ଆଉ ଗୋଟେ ଝିଅ ନେଇ ପଳେଇଲା ଏବେ ବିଷ ମେଡ଼ିସିନ ଦେଇ ମୋ ଗର୍ଭ ନଷ୍ଟ କଲା

ଏବେ ଜଣେ ମହିଳା ଏଭଳି କିଛି ଅଭିଯୋଗ ଆଣିଛନ୍ତି ଯାହାକୁ ଶୁଣିବା ପରେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ସେ କହିଥିଲେ କି ତେର ବର୍ଷ ଧରି ଜଣେ ବ୍ୟକ୍ତି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଦୁଇ ଦୁଇଥର ତାଙ୍କୁ ଖାଇବାରେ ବିଷ ଦେଇ ତାଙ୍କ ପେଟରେ ଥିବା ପିଲାକୁ ମାରି ଦେଇଛନ୍ତି ମଧ୍ଯ। ଏତେ ସବୁ ପରେ ମଧ୍ୟ ମହିଳାଙ୍କ ସ୍ଵାମୀ ଆଜି ଆଉ ଏକ ଝିଅକୁ ଧରି ଫେରାର ହୋଇ ଯାଇଛି।ସ୍ତ୍ରୀ ଏମିତି କିଛି କହୁଛି ଆଉ ପ୍ରମିଳା ମାଆକୁ ସାଙ୍ଗରେ ଧରି ସ୍ବାମୀ ଘର ଆଗରେ ଧାରଣା ଦେଇଛି। ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ଦୀର୍ଘ ତେର ବର୍ଷ ହେବ ରହିଥିଲା ଏହି ପ୍ରେମ ସମ୍ପର୍କ।

ତେର ମିନିଟ ଲାଗି ନଥିଲା ସବୁକିଛି ଯେମିତି ସବୁ ଭାଙ୍ଗି ରାଜି ଶେଷ ହୋଇ ଯାଇଥିଲା। ଯୁବତୀ ଜଣକ ନାମ ହେଉଛି ଭାରତୀ ସାହୁ। ସେ ଦୀର୍ଘ ତେର ବର୍ଷ ହେବ କରମଚାନ୍ଦ ନାମକ ଜଣେ ବ୍ୟକ୍ତି ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ।ଏବେ ସେହି ସ୍ତ୍ରୀ ମଧ୍ଯ ଥାଉ ଥାଉ ତାଙ୍କର ସ୍ବାମୀ କିନ୍ତୁ ଗାଁ ପାଖ ଆଉଏକ ଝିଅକୁ ନେଇ ସେଠାରୁ ଫେରାର ହୋଇ ଯାଇଛନ୍ତି। ଏହାକୁ ଶୁଣିବା ପରେ ପ୍ରଥମ ସ୍ତ୍ରୀ ଭାରତୀ ସ୍ବାମୀ ଘର ଆଗରେ ଧାରଣା ଦେଇ ବସିଛନ୍ତି। ମହିଳା ଜଣକ ତାଙ୍କର ସ୍ଵାମୀଙ୍କ ନାମ କରମଚାନ୍ଦ ସାହୁ ବୋଲି କହିଥିଲେ।

ଏଭଳି କି ତାଙ୍କର ବାହାଘର ମନ୍ଦିରରେ ମଧ୍ୟ ହୋଇଥିଲା ବୋଲି କହିଥିଲେ। ଏଭଳି କି ଘର ତିଆରି ପାଇଁ ସେ ମହିଳାଙ୍କ ନିକଟରୁ ଛଅ ଲକ୍ଷ ଟଙ୍କା ନେଇଛନ୍ତି।ଏଭଳି କିଛି ସଙ୍ଗୀନ ଅଭିଯୋଗ ମହିଳା ଜଣକ ତାଙ୍କର ସ୍ଵାମୀଙ୍କ ନାମରେ ଆଣିଛନ୍ତି। ଆଉ ଏବେ ପ୍ରମିଳା ମାଆଙ୍କ ସହ ତାଙ୍କ ଘର ଆଗରେ ଧାରଣା ମଧ୍ୟ ଦେଇ ବସିଛନ୍ତି। ତେବେ ଏହି ଘଟଣା ସମ୍ପର୍କରେ ଶୁଣି ସାରିବା ପରେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ। ଆପଣଙ୍କ ମତାମତ ନିଶ୍ଚିତ ଭାବରେ ଆମକୁ ଜଣାଇବାକୁ ଅନୁରୋଧ।

Leave a Comment