ଚଉଠି ରାତିରେ କାହିଁକି ସ୍ବାମୀକୁ ମାଡିବସି ସ୍ତ୍ରୀ କ୍ଷୀରରେ ବିଷ ମିଶାଇ ପିଆଇଦେଲା…?

ସବୁଦିନ ରାତି ହେଲେ ସ୍ୱାମୀକୁ କ୍ଷୀର ରେ ପୋକମରା ମେଡିସିନ ମିଶାଇ ପିଇବା କୁ ଦେଉଥିଲା ସ୍ତ୍ରୀ। ଦୁଇଜଣ ସ୍ବାମୀ ସ୍ତ୍ରୀ ଭଲ ପାଇ ବିବାହ କରିଥିଲେ। ହେଲେ ସ୍ତ୍ରୀ କାହିଁକି କେଜାଣି ନିଜ ହାତରେ ନିଜ ସିନ୍ଦୂର କୁ ପୋଛିବାକୁ ଯାଉଥିଲା। ଆଉ ଚତୁର୍ଥୀ ରାତିକୁ ସ୍ୱାମୀକୁ ବିଷ ଦେଇ ମାରିବାକୁ ବସିଥିଲା। ହେଲେ ଆଜି ସ୍ତ୍ରୀ ର ସବୁ ସତ ପୋଲିସ ହାତରେ ଧରାପଡ଼ି ଯାଇଛି। ଏହି କାହାଣୀ ହେଉଛି ଗୋଟେ ଭଲ ପାଇବାର କାହାଣୀ।ଦୁଇଟି ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀ କିଛି ଏଭଳି ଥିଲା। ପ୍ରେମିକା ଜଣକ ନାମ ହେଉଛି ଗ୍ରିଷ୍ମା। ଯିଏକି ଭଲ ପାଇବାକୁ ଯାଇ ଏହି ଯୁବକଙ୍କୁ ଭଲ ପାଇ ବସିଥିଲା।

ହେଲେ କାହାଣୀର ଶେଷରେ ନିଜର ପ୍ରେମିକର ହିଁ ହ-ତ୍ୟା-କା-ରୀ ସାଜି ଯାଇଥିଲା। ପ୍ରେମିକର ନାମ ଥିଲା ସରୁନ। ଯିଏକି ନିଜ ପ୍ରେମିକା କୁ ବିବାହ କରିଥିଲା। ହେଲେ ନିଜ ସ୍ତ୍ରୀ ହାତରୁ ଏମିତି ବିଷ ମିଶା କ୍ଷୀର ପିଇବ ବୋଲି ସେ ସ୍ୱପ୍ନରେ ମଧ୍ୟ ଭାବି ନଥିଲା।ସରୁନ ଏବଂ ଗ୍ରିଷ୍ମା ର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ଯେଉଁ ଦିନ ଗ୍ରିଷ୍ମା ଘର ଲୋକେ ତାର ଜାତକ କୁ ନେଇ ଜ୍ୟୋତିଷଙ୍କୁ ଦେଖାଇ ଥିଲେ। ଜ୍ୟୋତିଷ କହିଥିଲେ କି ଗ୍ରିଷ୍ମା ର ପ୍ରଥମ ସ୍ବାମୀ ଖୁବ ଶୀଘ୍ର ମରିଯିବେ ବୋଲି। ଯାହାକୁ ନେଇ ଗ୍ରିଷ୍ମା କଣ ଭାବିଥିଲା କେଜାଣି ପ୍ରଥମେ ସରୁନ୍ ନାମକ ଏକ ଯୁବକକୁ ନିଜ ଜୀବନକୁ ଆଣିଥିଲା।

ଦୁହେଁ ଦୁହିଁକୁ ଭଲ ପାଇ ବସିଥିଲେ। କିଏ କାହାକୁ ଛାଡ଼ି ଗୋଟେ ମୁହୂର୍ତ୍ତ ମଧ୍ୟ ରହିପାରୁ ନଥିଲେ।ହେଲେ ପ୍ରେମିକାର ଏହାରି ମଧ୍ୟରେ ପ୍ଳାନିଂ ଥିଲା। ସବୁବେଳେ ସରୁନ କୁ ଗ୍ରିଷ୍ମା ଖାଦ୍ୟରେ ସ୍ଲୋ ପଇଜନ୍ ମିଶାଇ ଖାଇବାକୁ ଦେଉଥିଲା। କାରଣ ସରୁନ କୁ ସେ ପ୍ରଥମ ସ୍ବାମୀ କରି ସାରିଥିଲା ଆଉ ଏବେ ତାକୁ ମାରି ତାର ଦ୍ଵିତୀୟ ସ୍ବାମୀ କରିବାକୁ ଯାଉଥିଲା। ସେଥିପାଇଁ ସରୁନ କୁ ମାରି ଦେଇଥିଲା। ଆଉ ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିବାରୁ ଏହି ଘଟଣା ସମ୍ପର୍କରେ ସବୁ ସତ ଜଣା ପଡିଥିଲା।

Leave a Comment