ଭାଇରାଲ୍ ହେବାକୁ ଲାଗିଛି କଲେଜ ଝିଅ ଙ୍କ ମ-ଦ ପିଆ ଭିଡିଓ, ଦେଖନ୍ତୁ …

କଲେଜ୍ ରେ ଆଜି କାଲି ପୁଅ ଝିଅ ମାନେ ପାଠ କମ ଆଉ ସାଠ ବେଶୀ ପଢିବାକୁ ଯାଉଛନ୍ତି, କଲେଜ ରେ କଲେଜ ଝିଅ ମାନଙ୍କର କାଣ୍ଡ କାରଖାନା ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଜୋର୍ ସୋର୍ ରେ ଭାଇରାଲ୍ ହେବାକୁ ଲାଗିଛି ଯେଉଁଥିରେ କିଛି କଲେଜ ଛାତ୍ରୀ ମ-ଦ୍ୟ-ପା-ନ କରୁଥିବା ଜଣା ପଡ଼ିଛି ।

ଭିଡିଓ ରେ ଦେଖା ଯାଉଛ ଜଣେ କମ୍ ବୟସ ଝିଅ ଜଣକ ପ୍ରଚୁର ମ-ଦ୍ୟ-ପା-ନ କରି ନିଜ ହଷ୍ଟେଲ ଭିତରେ ବୁଲୁଥିଲେ ଆଉ ତାଙ୍କୁ ତାଙ୍କ ସହପାଠୀ ସୁରକ୍ଷିତ ଭାବେ ନିଜ ରୁମ୍ କୁ ନେଇ ଯାଉଛନ୍ତି ତେବେ ଏଇ ଘଟଣା ପ୍ରକୃତ ରେ କେଉଁ ହଷ୍ଟେଲ ଆଉ କେଉଁ ଅଞ୍ଚଳ ର ତାହା ସଠିକ ଭାବେ ଜଣା ପଡିନି ତେବେ ସୋସିଆଲ ମିଡ଼ିଆ ରେ ଏଇ ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି

କେତେ କ ଲୋକ ଏହି ଭିଡିଓ ଦେଖି କହିଛନ୍ତି କି ଝିଅ ମାନେ ବି ପୁଅ ମାନଙ୍କ ଠୁ କମ୍ ନୁହନ୍ତି, ମେରା ଦେଶ ବଦଲ ରହା ହେ, ତେବେ ଏହି ଭିଡ଼ିଓ 8 ଲକ୍ଷ୍ ରୁ ବେଶୀ views ଗ୍ରହଣ କରିଛି , ଆପଣ ଙ୍କୁ କଣ ଲାଗୁଛି ଆମକୁ କମେଣ୍ଟ କରି ଜଣାଇବେ

Leave a Comment

Your email address will not be published. Required fields are marked *

Scroll to Top