ଆପଣ ମାନେ ଜାଣିଥିବେ କି ଭଗବାନ୍ କୃତ ଏହି ପ୍ରକୃତି ସର୍ବଦା ନିଜ ସନ୍ତୁଳନ ରକ୍ଷା କରିବାକୁ ବିଭିନ୍ନ ସମୟ ରେ ନିଜ ନିଜ ରୂପ ଦେଖାଇ ଥାଏ ,ବର୍ଷା ସହ ଘଡ଼ ଘଡି ଗୋଟେ ସାଧାରଣ କଥା, ଏହା ପୃଥିବୀ ର ଆରମ୍ଭ ରୁ ହେଇ ଆସିଛି, ବାଦଲ ପରସ୍ପର ମଧ୍ୟ ରେ ପିଟି ହେଇ ବିଜୁଳି ତିଆରି କରନ୍ତି
ତେବେ ଜାଣିଛନ୍ତି ଏହି ବିଜୁଳି ମଣିଷ ର ଜୀବନ ଗୋଟେ କ୍ଷଣ ରେ ନେଇପାରେ କିନ୍ତୁ ଆଜି ଆମେ ଆପଣ ଙ୍କୁ ଏମିତି ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହା କି ଗୋଟେ ଲୋକ ଉପରେ ଲଗାତାର ଦୁଇ ଦୁଇ ଥର ଘଡଘଡି ପଡ଼ିବ ପରେ ବି ସେ ଜୀବିତ ଥାଏ ଆଉ ନିଜେ ଚାଲି ଚାଲି ଘରକୁ ଯାଏ,
ଅନ୍ଧାର ରାତି ରେ ଘନ ଘନ ବର୍ଷା ପବନ ଭିତରେ ଗୋଟେ ଲୋକ ଶୁନଶାନ ରାସ୍ତା ରେ ଚାଲି ଚାଲି ଯିବ ବେଳେ ଅଚାନକ ବିଜୁଳି ପଡେ ଆଉ ଯୁବକ ଟି କ୍ଷଣକ ପାଇଁ ତଳେ ପଡି ଯାଏ ତେବେ ଏହି ଶକ୍ତିଶାଳୀ ବିଜୁଳି ରୁ ରକ୍ଷା ପାଇ ନିଜେ ଉଠି ଯିବାକୁ ବାହାରିଲା ବେଳେ ପୁଣି ପଡେ ଆଉ ଏକ ବିଜୁଳି
ଏଥିରେ ସେ କିଛି କ୍ଷଣକ ପାଇଁ ଭୂମି ରେ ପଡ଼ି ଯାଏ ହେଲେ ସୌଭାଗ୍ୟ କୁ ଏଥିରେ ବି ସେ ବଞ୍ଚି ଯାଏ ଆଉ ଚାଲି ଚାଲି ସେ ସ୍ଥାନରୁ ଚାଲି ଯାଏ, ତେବେ ଏହି ଭିଡିଓ ଏବେ ଖୁବ୍ ଜୋର୍ ସେ ଭାଇରାଲ ହେଉଛି, କେହି କେହି କାମେଣ୍ଟ ସେକ୍ସନ ରେ କହୁଚନ୍ତି କି ବୋଧେ ଭଗବାନ୍ ଏହା ଉପରେ ରାଗିଛନ୍ତି
ଆଉ କେହି କେହି କହୁଛନ୍ତି କି ବୋଧେ ୟମରାଜ ଛୁଟି ରେ ଯାଇଛନ୍ତି ତେଣୁ ଏଇ ଲୋକ ବଞ୍ଚିଗଲା, ତେବେ ଏହି ଭିଡିଓ ସିସିଟିଭି ରୁ ରେକର୍ଡ ହେଇଥିବା ଜଣା ପଡ଼ିଛି