ବିବାଦ ରେ Sura Rautray କ-ରୋନା ପଜେଟିଭ ହୋଇ ଖୁଲମ ଖୁଲା ବୁଲିବା ପଡିଲା ମହଙ୍ଗା ଶେଷରେ ଲୋକ ଆକ୍ଷେପ କରି କହିଲେ ଏମିତି

ବନ୍ଧୁଗଣ ସୁର ରାଉତରାୟ ହେଉଛନ୍ତି ଓଡ଼ିଶାର ଜଣେ ଲୋକପ୍ରିୟ କଂଗ୍ରେସ ନେତା l ସୁର ରାଉତରାୟ ତାଙ୍କ ରୋକ ଠୋକ କଥାକୁ ନେଇ ସବୁବେଳେ ବାସ୍ତବ ଜୀବନରେ ଏବଂ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି l

ଓଡ଼ିଶାରେ ସମସ୍ତେ ତାଙ୍କୁ ପସନ୍ଦ କରୁଥିବା ବେଳେ ଧୀରେ ଧୀରେ ତାଙ୍କ ଲୋକପ୍ରିୟତା ବଢ଼ି ଯାଇଥିଲା l ସବୁବେଳେ ମୁଁହରେ କୁହନ୍ତି ସୁର ବାବୁ ଏ କଥା ଅନେକ ଜଣଙ୍କ ମୁଁହରେ ଦେଖିବାକୁ ବା ଶୁଣିବାକୁ ମିଳିଥାଏ l

ତେବେ ବର୍ତ୍ତମାନ ସୁର ରାଉତରାୟ ଙ୍କୁ ନେଇ ଏକ ଦୁଃଖ ଖବର ଆସିଥିଲା ଯାହାକି ସେ ବର୍ତ୍ତମାନ କ-ରୋନା ରେ ଆକ୍ରାନ୍ତ ହୋଇଛନ୍ତି ଏବଂ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି l କିନ୍ତୁ ସୁର ରାଉତରାୟ କ-ରୋନା ନିୟମ ଭାଙ୍ଗି ଖୁଲମ ଖୁଲା ବୁଲିବାର ଅଭିଯୋଗ ଆଣିଛନ୍ତି କିଛି ବ୍ୟକ୍ତି l

ସୁର ରାଉତରାୟ କ-ରୋନା ପଜେଟିଭ ହୋଇ ମଧ୍ୟ ମାସ୍କ ପିନ୍ଧି ନଥିଲେ ବୋଲି ତାଙ୍କ ପ୍ରତି ସୋସିଆଲ ମିଡିଆରେ ଅଭିଯୋଗ ହୋଇଥିଲା l ଏବଂ ସେ ଏହି ନିୟମ ଭାଙ୍ଗି ଠିକ କରିନାହାନ୍ତି ବୋଲି କହିଥିଲେ କିଛି ଜନ ସାଧାରଣ l

ଏହିକଥା ସୁର ରାଉତରାୟ ଙ୍କୁ ମଧ୍ୟ ସେହି ପ୍ରଶ୍ନ ପଚରା ଯାଇଥିଲା ଯାହାର ପ୍ରତି ବଦଳରେ ସୁର କହିଥିଲେ ଜେ :- ସେ କାହା ସଂସ୍ପର୍ଶ ରେ ଆସୁ ନାହାନ୍ତି ସମସ୍ତଙ୍କ ଠୁ ଦୁରେଇ ରହୁଛନ୍ତି l ତାଙ୍କ ସ୍ତ୍ରୀ କୁ କ-ରୋନା ହୋଇଛି ମଧ୍ୟ ବୋଲି କହିଥିଲେ ସୁର ବାବୁ l

ତେବେ ଏହି କ୍ଷେତ୍ରରେ ସୁର ବାବୁଙ୍କ ଏହିସବୁ ଭୁଲ ପାଇଁ ଅଳ୍ପ କିଛି ଲୋକେ ସୋସିଆଲ ମିଡିଆରେ ପ୍ରଶ୍ନ କରିଥିଲେ ଏବଂ ଅନେକ ଲୋକ ସୁର ରାଉତରାୟ ଙ୍କୁ ଖୋଲା ହୃଦୟ ବ୍ୟକ୍ତି କହି ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ କାମନା କରିଥିଲେ l

Leave a Comment

Your email address will not be published. Required fields are marked *

Scroll to Top