ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ୧୬ ବର୍ଷୀୟ ଝିଅ ସହ ଶାରୀରିକ ସମ୍ପର୍କ ରଖୁଥିଲା ବାପା କାନ୍ଦୁଥିଲା ମାଆ

ସ୍ତ୍ରୀ କହୁଛି କି ସ୍ବାମୀ ୧୬ ବର୍ଷର ଝିଅକୁ ଦୁ-ଷ୍କ-ର୍ମ କରି ଦେଇଛି। ସ୍ବାମୀ ସ୍ତ୍ରୀ କୁ ସବୁବେଳେ ମାରପିଟ କରି ଘରୁ ବାହାର କରିଦେଲା ଶେଷରେ ନିଜ ଝିଅ ସହ ସମ୍ପର୍କ ରଖିବାକୁ ବାଧ୍ୟ କଲା। ଶେଷରେ ନିଜ ଝିଅ ସହ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲା। ହେଲେ ଝିଅ ରାଜି ନ ହେବାରୁ ବାପା ହୋଇ ମଧ୍ୟ ନିଜର ୧୬ ବର୍ଷୀୟ ଝିଅକୁ ଦୁ-ଷ୍କ-ର୍ମ କରି ଦେଇଥିଲା। ବାପା ହୋଇ ମଧ୍ୟ ନିଜର ଜନ୍ମ କଲା ଝିଅ ସହ ଶାରୀରିକ ସମ୍ପର୍କ ରଖୁଥିଲା।୧୬ ବର୍ଷୀୟ ଝିଅ ଖୁବ୍ ଜୋରେ ଚିତ୍କାର କରି କାନ୍ଦି ଚାଲିଥିଲା ହେଲେ ବାପା କିନ୍ତୁ ଝିଅର ଚିତ୍କାର ନଶୁଣି ପୂରା ନୃଶଂସ ପାଲଟି ଯାଇଥିଲା। ବାପା ଝିଅକୁ ବାଧ୍ୟ କରି ବାରମ୍ବାର ସମ୍ପର୍କ ରଖିବାକୁ ବାଧ୍ୟ କରି ଚାଲିଥିଲା।୧୬ ବର୍ଷୀୟ ନାବାଳିକା ଝିଅକୁ ଅତି ନୃଶଂସ ଭାବରେ ବାପା ଦୁ-ଷ୍କ-ର୍ମ କରି ଦେଇଥିଲେ।

ଏହି ବ୍ୟକ୍ତି ଜଣକ ନାମ ହେଉଛି ପ୍ରଶାନ୍ତ ଦାସ। ଏବେ ଏହି ଘଟଣାକୁ ନେଇ ଏବେ ସାରା ଗାଁ ରେ ଚର୍ଚ୍ଚା ହେବାରେ ଲାଗିଛି।ଯାହାକୁ ନେଇ ନିଜେ ସ୍ତ୍ରୀ ତଥା ଝିଅର ମାଆ ଥାନାରେ ଏନେଇ ଲିଖିତ ଭାବରେ ଅଭିଯୋଗ କରିଛନ୍ତି। ଘଟଣା ଅନୁସାରେ ସ୍ବାମୀ ପ୍ରଶାନ୍ତ ସବୁବେଳେ ସ୍ତ୍ରୀ ଉପରକୁ ହାତ ଉଠାଉ ଥିଲେ। ଟିକେ ଟିକେ କଥାରେ ମାଡ଼ ମାରି ନିର୍ଯାତନା ଦେଉଥିଲା। ଶେଷରେ ସ୍ତ୍ରୀ କୁ ପିଟି ପିଟି ଘରୁ ମଧ୍ୟ ବାହାର କରି ଦେଇଥିଲା। ଘରେ ତାଙ୍କର ଏକ ୧୬ ବର୍ଷୀୟ ଝିଅ ରହୁଥିଲା।

ପ୍ରଶାନ୍ତ ନିଜେ ନିଜ ଝିଅକୁ ସମ୍ପର୍କ ରଖିବାକୁ ବାଧ୍ୟ ମଧ୍ୟ କରୁଥିଲା।ହେଲେ ଝିଅ ମନା କରିବାରୁ ବାପା ଝିଅକୁ ମାଡ଼ ମାରିବାରେ ଲାଗିଥିଲା। ମାଡ଼ ମାରି ମାରି ନିଜର ୧୬ ବର୍ଷୀୟ ନାବାଳିକା ଝିଅକୁ ଘର ଭିତରେ ହିଁ ଦୁ-ଷ୍କ-ର୍ମ କରି ଦେଇଥିଲା। ଯାହାକୁ ସ୍ତ୍ରୀ ପଦ୍ମାବତୀ ଜାଣି ପାରି ବିଞ୍ଝାରପୁର ଥାନାରେ ଏକ ଲିଖିତ ଭାବରେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Leave a Comment