ବାତ୍ୟାରେ ଉଡିଗଲା ବିମାନ। ତଳକୁ ଆସୁ ଆସୁ ପୁଣି ଉଡିଗଲା ଆକାଶକୁ ଆଉ ପବନରେ ଦୋହଲି ଦୋହଲି ଝୁଲିଲା ମଝି ଆକାଶରେ। ବାତ୍ୟାର ପବନ ସହି ପାରିଲା ନାହିଁ ଏହି ବିମାନ। ମରୁ ମରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଆଉ ବଞ୍ଚି ଗଲା ସହ ସହ ଜୀବନ। ଏହି ଘଟଣା ସମ୍ପର୍କରେ ଶୁଣିଲେ ଆପଣ ମାନେ ମଧ୍ୟ ବିଶ୍ଵାସ କରି ପାରିବେ ନାହିଁ। କାରଣ ଏହି ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ପକାଇଛି।ବିମାନ ଆକାଶରୁ ତଳକୁ ଖସିବାର ଏହି ଦୃଶ୍ୟ ମଧ୍ୟ ଥିଲା ଅତ୍ୟନ୍ତ ଭୟଙ୍କର। ଯାହାକୁ ଦେଖିଲେ ମଧ୍ୟ ଆପଣ ମାନଙ୍କୁ ନିଶ୍ଚିତ ଭାବରେ ଭୟ ଲାଗିବ। ଏହି ଦୃଶ୍ୟରେ ଆପଣ ମାନେ ବିମାନର ଅବସ୍ଥା ଦେଖିଲେ ମଧ୍ଯ ଡରି ଯିବେ।
ଶହ ଶହ ଯାତ୍ରୀ ମାନଙ୍କୁ ନେଇ ତଳକୁ ଖସିବାରେ ଲାଗିଛି ଏହି ବିମାନ ଟି। ହେଲେ ତାଙ୍କ ସହ ଘଟି ଯାଉଛି ଅଘଟଣ। ଯାଇ ପାରୁ ନାହିଁ ସେ ରନ ୱେ କୁ ଆଉ ହୋଇ ଯାଉଛି ଟଳମଳ ।ପ୍ଲେନ୍ ରେ ଥିବା ଯାତ୍ରୀ ମାନଙ୍କର ଜୀବନ ଲାଗି ଯାଇଥିଲା ବାଜି ରେ। ଏହାପରେ ସେମାନେ ଝୁଲୁଛନ୍ତି ମଝି ଆକାଶରେ। ଏହି ଦୃଶ୍ୟ ହେଉଛି ଅନ୍ତ ରାଷ୍ଟ୍ରୀୟ ବିମାନ ବନ୍ଦରର। ବିମାନ ଟି ଲାଣ୍ଡିଂ ପାଇଁ ଯେତେବେଳେ ରନ ୱେ କୁ ଆସିବାକୁ ଚେଷ୍ଟା କରିଥିଲା ଚେନ୍ନାଇ ରେ ବାତ୍ୟା କାରଣରୁ ପାଇଲଟ ବିମାନ କୁ ବଞ୍ଚାଇବା କୁ ଚେଷ୍ଟା କଲା ରୁ ରନ ୱେ କୁ ମଧ୍ୟ ଏହା ଛୁଇଁ ପାରି ନଥିଲା।
ପବନର ଚାପରେ ଏହା ଝୁଲି ଝୁଲି ପୁଣି ଉପରକୁ ଉଡ଼ି ଯାଇଥିଲା।ବାତ୍ୟା ସମୟର ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହାକୁ ଏକାଧିକ ଲୋକମାନେ ମଧ୍ୟ ଦେଖି ସାରିଲେଣି। ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ମଧ୍ୟ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।