ଟାଟୁ ପାଇଁ ହୋଇଗଲା ସାଙ୍ଘାତିକ ରୋଗ। ରାସ୍ତା କଡରେ ଟାଟୁ କରିବା ପଡ଼ିଲା ମହଙ୍ଗା। ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ଏକା ସହ ଘାଣ୍ଟି ହୋଇଥିଲେ ୬୮ ଜଣ ମହିଳା। ଟାଟୁ କରିବା ଆଜିକାଲି ଦିନରେ ଏକ ଟ୍ରେଣ୍ଡ ପାଲଟି ଗଲାଣି। ଗୋଡ଼ ହାତ ପିଠି ସବୁଠାରେ କରୁଛନ୍ତି ଭଳିକି ଭଳି ଟାଟୁ। ହେଲେ ଏବେ ତାହା ଲୋକ ମାନଙ୍କ ପାଇଁ କାଳ ପାଲଟି ଯାଇଛି। ଟାଟୁ ପାଇଁ ଏବେ ହୋଇ ଯାଇଛି ସାଙ୍ଘାତିକ ରୋଗ।ଜଣେ କି ଦୁଇଜଣ ନୁହେଁ ଏକାଥରେ ଶିକାର ହେଲେ ୬୮ ଜଣ ମହିଳା। ଟାଟୁ କରି ଏଯାଏଁ ମଧ୍ୟ ସଂକ୍ରମଣ ର ଶିକାର ହେବାରେ ଲାଗିଛନ୍ତି ମହିଳା ମାନେ।
ଏଭଳି ଏକ ଘଟଣା ଏବେ ସାମ୍ନା କୁ ଆସିଛି ଗାଜିଆବାଦ ରୁ।ଗାଜିଆବାଦ ରୁ ୬୮ ଜଣ ମହିଳା HIV ସଂକ୍ରମିତ ହେବାର ଖବର ମିଳିବା ପରେ ସ୍ବାସ୍ଥ୍ୟ ବିଭାଗରେ ଏବେ ଚାଞ୍ଚଲ୍ୟ ଖେଳି ଯାଇଛି। ସଂକ୍ରମିତ ମହିଳାଙ୍କ ମଧ୍ୟରେ ଅନେକ ଗ-ର୍ଭ-ବ-ତୀ ଥିବା ମଧ୍ୟ ଜଣା ପଡ଼ିଛି।ମହିଳାଙ୍କ ସଂକ୍ରମଣ ର କାରଣ ଟାଟୁ କରିବା ବୋଲି ମଧ୍ୟ ଏହା ଜଣା ପଡ଼ିଛି।HIV କୁ ରୋକିବାକୁ ଚେଷ୍ଟା କରାଯାଉ ଥିବା ବେଳେ ଟାଟୁ ସମୟରେ ହେଉଥିବା ଦାୟିତ୍ବହୀନତା ଯୋଗୁଁ ଅନେକ ମହିଳା HIV ର ଶିକାର ହେଉଛନ୍ତି। ସେଥିପାଇଁ ଏବେ ଗାଜିଆବାଦ ରେ ଟାଟୁ କରିବା ସମୟରେ ଏହି ରୋଗ ବ୍ୟାପିବାର ଖବର ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।
ମହିଳା ହସ୍ପିଟାଲ ରେ ଏଭଳି ଚଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି।ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ଏହି ସମ୍ପର୍କରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆଉ ଏହି ଖବର ସମ୍ପର୍କରେ ସୋସିଆଲ ମିଡ଼ିଆ ରେ ଅନେକ ଖବର ମଧ୍ୟ ପ୍ରସାରିତ ହେବାରେ ଲାଗିଛି। ଯାହାକୁ ନେଇ ଲୋକମାନେ ନିଜ ନିଜର ମତାମତ ମଧ୍ୟ ଦେଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ ଏହା ଆପଣ ଆମକୁ ନିଶ୍ଚିତ ଭାବରେ ଜଣାଇବେ।