ଜଙ୍ଗଲରେ ଶୋଇଥିଲେ ଝିଅ ଯେତେବେଳେ ଉଠିଲେ ସବୁକିଛି ଶେଷ ଦେଖନ୍ତୁ ଏହି Viral Video

ସୋସିଆଲ ମିଡିଆରେ କିଛି ନା କିଛି ଭାଇରାଲ ହେବା ଏବେ ନୀତି ଦିନିଆ କଥା ହେଇଗଲାଣି । ଆଜିକାଲି ସମସ୍ତେ  ଟ୍ରେଣ୍ଡ ରେ ରହିବ ପାଇଁ ଚାହାନ୍ତି । ତେବେ ଆଜି ଆମ ପାଖକୁ ଏମିତି ଏକ ଭିଡିଓ ଆସି ପହଞ୍ଚିଛି ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡ଼ିଜିବ ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଜଣେ ଯୁବତୀ ଙ୍କ ଚିତ୍ର । ଜଣେ ଯୁବତୀ ଜଙ୍ଗଲ ମଧ୍ୟରେ ସୋଇଥିଲେ ଏବଂ ଯେତେବେଳେ ତାଙ୍କ ନିଦ ଭାଙ୍ଗିଲା ସେତେବେଳେ ଘଟି ଯାଇଥିଲା ଏମିତି ଘଟଣା ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଯୁବତୀ ଜଣଙ୍କ ହୋସ ରେ ଆସିଲା ପରେ ତାଙ୍କ ଜୋତା ମୋବାଇଲ ଏବଂ ବ୍ୟାଗ୍ ଦୂରରେ ଯାଇ ପଡ଼ିଥିଲା । ବ୍ୟାଗ୍ ରେ ଥିବା ସମସ୍ତ ଟଙ୍କା ମଧ୍ୟ ଗାୟବ ଥିଲା । ଯୁବତୀ ଜଣଙ୍କ ତାଙ୍କ ପୁରୁଷ ସାଙ୍ଗ ମାନଙ୍କ ସହ ଆସିଥିବା ବେଳେ ତାଙ୍କ ସହ କଣ ଘଟିଗଲା ସେ ଜାଣିପାରିଲେ ନାହିଁ ।

ସ୍ଥାନିତ ଯୁବକ ଜଙ୍ଗଲ କୁ ବୁଲି ଆସିଥିବା ବେଳେ ଯୁବତୀ ଙ୍କୁ ଜଙ୍ଗଲରେ ଶୋଇ ଥିବାର ଦେଖିଥିଲେ । ତେବେ ତାଙ୍କୁ ସେଠାରୁ ଉଠାଇ ଥିଲେ ଏବଂ ତାଙ୍କ ସହ କଣ ଘଟିଛି ଜାଣିବାକୁ ଚେଷ୍ଟା କଲେ। ଶେଷରେ ତାଙ୍କ କଥା ସବୁ ଜାଣିପାରି ତାଙ୍କୁ ଘରକୁ ପଠେଇବା ପାଇଁ ବ୍ୟବସ୍ଥା କରିଥିଲେ ।

https://youtu.be/RQm7oRyY3ho

Leave a Comment

Your email address will not be published. Required fields are marked *

Scroll to Top