ତାଲିବାନ ବିରୋଧ ରେ ପ୍ରତିବାଦ କରୁଥିବା ସାଧାରଣ ଜନତାଙ୍କୁ ତାଲିବାନ ଗୋଡେଇ ଗୋଡେଇ କଲା ଗୁ-ଳି, ଆଫଗାନିସ୍ତାନ ରେ ପରିସ୍ଥିତି ମାରାତ୍ମକ

ପୂର୍ବ ଜଲାଲାବାଦରେ ତାଲିବାନ ଦ୍ୱାରା ଆଫଗାନିସ୍ତାନ ପତାକା ହଟାଇବାକୁ ବିରୋଧ କରି ଗୁଳି ବିନିମୟ ହେବା ପରେ ଅତି କମରେ ତିନି ଜଣଙ୍କର ମୃ-ତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିଲେ।

ପ୍ରତିବାଦୀ ମାନେ ତାଲିବାନ୍ ପତାକା ହଟାଇ ନିଜ ଦେଶ ର ପତାକା ଲଗାଇଥିଲେ ଆଉ ତାଲିବାନ୍ ଚାଲିଯାଅ ବୋଲି ନାରା ଦେଇଥିଲେ, ତାଲିବାନି ଶାସନ କୁ ଆମେ ସ୍ବାଗତ କରୁନାହୁ , ଆମ ଦେଶ ସ୍ବାଧୀନ,ଆମେ କାହା କୁ ଡରି ବଞ୍ଚିପାରିବୁ ନାହିଁ, ଆମର ସ୍ଵାଧୀନତା ଆଉ ଆମ ଲୋକ ତନ୍ତ୍ର ର ଗଳା ରୋଧ କେହି କରିପାରିବେନି ଏଇ କିଛି କଥା କହି କହି ଆଫଗାନସ୍ତାନ ର ସାଧାରଣ ଜନତା ରାସ୍ତା କୁ ଓହ୍ଲାଇଥିଲେ

ବଡ଼ ବଡ଼ ଭାଷଣ ମାରି ନାଗରିକ ଙ୍କ ରକ୍ଷା ଆଉ ଦେଶ ର ସୁରକ୍ଷା ବିଷୟ ରେ  କହୁଥିବା ତାଲିବାନ୍ କିନ୍ତୁ ଏଇ ପ୍ରତିବାଦ କୁ ସହି ନ ପାରି ଆଖି ବୁଝା ଗୁ-ଳି ଚଳାଇଥିଲା, ଯେଉଁଥିରେ ବହୁତ୍ ଲୋକ ଆହତ ହବା ସହ ୩ ଜଣ ମୃ-ତ୍ୟୁ ବ-ର-ଣ କରିଥିଲେ

ତେବେ ଏତିକି ରେ ସେ ଶାନ୍ତ ହେଇନି, ତାଲିବାନ ର ମୁଖ୍ୟ କହିଛି କି ସବୁ ଙ୍କୁ ଖୋଜ ଆଉ ଗୁଳି କର, ତାର ନିର୍ଦେଶ ରେ ଘର ଘର ଖୋଜି ଆତଙ୍କବାଦୀ ମାନେ ପ୍ରତିବାଦକାରୀ ଙ୍କୁ ଖୋଜୁଛନ୍ତି,

ଆମେରିକା କହୁଛ ଆମେ କୌଣସି ମାମଲା ରେ ମୁଣ୍ଡ ପୁରାଇବୁନି, ଆଉ ଆମର ସେନ୍ୟ ଆମର ଲୋକ ଙ୍କୁ ସୁରକ୍ଷା ଦେଇପାରିବୁ, ଆମେ ଆଫଗାନିସ୍ତାନ କଥା ଜାଣିନୁ

ସତରେ, ଭାରତ ର ବ୍ରିଟିଶ ରାଜ ପରି ଆଫଗାନ ରେ ଏବେ ତାଳିବାନ ରାଜ ଆରମ୍ଭ ହେଇଛ

Leave a Comment