ଜମା ସ୍ବାମୀ ଦରକାର୍ ନାଇ… ଚାକିରୀ ହେଲେ ସବୁ ହେଲା..

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ଅନେକ ଖବର ପାଇପାରିବେ । ଏବେ କାର୍ତ୍ତିକ ମାସ ଚାଲିଛି । ଆଉ କାର୍ତ୍ତିକ ପୂର୍ଣ୍ଣିମା ଦିନ ଲୋକମାନେ ଡଙ୍ଗା ଭସାଇବାକୁ ଯାଇଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ କୌଣସି ଏକ ସ୍ଥାନରେ ଏହି ପର୍ବ ପାଳନ ହେଉଥିବାର ଜାଣିବା ସହ ଆଜିକାଲି ଯୁବପିଢୀଙ୍କ ଭିତରେ ଏହାକୁ ନେଇ କଣ ସବୁ ଭାବନା ଥାଏ ତାହା ଜାଣିପାରିବେ ।ସେଠାକୁ ଜଣେ ରିପୋର୍ଟର ଯାଇ ଏହି ବିଷୟରେ ପଚାରିଛନ୍ତି ।

ଏହି ଯୁବତୀ ଜଣକ କୋଚିଙ୍ଗ ନେଉଛନ୍ତି । ସେମାନେ ହଷ୍ଟେଲରେ ରହୁଛନ୍ତି । ଏହି ଯୁବତୀ ଜଣକ ଜୟଦେବ ବିହାରରୁ ଆସିଛନ୍ତି । ସକାଳୁ ସକାଳୁ ଉଠି ଆସିବା ଆଉ ଡଙ୍ଗା ଭସାଇବା ଆଜିର କାମ । ଏହି ଯୁବତୀ ଜଣକ ୪ଟା ବେଳେ ଉଠି ନିଜର ନିତ୍ୟକର୍ମ ସାରି ସଜବାଜ ହୋଇ ଡଙ୍ଗା ଭସାଇବାକୁ ଆସିଛନ୍ତି ବୋଲି କହିଛନ୍ତି । ଏହି ରିପୋର୍ଟର ଜଣକ ଅନେକ ପ୍ରଶ୍ନ ପଚାରିଛନ୍ତି ଆଉ ତାଙ୍କ ସହିତ ଅନେକ କିଛି କଥା ହୋଇଛନ୍ତି ଯାହା ଏହି ଭିଡିଓରେ ଜଣାପଡିଛି । ଏହି ଯୁବତୀ ଜଣକ କାର୍ତ୍ତିକ ମାସରେ ଆମିଷ ଖାଉ ନଥିଲେ ଆଉ ତାଙ୍କର ଅନେକ ସାଙ୍ଗ ମଧ୍ୟ ଆମିଷ ଖାଆନ୍ତି ନାହିଁ । ରିପୋର୍ଟର ଜଣକ ତାଙ୍କୁ ପଚାରିଥିଲେ କି ସେ ଭଗବାନଙ୍କୁ କଣ ମାଗିଲେ ।

ଆଉ ଏହି କଥା ଶୁଣି ସେ କହିଥିଲେ ଅର୍ଥାତ୍ ଛାତ୍ରୀ ଜଣକ କହିଛନ୍ତି ସେ ଚାକିରୀ କରିବାକୁ ଭଗବାନଙ୍କୁ ଡାକିଲେ । ଏହାପରେ ରିପୋର୍ଟର ଜଣକ କହିଥିଲେ ସ୍ଵାମୀ ଦରକାର ନାହିଁ । ଏହି ପ୍ରଶ୍ନର ଉତ୍ତର ଶୁଣି ଯୁବତୀ ଜଣକ କହିଛନ୍ତି । ସ୍ଵାମୀ ଦରବାର ନାହିଁ ଚାକିରୀ ଦରକାର । ଆଉ ଚାକିରୀ କରିଲେ ସ୍ଵାମୀ ଆପେ ଆପେ ଆସିବେ । ଏବେ ସେ ଠିକ୍ ଅଛନ୍ତି ଆଉ ତାଙ୍କର ସ୍ଵାମୀ ଦରକାର ନାହିଁ । ସେ ଆଇପିଏସ ହେବାକୁ ଚାହୁଁଛନ୍ତି । ଆଉ ସେଥିପାଇଁ ସେ କୋଚିଙ୍ଗ ନେଉଛନ୍ତି । ସେ ଚାକିରୀ କରିଲେ ପ୍ରଥମେ ଏହି ଗାଡ଼ି ସବୁ ଅଟକାଇବେ । ଆଉ ଗାଡ଼ି ରାସ୍ତାରେ ବୁଲୁଛି ଏହାକୁ ସେ ଅଟକାଇବେ ବୋଲି କହିଛନ୍ତି । ଏଭଳି ଅନେକ କଥା ଆଉ ନିଜ ସ୍ବପ୍ନ ବିଷୟରେ ଅନେକ କଥା ଏହି ଯୁବତୀ ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି । ଏହି ଭିଡିଓ ଏବେ ଚର୍ଚ୍ଚାକୁ ଆସିଛି ।

Leave a Comment