Tapaswini ଆଉ sumit ମାମଲା ଏବେ ସଙ୍ଗୀନ

ତପସ୍ୱିନୀ ଦୋଷୀ ନହେଲେ ସୁମିତ ଦୋଷୀ।ଜଣେ ସ୍ତ୍ରୀ ଲୋକଟି ମାସେ ହେଲାଣି ବାହାରେ ବସୁଛନ୍ତି,ରୋଷେଇ କରୁଛନ୍ତି ସେଥିପାଇଁ ଲୋକମାନେ ତାଙ୍କୁ ନ୍ୟାୟ ଦେବା ପାଇଁ ବାହାରିଲେଣି।ସେମିତି ସୁମିତ ର ପରିବାର ଲୋକ ଅଛନ୍ତି।ତାଙ୍କର ବଡ଼ ଘର। ତପଶ୍ୱନି କୁ କୁହନ୍ତେ ଘରକୁ ଆସ ବସିକି ସବୁ ସମାଧାନ କରିବା।

ସୁମିତ୍ ଯଦି ଭାବୁଥିବେ ସେ ତାଙ୍କୁ ବାହା ହୋଇ ଖୁସିରେ ରହୁନାହାନ୍ତି।କିନ୍ତୁ ଜଣଙ୍କୁ ବାହା ହୋଇଯିବ,ମାସେ ରଖିଦେବ ତାପରେ ତାଙ୍କୁ ଛାଡ଼ିଦେବା ଆଇନ୍ ଗତ ଦଣ୍ଡନୀୟ ଅପରାଧ ଅଟେ।ସୁମିତ ନିରବ ରହୁଛନ୍ତି।ସେଥିପାଇଁ ସୁମିତ ଙ୍କୁ ଦୋଷୀ ଭାବୁଛନ୍ତି।

ପୋଲିସ ମାନେ ଦେଖନ୍ତୁ କି କିଏ ଡାକ୍ତର,କିଏ ଏମ୍.ଲେ,କିଏ ଏମ୍.ପି ଆପଣ ମାନଙ୍କୁ ଷ୍ଟାର୍ ମିଳିଛି ତାଙ୍କୁ ବ୍ୟବହାର କରନ୍ତୁ।ଯେତିକି ଦରକାର କାମ କରିବା ପାଇଁ ସେହି ହିସାବ ରେ କରନ୍ତୁ।ସୁମିତ ଯଦି ନିର୍ଦ୍ଦୋଷ ଗଣମାଧ୍ୟମ ସାମ୍ନାକୁ ଆସନ୍ତୁ।ତାଙ୍କ ସହିତ କଣ ଘଟିଛି କୁହନ୍ତୁ।

https://youtu.be/U1Ojlz2tTxw

ତପସ୍ଵନୀ ଖରାପ୍ କି ଭଲ ସେ ବହୁତ୍ ଭଲ ଭାବରେ ଜାଣିଥିବେ।ସେଥିପାଇଁ ତାଙ୍କୁ ବାହା ହୋଇଥିଲେ।ସବୁ ଭୁଲ୍ ସିଷ୍ଟମ ର।ସୁମିତ ଯଦି ଆସି ମିଡ଼ିଆ ସାମ୍ନାରେ ଯାହା ଅସୁବିଧା ହେଉଛି ମୁହଁ ଖୋଲୋନ୍ତେ ତାହେଲେ କିଏ ଦୋଷୀ ଆଉ କିଏ ନିର୍ଦ୍ଦୋଷ ଜଣ ପଡିବ।

Leave a Comment

Your email address will not be published. Required fields are marked *

Scroll to Top