ଗୁଆ ଘିଅ song ରେ ନାଚି ଧୁମ୍ ମଚେଇଲେ ଅଭିନେତ୍ରୀ ଇତି, ଆପଣ ବି ଦେଖିଲେ ଚମକି ପଡ଼ିବେ

ଆପଣମାନେ ଓଲିଉଡ ପ୍ରେମୀ ହୋଇଥିବେ ଯଦି ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିନ୍ଦୂର ର ଅଧିକାର ଧାରାବାହିକ କୁ ନିଶ୍ଚୟ ରୂପେ ଦେଖିଥିବେ।ସେଥିରେ ଇତି ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କୁ ଆପଣମାନେ ଜାଣିଥିବେ।ଇତି ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ର ପ୍ରକୃତ ନାମ ହେଉଛି ନିଲାଖି।

ସେ ପ୍ରଥମେ ଏହି ସିରିଏଲ ପାଇଁ ଇଣ୍ଟରଭିୟୂ ଦେଇଥିଲେ। ସିଲେକ୍ସନ୍ ହେବା ପରେ ଏହି ସିରିଏଲ୍ ରେ ଅଭିନୟ କରିଥିଲେ। ସେ ତାଙ୍କ ଅଭିନୟ ମାଧ୍ୟମରେ କିଛି ଦିନ ଭିତରେ ଦର୍ଶକ ମାନଙ୍କ ମନ କିଣି ନେଇ ସାରିଲେଣି।ସୋସିଆଲ ମିଡିଆରେ ତାଙ୍କୁ ବହୁତ ଭଲ ପାଇବା ମିଳୁଛି।

ତାଙ୍କର ସମସ୍ତ ଭିଡିଓ ମଧ୍ୟ ବହୁତ ସୁନ୍ଦର ହୋଇଥାଏ।ଏବଂ ଲୋକମାନଙ୍କୁ ଇତିଙ୍କ ର ଅଭିନୟ ଓ ରିଲ୍ ଗୁଡ଼ିଏ ପସନ୍ଦ ହୋଇଥାଏ।ବର୍ତମାନ ଗୁଅଘିଆ ଗୀତଟି ସୋସିଆଲ ମିଡିଆରେ ସମସ୍ତଙ୍କୁ ଏତେ ଭଲ ଲାଗିଛି ଯେ ସେହି ଗୀତରେ ସମସ୍ତେ ଭିଡିଓ କରି ପୋଷ୍ଟ କରୁଛନ୍ତି।

https://youtu.be/AlGem-6r_18

କଳାକାର ମାନେ ହୁଅନ୍ତୁ କି ଅନ୍ୟାନ୍ୟ ଲୋକମାନେ ହୁଅନ୍ତୁ ସେହି ଗୀତରେ ଇନଷ୍ଟାଗ୍ରାମ ରେ ରିଲ୍ ବନାଉଛନ୍ତି।ସେହିପରି ସିନ୍ଦୂର ର ଅଧିକାର ହିରୋଇନ୍ ଇତି ଏହି ଗୀତରେ ରିଲ୍ କରିଛନ୍ତି।ଇତି ଙ୍କ ସହିତ ହାସ୍ୟ ଅଭିନେତା ଗୁଡୁ ଓ ତାଙ୍କ ସ୍ତ୍ରୀ ମଧ୍ୟ ଗୁଆଘିଆ ଗୀତରେ ସୁନ୍ଦର ନାଚି ଭିଡିଓ କରିଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top