୧୫ ରୁ ୨୫ ବର୍ଷୀୟ ଝିଅ ଙ୍କୁ ଉଠେଇବା ଆରମ୍ଭ କଲା ଆଫଗାନିସ୍ତାନ ରେ ରାଜ କରୁଥିବା ତାଲିବାନ, ଆରମ୍ଭ ହେଲା ସେଇ ହିଟଲର ଶାସନ

ଆଫଗାନିସ୍ତାନ ଏବେ ଆତଙ୍କ ସ୍ଥାନ ରେ ପରିଣତ ହେଇଛ, ରାଷ୍ଟ୍ରପତି ଘାନି ଦେଶ ଛାଡି ପଳାୟନ ପରେ ଯେପରି ପରିସ୍ଥିତି ଅଣାୟତ୍ତ ହେଇ ପଡ଼ିଛି, ତାଲିବାନ୍ ର କ୍ରୁର ଶାସନ ବିଗତ ୨୦ ବର୍ଷ ପୂର୍ବେ ଥିଲା ହେଲେ ଏବେ ସେ ପୁଣି ସରକାର କୁ ଆସି ଯାଇଛି

ଅଗଷ୍ଟ ୧୫ ତାରିଖ ଦିନ ଆଫଗାନ ରାଜଧାନୀ କାବୁଲ କୁ ସଦଳବଳେ ତାଲିବାନ୍ ନିଜ ଅକ୍ତିଆର କୁ ନେଲା ପରେ ଏବେ ସେ ନିଜ ନିୟମ ଆଉ ନିଜ ସରକାର ଗଢିଛି, ତାଲିବାନ ମୁଖ୍ୟ ଯିଏ ସେ କହିଛି କି ଆମର ସାଧାରଣ ଜନତା ସହ କୌଣସି ମତଭେଦ କି ଝଗଡା ନାହିଁ କିନ୍ତୁ ହଁ ଯଦି ସେମାନେ ଆମର କରିଥିବା ନିୟମ ଭାଙ୍ଗିବେ ତାହାଲେ ନିୟମ ଅନୁସାରେ ଯାହା ବି ଦଣ୍ଡ ଦିଆ ଯିବା କଥା ତାଙ୍କୁ ଦିଆ ଯିବ

ତେବେ ୟା ଭିତରେ ତାଲିବାନ 15 ରୁ 25 ବୟସ ଭିତରେ ଝିଅ ଙ୍କ ତାଲିକା ପ୍ରସ୍ତୁତ କରିଛି ଯାହା ସେମାନଙ୍କୁ ସେ ବନ୍ଦୀ କରିବା ଯୋଜନା ରେ ଅଛି ତେବେ ସେ ଏମାନଙ୍କୁ ଯୌ-ନ ଦା-ସୀ ଭାବେ ବ୍ୟବହାର କରିବ

ମାନେ କି ତାଲିବାନ ଆତଙ୍କବାଦୀ ମାନେ ଏଇ ଝିଅ ଙ୍କୁ ଉପୋଭୋଗ କରିବେ ଆଉ ଶା-ରୀ-ରି-କ ନିର୍ଯାତନା ଦେଇ ହ-ତ୍ୟା କରିବେ, ଆଜକୁ ୨୦ ବର୍ଷ ଆଗରୁ ଯେମିତି ଶାସନ ଦେଖିଥିଲା ଆଫଗାନ ସେଇ କଳା ଦିନ ଯେମିତି ପୁଣି ଥରେ ଫେରି ଆସିଛି

 

ସମଗ୍ର ବିଶ୍ବ ଘାନୀ କୁ ଧିକ୍କାର କରୁଛ , ଏମିତି ଏକ ନେତା ଯିଏ ନିଜ ପରିବାର ସହ ପଳାୟନ କରିଚି କିନ୍ତୁ ଦେଶବାସୀ ଙ୍କ କଥା ଟିକେ ବି ଭାବିନି, ତାକୁ କିଛି ଲୋକ ନାମକ ହରମ୍ ବି କହୁଛନ୍ତି, ତେବେ ମାତ୍ର 2 ଦିନ ରେ ଆଫଗାନ ର ଅବସ୍ଥା ଶୋଚନୀୟ ହେଇ ସାରିଲାଣି

ତେବେ ଦେଖାଯାଉ ଭଗବାନ୍ ଆଗକୁ କଣ କରୁଛନ୍ତି…. ସେମାନଙ୍କ ପାଇଁ ଲେଖନ୍ତୁ ଜୟ ଜଗନ୍ନାଥ

Leave a Comment