Suprime Court ଆରମ୍ଭ କଲା ନୂଆ ନିୟମ ଝିଅ ଯୌତୁକ ଆଣିଲେ ମିଳିବ ଏହି ଦଣ୍ଡ ଜାଣନ୍ତୁ କଣ

ଯୌତୁକ ପାଇଁ ସୁପ୍ରମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି।ଘର କରିବା ପାଇଁ ଟଙ୍କା ମାଗିବା ଅପରାଧ ବୋଲି କୁହାଯିବ।ବର୍ତ୍ତମାନ ସମୟରେ ଯୌତୁକ ବ୍ୟାକ୍ ଅପ୍ ହେବା ଉଚିତ୍।

ଏଥିପାଇଁ କନ୍ୟା ଘରୁ ଆସିଥିବା ସମସ୍ତ ଜିନିଷ ତଥା ଦାବି କରାଯାଉଥିବା ଜିନିଷ କୁ ଯୌତୁକ ଭାବରେ ପରିଗଣିତ କରାଯିବ।ଜମି ,ବାଡ଼ି ସମ୍ପତି, ସୁନା, ରୂପା,ଘର ନିର୍ମାଣ ପାଇଁ ଟଙ୍କା ଦାବି ସବୁକିଛି ଯୌତୁକ ଜନିତ ଅପରାଧ ବୋଲି କୁହାଯିବ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏସ ଏନ୍ ଭୂପାନ୍ ଓ ଜଷ୍ଟିସ ହିମା କୋହୋଲି ଙ୍କୁ ନେଇ ଗଠିତ ଏକ ବେଞ୍ଚ ଏହି ରାୟ ଶୁଣାଇଛନ୍ତି।

ଆଇପିଶି ଧାରା ୩୦୪ ବି ଓ ଆ-ତ୍ମ-ହ-ତ୍ୟା ପାଇଁ କହୁଥିବା ଅପରାଧରେ ଅନ୍ତର୍ଭୁକ୍ତ ହେବ ବୋଲି ଉଚ୍ଚ ନ୍ୟାୟାଳୟ ନିର୍ଦ୍ଧେଶ ଦେଇଛନ୍ତି।ଜଣେ ମହିଳାଙ୍କ ଠାରୁ ଘରୋଇ ନିର୍ମାଣ ପାଇଁ ଅଭିଯୁକ୍ତ ସ୍ବାମୀ ଓ ଶଶୁର ଟଙ୍କା ଦାବି କରିଥିଲେ।

କିନ୍ତୁ ମହିଳାଙ୍କ ପରିବାର ଲୋକମାନେ ଟଙ୍କା ଦେଇପାରିନଥିଲେ।ଶଶୁର ଘରେ ମହିଳାଙ୍କୁ ମା-ନ-ସି-କ ଓ ଶା-ରି-ରୀ-କ ନି-ର୍ଯା-ତ-ନା ଦେଉଥିଲେ।

ସେଥିପାଇଁ ସେ ଆ-ତ୍ମ-ହ-ତ୍ୟା କରିଥିଲେ।ମଧ୍ୟପ୍ରଦେଶ ହାଇକୋର୍ଟରେ କହିଥିଲେ ଗୃହ ନିର୍ମାଣ ପାଇଁ ଯୌତୁକ ଦାବି କରିବା ଗ୍ରହଣ କରାଯିବ ନାହିଁ।କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଥିଲେ।

Leave a Comment

Your email address will not be published. Required fields are marked *

Scroll to Top