ସମାଜରେ ନାରୀଙ୍କୁ ପ୍ରତି ସ୍ୱତନ୍ତ୍ର ସମ୍ମାନ ଥାଏ | ଜଣେ ନାରୀ ଘରକୁ ସ୍ୱର୍ଗ କରି ଦେଇଥାନ୍ତି | କିନ୍ତୁ ସେହି ନାରୀ ରାଗିଲେ ଘରକୁ ଭାଙ୍ଗି ଚୁରମାର କରିଦିଏ | ନାରୀ ହେଉଛି ଲକ୍ଷ୍ମୀ | କିଛି କିଛି ପରିବାରରେ ଝିଅଟିଏ ହେଲେ ପରିବାର ଲୋକ ଖୁବ ଖୁସି ହୋଇଥାନ୍ତି | କିନ୍ତୁ ବଡ ଦୁଃଖର କଥା ଆଜି ବି ଆମଥି କୌଣସି ଝିଅ କିମ୍ବା ବୋହୁ ସୁରକ୍ଷିତ ନାହାନ୍ତି |
ଦେଶ ସ୍ୱାଧୀନତା ପାଇଁ ସାରିବା ପରେ ମଧ୍ୟ ଆଜି ବି ଝିଅଟିଏ ନିଜକୁ ପରାଧୀନ ମାନେ କରୁଛି | କାହିଁକି ନା ତା ଚାରି ପଟରେ ଘେରି ରହିଛି ଦୁଷ୍କର୍ମ ଭୟର ଅନ୍ଧକାର | ନାରୀ କେତେ ଯେ ନିର୍ଯାତନା ସହନା କରିଥାଏ ତାହା କେବଳ ଜଣେ ନାରୀ ହିଁ କହି ପାରିବ |
ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଭିଡିଓ ଦେଖାଇବାକୁ ଯାଉଛୁ ଯେଉଁ ଭିଡିଓ ଦେଖିଲା ପରେ ଆପଣ ବି ନିଜ ମୁଣ୍ଡରେ ହାତ ଦେବେ | ଏହି ଭିଡିଓ ରେ ଆପଣ ଦେଖି ପାରିବେ ଶ୍ୱଶୁର ଓ ବୋହୁ କେମିତି ନିଜ ନିଜ ଭିତରେ ଲଢେଇ କରୁଛନ୍ତି | ତେବେଳ ଶ୍ୱଶୁର ବୋହୁଙ୍କ ସମ୍ପର୍କ କହିବାକୁ ଗଲେ ବାପା ଝିଅଙ୍କ ସମ୍ପର୍କ | କିନ୍ତୁ ଏହି ଭିଡିଓ ର ଆପଣ କିଛି ଅଲଗା ଦେଖି ପାରିବେ| ଏହି ଭିଡିଓ ରେ ଆପଣ ଦେଖି ପାରିବେ ଯେ ଜଣେ ଶ୍ୱଶୁର ତାଙ୍କ ବୋହୂର ଚୁଟିକୁ ଟାଣି ଘୋଷାଡ଼ି ଘୋଷାଡ଼ି ମାରୁଛନ୍ତି | କୌଣସି କାରଣ ହେତୁ ଉଭୟଙ୍କ ଭିତରେ ବଚସା ହୋଇଥିଲା ଓ ପରେ ତାହା ଲଢ଼େଇର ରୂପ ନେଇଥିଲା |
ଶ୍ୱଶୁର ବୋହୁଙ୍କ ଚୁଟିକୁ ଟାଣି ମାରୁଥିବା ବେଳେ କୌଣସି ଏକ ପଡୋଶୀ ମହିଳା ଆସି ସେହି ବୋହୁଙ୍କୁ ରକ୍ଷା କରିଥିଲେ | ତେବେ ଏହି ଭିଡିଓ ଟି କେଉଁ ସ୍ଥାନର ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ | କୀଟାଣୁ କିଛି ଦିନ ହେବ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ନିଅଁ ପରି ଭାଇରଲ ହେଉଛି | ଅନେକ ଉଜର ଏହି ଭିଡିଓକୁ ଦେଖିବା ପରେ ନିଜର ମତାମତ ଦେଉଛନ୍ତି |