କାଉର ଏହି ଚାରୋଟି କଥା ମନେ ରଖନ୍ତୁ । ବରଂ ଭୋକରେ ମରିଯିବେ କିନ୍ତୁ ଏହି ଚାରି ପ୍ରକାରର ଲୋକଙ୍କୁ କେବେ ମାଗନ୍ତୁ ନାହିଁ ସାହାଯ୍ୟ ।
ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ ଏହା କହିବୁ ଯେ କେଉଁ ଲୋକଙ୍କୁ କେବେବି ସାହାଯ୍ୟ ମାଗିବା ଉଚିତ ନୁହେଁ । କାରଣ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସାହାଯ୍ୟ କରିବାତ ଦୂରର କଥା ଅଧିକ ସମସ୍ୟା ସୃଷ୍ଟି କରିଥାନ୍ତି । କାହାଣୀ ଅନୁଯାୟୀ ଏକ ଜଙ୍ଗଲରେ ଏକ ଯୋଡ଼ା କାଉ ରହୁଥିଲେ । କିନ୍ତୁ ଜଙ୍ଗଲ ନଷ୍ଟ ହୋଇଯିବାରୁ ସେଠାକାର ସବୁ ଜୀବଜନ୍ତୁ ନିପାତ ହୋଇ ଯାଇଥିଲେ। ଯେଉଁ କାରଣରୁ …