Viral video – ନାବାଳକ ଙ୍କୁ ନେଇ ଫେରାର ହେଲେ ମହିଳା ଦେଖନ୍ତୁ ଏହି ଭାଇରଲ ଭିଡ଼ିଓ

ବନ୍ଧୁଗଣ ହଁ ଆପଣ ଠିକ ଭାଭିଛନ୍ତି l ବର୍ତ୍ତମାନ ଆପଣଙ୍କ ପାଖରେ ଆସି ପହଞ୍ଚିଥିବା ଖବରଟି ସମ୍ପୂର୍ଣ୍ଣ ଭାବେ ସାତ୍ୟ ଅଟେ l ଦିନକୁ ଦିନ ସୋସିଆଲ ମିଡିଆରେ ଆଶ୍ଚର୍ଯ୍ୟଖବର ମିଳୁଥିବାବେଳେ ଏମିତି ସବୁ ଘଟଣା ଘଟିଯାଉଛି ଯାହାକୁ ବିଶ୍ୱାସ କରିବା କଳ୍ପନା ବାହାରେ ଅଟେ l

ସୋସିଆଲ ମିଡିଆରେ ଆଜି ଦେଖିବାକୁ ମିଳିଛି କିପରି ଜେଣେ ନାବାଳକ ଜଣେ ବୟସ୍କ ମହିଳାଙ୍କ ପ୍ରେମରେ ପଡି ତାଙ୍କ ସହ ଫେରାର ହୋଇଯାଇଛନ୍ତି l ମହିଳା ଜଣଙ୍କ ଏବଂ ନାବାଳକ ହେଉଛନ୍ତି ଉତ୍ତରପ୍ରଦେଶର ବାସିନ୍ଦା l

ମହିଳାଙ୍କ ଦୁଇ ଜଣ ସନ୍ତାନ ଥିବାବେଳେ ତାଙ୍କ ସ୍ୱାମୀଙ୍କ ମୃ-ତ୍ୟୁ ଘଟିଥିଲା l ଏବଂ ଏହା ପରେ ସେ ସେହି ଗାଁ ରେ ଥିବା ନାବାଳକ ଜଣଙ୍କ ପ୍ରେମରେ ପଡିଯାଇଥିଲେ l

ଏବଂ ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ଚାଁହୁଥିଲେ l ମାତ୍ର ଘରେ ଏବଂ ଗାଁ ରେ ବିରୋଧ କରିବାରୁ ଦୁହେଁ ପୋଲିସ ଷ୍ଟେସନ ରେ ପହଞ୍ଚିଥିଲେ ଏବଂ ତାଙ୍କ ବିବାହପାଇଁ ସାହାର୍ଯ୍ୟ ମାଗିଥିଲେ l

ମାତ୍ର ସେଠାରେ ମଧ୍ୟ ତାଙ୍କୁ ନିରାଶା ହେବାକୁ ପଡିଥିଲା ପୋଲିସ ମାନେ ମଧ୍ୟ ଏହି କଥା ପାଇଁ ତାଙ୍କୁ କୌଣସି ମତେ ସାହାର୍ଯ୍ୟ କରିବାପାଇଁ ପ୍ରସ୍ତୁତ ହୋଇନଥିଲେ l ଏହାପରେ ଦୁହେଁ ଭଲ ଭାବେ ଚିନ୍ତା କରିଥିଲେ ଏବଂ ଶେଷରେ ଘରୁପଳାଇ ଯିବାର ନିଷ୍ପତି ନେବାକୁ ବାଧ୍ୟ ହୋଇଥିଲେ l

ଧୀରେ ଧୀରେ ସମାଜରେ ଏହିପରି ଘଟଣା ଘଟିବା ପଛରେ କାରଣ କଣ ଆପଣଙ୍କୁ କଣ ଲାଗୁଛି କମେଣ୍ଟ ମାଧ୍ୟମରେ ଜଣାନ୍ତୁ l

Leave a Comment

Your email address will not be published. Required fields are marked *

Scroll to Top