ଅରିନ୍ଦମ ଙ୍କ ମୃତ୍ୟୁ ର ୧୩ ଦିନ ପରେ ଆସିଲା ଖୁସି ଖବର, ଓଟିଭି ମୁଖ୍ୟ ଜାଗି ମାଡ଼ମ କହିଦେଲେ ଏମିତି କଥା ଯାହା ଆପଣ ଙ୍କୁ ବି ଖୁସି କରିଦେବ

ଆପଣ ମାନେ ତ ଜାଣିଥିବେ କି ୧୨ ଦିନ ଆଗରୁ ଅରିନ୍ଦମ ଙ୍କ ସହ ସୀତାରାମ ଙ୍କ ମୃତ୍ୟୁ ଅତ୍ୟନ୍ତ ଶୋଚନୀୟ ଭାବେ ହେଇଥିଲା , ମୁଣ୍ଡୁଲୀ ରେ ହେଇଥିବା ଏଇ ଦୁର୍ଘଟଣା ଆଜି ଯାଏଁ କାହା ମନରୁ ଲିଭିନି

ତେବେ ଓଟିଭି ତରଫରୁ ଅରିନ୍ଦମ ଙ୍କୁ ୨୦ ଲକ୍ଷ ଟଙ୍କା ଦିଆଯିବା ସହ ପୁରା ପରିବାର ର ଦାୟିତ୍ଵ ଓଟିଭି ନେବ ବୋଲି ଆଗରୁ ଓଟିଭି ର ମୁଖ୍ୟ ଜାଗି ପଟ୍ଟନାୟକ କହିସାରିଥିଲେ ହେଲେ ଏବେ ସେ ଆଉ ଏକ ଘୋଷଣା କରିଛନ୍ତି ଯାହା ତାଙ୍କ ପରିବାର ସହ ସମସ୍ତକୁ ଖୁସି ଦେବ

ନିଜ ଜୀବନକୁ ବାଜି ଲଗାଇ ଅରବିନ୍ଦ ସମ୍ବାଦ ପରିବେଷଣ କରୁଥିଲେ, ଝଡ଼ ଆସୁ ବାତ୍ୟା ଆସୁ ଯାହା ବି ଆସିଲେ ସେ ଖାତିର ନ କରି କେମିତି ଖବର ସଂଗ୍ରହ ହେବ ସେ ନେଇ ସବୁ ବେଳେ ଚିନ୍ତିତ ରହୁଥିଲେ ସେଥିପାଇଁ ତ ସେ ସବୁ ସାମ୍ବାଦିକ ଙ୍କ ଠୁ ନିଆରା ଥିଲେ

ଏହା ସହିତ ତାଙ୍କୁ ଅନେକ ଲୋକ ପସନ୍ଦ ମଧ୍ୟ କରନ୍ତି।ଏହା ସହିତ ଏହି ସାମ୍ବାଦିକଙ୍କ ସ୍ମୃତିରେ ବର୍ତ୍ତମାନ ତାଙ୍କ ପାଇଁ ଏକ ବୃତ୍ତିର ଆରମ୍ଭ କରାଯାଇଛି  , ଏହି  ବୃତ୍ତି ରେ  ଯେଉଁଥିରେ ପିଲାମାନେ ସାମ୍ବାଦିକ ହେବା ପାଇଁ ଆବଶ୍ୟକ ହେଉଥିବା ପାଠକୁ ପଢି ପାରିବେ ,ତାହା ପୁରା ମାଗଣା ରେ।ଏହା ଏହି ବିଶିଷ୍ଟ ସାମ୍ବାଦିକଙ୍କ ସ୍ମୃତିରେ ଆରମ୍ଭ କରା ଯାଇଛି।

ଏଇ ନିଆରା ପଦକ୍ଷେପ କୁ ସର୍ବଲୋକ ରେ ପ୍ରଶଂସା କର ଯାଉଚି ଆଉ ଏହା ସହ ଅରିନ୍ଦମ ଙ୍କ ନାଆଁ ଚିର ଆମର ହେଇ ରହିଯିବ ବୋଲି ଚର୍ଚ୍ଚା ହେଉଛି

Leave a Comment

Your email address will not be published. Required fields are marked *

Scroll to Top