ଦୁନିଆର ସବୁଠୁ ଆଶ୍ଚର୍ଯ୍ୟ ଜନକ ଶିବ ଲିଙ୍ଗ ଦେଖିଲା ମାନେ ହୋଇଯିବେ ଅନ୍ଧ ଜାଣନ୍ତୁ କେଉଁ ଜାଗାରେ ଅଛି ଏହି ଅଦ୍ଭୂତ Shiba linga

ଭାରତର ଉତ୍ତରାଖଣ୍ଡର ଏକ ମନ୍ଦିର ରହିଛି।ଏହି ମନ୍ଦିରର ଖାସ୍ କଥା ରହିଛି ଯେ କେବଳ ପୂଜାରୀମାନେ ହିଁ ଏହି ମନ୍ଦିର ଭିତରକୁ ପ୍ରବେଶ କରିବେ।

କୌଣସି ଲୋକମାନେ ମନ୍ଦିରକୁ ଯିବେ ନାହିଁ।ଏହି ମନ୍ଦିରରେ ଏମିତି କିଛି ଜିନିଷ ରହିଛି ଯାହାକି କୌଣସି ମନ୍ଦିରରେ ନାହିଁ।ପୂଜାରୀମାନେ ମନ୍ଦିର ଭିତରକୁ ଯେତେବେଳେ ଯାଇଥାନ୍ତି ଆଖିରେ ଓ ନାକ ରେ କପଡା ବାନ୍ଧିକି ଯାଇଥାନ୍ତି।

କାରଣ ମଣିର ତେଜ ଆଖିରେ ପଡ଼ିଲେ ପୂଜାରୀ ଅନ୍ଧ ହୋଇଯିବେ। ଏବଂ ପୂଜାରୀଙ୍କ ନାକ ଗନ୍ଧ ଓ ନାଗସାପ ର ବିଷାକ୍ତ ଗନ୍ଧ ସୁଙ୍ଗିଲେ ମଧ୍ୟ ମୃ-ତ୍ୟୁ ହୋଇପାରେ।

ଯଦି ପୂଜାରୀ ମାନଙ୍କ ଦ୍ଵାରା କିଛି ଭୁଲ୍ ହୋଇଥାଏ ତାହେଲେ ସେମାନେ ମୃ-ତ୍ୟୁ ବରଣ କରିଥାନ୍ତି।ସ୍ଥାନୀୟ ଲୋକମାନେ କୁହନ୍ତି ଯେ ଏଠାରେ ନାଗରାଜ ଅଦ୍ଭୁତ ମଣି ରଖି ରହୁଛନ୍ତି।ମନ୍ଦିରରେ ଗେଟ୍ ବର୍ଷକୁ ଥରେ ପୂର୍ଣ୍ଣିମା ଦିନରେ ହିଁ ଖୋଲା ଯାଇଥାଏ

ଲୋକମାନଙ୍କ ବିଶ୍ଵାସ ଏତେ ଯେ ଏହି ମନ୍ଦିରରେ ଯାହା ମାଗିବେ ତାହା ପୂରଣ ହୋଇଥାଏ। ଏହି ମନ୍ଦିରଟି ଲାଟୋ ଦେବତା ନାଁ ରେ ପରିଚିତ।

ଲାଟୋ ଦେବତାଙ୍କ ନାଁ ରେ କୁହନ୍ତି ଯେ ଏହି ମନ୍ଦିରରେ ତାଙ୍କୁ ବନ୍ଦୀ କରାଯାଇ ରଖାଯାଇଥିଲା।ଦୂର ଦୂରରୁ ଭକ୍ତ ମାନେ ଏହି ମନ୍ଦିରକୁ ଆସିଥାନ୍ତି।ଏବଂ ସେମାନେ ଯାହାବି ମନସ୍କାମନା ମାଗିଥାନ୍ତି ତାହା ପୂରଣ ହୋଇଥାଏ।

Leave a Comment

Your email address will not be published. Required fields are marked *

Scroll to Top