ଙ୍କ ମଧ୍ୟରେ ରହିଛି ଏକ ଖୁବ ଭଲ ସମ୍ପର୍କ। ତାଙ୍କର ଏକ ଫଟୋ ଗତ କିଛିଦିନ ତଳେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ମଧ୍ୟ ହୋଇଥିଲା। ଦୁବାଇ ରେ ହିଁ ଏବେ ତାଙ୍କର ମେଲୋନୀ ଙ୍କ ସହ ଦେଖା ହେଇଛି। ମେଲୋନୀ ଇଟାଲୀ ର ପ୍ରଧାନମନ୍ତ୍ରୀ ଅଟନ୍ତି।ଏବେ ଯେତେବେଳେ ସେମାନେ ପୁଣି ଥରେ ଦେଖା ହୋଇଥିଲେ ସେମାନଙ୍କ ସମ୍ପର୍କ ଏବେ ଖୁବ୍ ସୁଦୃଢ ହେବାକୁ ନେଇ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଦୁଇ ଦେଶ ପ୍ରତିରକ୍ଷା, ସୁରକ୍ଷା ,ବାଣିଜ୍ୟ ଓ ପ୍ରଯୁକ୍ତି ବିଦ୍ୟାରେ ସହଯୋଗରେ ମଧ୍ୟ ଖୁବ୍ ଚର୍ଚ୍ଚା ହୋଇଥିଲା।
ଅନ୍ୟାନ୍ୟ ଦିଗରେ ମଧ୍ୟ ସହଯୋଗ କରିବା ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। ଏସବୁ କୁ ସେମାନେ ପ୍ରୋତ୍ସାହିତ କରିବେ ବୋଲି ସେ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ।ଦୁହେଁ ଏଭଳି ଭାବରେ କଥା ହୋଇଥିଲେ ଯାହାକି ଖୁବ୍ ସୁନ୍ଦର୍ ଲାଗୁଥିଲା। ଏବେ ସୋସିଆଲ ମିଡିଆରେ ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ନେଇ ଅନେକ ଭିଡିଓ ମଧ୍ୟ ଲୋକମାନେ ଦେଖି ସାରିଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହା ଆପଣ ଆମକୁ ଯେମିତି ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ। ତାହା ଆପଣ ଆମକୁ ନିଶ୍ଚିତ ଭାବରେ ହିଁ ଜଣାଇବେ।