ବୁଢିଆଣୀ ଜାଲରେ ସ୍ତ୍ରୀ TIGER କହିଲେ TRUTH…!

ଜଣେ ବ୍ୟକ୍ତି ଏବେ ଏହା ଅଭିଯୋଗ ଆଣିଛନ୍ତି କି ତାଙ୍କର ସ୍ତ୍ରୀ ନଅ ମାସ ହେବ ଆଉ ମିଳୁ ନାହିଁ। ତାଙ୍କର ସ୍ତ୍ରୀଙ୍କ ସହ ଏଭଳି କିଛି ଘଟଣା ଘଟି ଯାଇଛି ଯାହାକୁ ନେଇ ଏବେ ସ୍ଵାମୀ ଜଣକ ନିଜ ମୁହଁ ମଧ୍ୟ ଖୋଲି ଦେଇଛନ୍ତି। ବ୍ୟକ୍ତି ଜଣକ ଆଶ୍ରମରେ ଥିବା ବାବାଙ୍କ ନାମରେ ମଧ୍ୟ ଅନେକ ପ୍ରକାରର ସଙ୍ଗୀନ ଅଭିଯୋଗ ସବୁ ଆଣିଥିଲେ। ଯାହାକୁ ଶୁଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଚାରି ବର୍ଷ ହେବେ ତାଙ୍କ ସ୍ତ୍ରୀ ସେହି ଆଶ୍ରମରେ ଥିଲେ ମାତ୍ର ଏବେ ନଅ ମାସ ହେବ ତାଙ୍କୁ ତାଙ୍କର ସ୍ତ୍ରୀ ଆଉ ମିଳୁ ନାହିଁ। ଏଭଳି ଅନେକ ପ୍ରମାଣ ବ୍ୟକ୍ତି ଜଣକ ନିକଟରେ ଆଶ୍ରମ ବିରୁଦ୍ଧରେ ଅଛି ବୋଲି ସେ କହିଥିଲେ।

କ୍ରୀଷ୍ଣା ନନ୍ଦ ପ୍ରଭୁଙ୍କ ଆକାଉଣ୍ଟ ଙ୍କୁ ଯେଉଁ ପଇସା ସବୁ ଯାଉଥିଲା ତାହାର ସବୁ ପ୍ରମାଣ ଏହି ବ୍ୟକ୍ତି ଜଣକ ନିକଟରେ ଅଛି। ତାଙ୍କର ସ୍ତ୍ରୀ ଖୁବ୍ ଈଶ୍ୱର ପ୍ରେମୀ ମଧ୍ୟ ଥିଲେ। ସେଥିପାଇଁ ସମସ୍ତଙ୍କ କଥାରେ ବିଶ୍ବାସ କରି ଯାଉଥିଲେ।ଏହାର ଫାଇଦା ଉଠାଇ ଆଶ୍ରମର ଲୋକ ହିଁ ତାଙ୍କର ସ୍ତ୍ରୀ ଙ୍କୁ ଟ୍ରାପ୍ କରି ନେଇଥିଲେ। ଆଶ୍ରମର ମୁଖ୍ୟ ଅଭିଯୁକ୍ତ ଯିଏକି ଫରେନ୍ ରୁ ପଇସା ଟ୍ରାନ୍ସଫର କରନ୍ତି ବର୍ତ୍ତମାନ ସମୟରେ ସେ ଫେରାର ଥିବା କଥା ବ୍ୟକ୍ତି ଜଣକ କହିଥିଲେ।

ଆଉ ସେହି ବ୍ୟକ୍ତି ଜଣକ ମଧ୍ୟ ସାଉଥ୍ ର।ଯୁବତୀ ମାନଙ୍କୁ ନେଇ ସେମାନେ ଦିଲ୍ଲୀ ଯାଉଥିଲେ ଆଉ ତାହାର ମଧ୍ଯ ପ୍ରମାଣ ବ୍ୟକ୍ତି ଜଣକ ନିକଟରେ ଅଛି ବୋଲି ସେ କହିଥିଲେ।ଏଭଳି ଭାବରେ ବ୍ୟକ୍ତି ଜଣକ ଆଶ୍ରମ ନାମରେ ଅନେକ ଅଭିଯୋଗ ଆଣିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଆଉ ସେମାନେ ବାବାଙ୍କ ଏଭଳି କାର୍ଯ୍ୟକଳାପ କୁ ଆଦୌ ହେଲେ ମଧ୍ଯ ବିଶ୍ବାସ କରି ପାରୁ ନାହାଁନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Leave a Comment