ଶ୍ରୀରାମ ପଣ୍ଡା କେଉଁ ପରିସ୍ଥିତି ରେ ଓଲିଉଡ ରୁ ସନ୍ନ୍ୟାସ ନେଲେ ଆପଣ ଜାଣିଲେ ବି ଆଖିରୁ ଲୁହ ଆସିଯିବ…ପଢନ୍ତୁ

ଭଗବନ ଙ୍କ ଲୀଳା ବହୁତ୍ ବିଚିତ୍ର । କେତେବଳେ ସେ କାହାକୁ କେଉଁ ବାଟକୁ ନେଇଯିବେ କେବଳ ତାଙ୍କୁ ହିଁ ଜଣା । ଈଶ୍ୱର ଙ୍କ ଇଚ୍ଛା ବିନା ପତ୍ର ବି ହଲି ନ ଥାଏ । ସବୁ ସମୟ ରେ ବହୁତ ଜଣ ଆଧ୍ୟାତ୍ମିକ ମନୋଭାବ ରଖିଥାନ୍ତି ।

ସେମିତିଜଣେ ଓଲିଉଡ କଳାକାର ଯିଏ ନିଜେ ନିଜ କଳାକାର ଜୀବନ ଛାଡି ସନ୍ନ୍ୟାସ ଗ୍ରହଣ କରିଛନ୍ତି ।ଆସନ୍ତୁ ଜାଣିବା ସେଇ କଳାକାର ଙ୍କ ବିଷୟ ରେ ଯିଏ ଏବେ ଜଣେ ସନ୍ୟାସୀ ଭାବେ ଜୀବଯାପନ କରୁଛନ୍ତି ।

ଯାଯାବର ,ସିନ୍ଦୂର ବିନ୍ଦୁ, ସୁବର୍ଣ୍ଣ ସୀତା ,ମାନିନୀ ଆଦି ବହୁତ ସୁନ୍ଦର ଫିଲ୍ମସ ରେ ଅଭିନୟ କରିଥିବା ପ୍ରଥମ ମେଗାଷ୍ଟାର ହେଉଛନ୍ତି ଶ୍ରୀରାମ ପଣ୍ଡା। ଆପଣ ମାନେ ସମସ୍ତେ ତାଙ୍କୁ ଜାଣିଥିବେ ନିଶ୍ଚୟ ।

୧୯୫୪ ମସିହା ରେ କୋରାପୁଟ ରେ ଜନ୍ମ ଗ୍ରହଣ କରଥିଲେ । ଅଭିନୟ ନ ଶିଖି ମଧ୍ୟ ବହୁତ ସୁନ୍ଦର ଅଭିନୟ କରୁଥିଲେ ସେ । ୧୯୭୨ ରେ ସେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ସୁନ୍ଦର ଅଭିନୟ ରେ ସମସ୍ତେ ମନ୍ତ୍ର ମୁଗ୍ଧ ହେଉଥିଲେ । ସେ ତ୍ରିପୁରା ଙ୍କୁ ବିବାହ କରିଥିଲେ । ବହୁତ ସୁନ୍ଦର ଅଭିନୟ ପାଇଁ ସମସ୍ତେ ତାଙ୍କୁ ଜାଣନ୍ତି ।

ବୈବାହିକ ଜୀବନ ଓ ତାଙ୍କର ଜଣେ ପୁତ୍ର ଥିଲେ ମଧ୍ୟ । ସେ ଏବେ ସାଂସାରିକ ଜୀବନ ତ୍ୟାଗ କରି ସନ୍ୟାସୀ ଜୀବନ ଆପଣେଇ ନେଇଛନ୍ତି ।ସ୍ବାମୀ ନିରଞ୍ଜ ନନ୍ଦ ସ୍ବାମୀ ଙ୍କ ସଂସ୍ପର୍ଶରେ ଆସି ସେ ସନ୍ନ୍ୟାସ ଗ୍ରହଣ କରିଛନ୍ତି । ସେ ପରିବାର ପ୍ରତି ଠିକ୍ ଭାବେ ଦାୟିତ୍ଵ ନେଇ ନାହାନ୍ତି ବୋଲି କହନ୍ତି । ଏବେ ବି ସମସ୍ତଙ୍କ ନିମନ୍ତେ ସେ ଜଣେ ମେଗା ଷ୍ଟାରଙ୍କ ଭାବେ ରହି ଆସୁଛନ୍ତି କହିଲେ ଅତୁକ୍ତି ହେବ ନାହିଁ ।

Leave a Comment