୧୨ ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ ଜାରି, ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି

୧୨ ନୂଆ ଏନଏସି ପାଇଁ ଡ୍ରାଫ୍ଟ ନୋଟିସ ଭୁବନେଶ୍ୱର: ୧୨ ନୂଆ ଏନଏସି ପାଇଁ ପ୍ରକାଶ ପାଇଲା ଡ୍ରାଫ୍ଟ ନୋଟିସ। ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା। ପାଲଲହଡ଼ା, ବୀରମହାରାଜପୁର, ସିମୁଳିଆ, ବସ୍ତା, ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, ବିଷମକଟକ, ବାମରା, ରେଙ୍ଗାଲି, ତିହିଡ଼ି, ଧୂଷରୀ ପାଇଁ ଡ୍ରାଫ୍ଟ ନୋଟିସ ଜାରି ହୋଇଛି।

ଭିଡିଓ କରି ଶାଶୁଘର ନିର୍ଯାତନା କାହାଣୀ ବଖାଣିଲେ, ଗଛରେ ଓଢ଼ଣୀ ଲଗାଇ ଝୁଲିପଡ଼ିଲେ ମହିଳା କନଷ୍ଟବଲ

ନୂଆପଡ଼ା: ନୂଆପଡ଼ାରେ ମହିଳା କନଷ୍ଟେବଲଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ସେ ଶାଶୁଘର ନିର୍ଯାତନା ସମ୍ପର୍କରେ ସବୁ କଥା କହିଛନ୍ତି । ଜାରି ଭିଡିଓରେ ସେ କହିଛନ୍ତି, ସବୁବେଳେ ମୋତେ ଟର୍ଚର କଲେ ମୋ ସ୍ୱାମୀ । ସବୁବେଳେ ଝଗଡ଼ା କଲେ, ଡ୍ୟୁଟିରୁ ଆସିବା ପରେ ମୋତେ ରାତିରେ ବହୁତ କଥା କୁହନ୍ତି । ତଥାପି ମୁଁ ଚୁପ୍ ରୁହେ … Read more

୧୮ ଓ ୧୯ରେ ପ୍ରବଳ ନାଦିବ, ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଲଘୁଚାପ ପ୍ରଭାବରେ ୨୦ ଯାଏଁ ପ୍ରବଳ ବର୍ଷା! ଭୁବନେଶ୍ୱର: ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୮ ଓ ୧୯ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ୧୮ ତାରିଖରେ ମାଲକାନଗିରି, କୋରାପୁଟ ଏବଂ ୧୯ ତାରିଖରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି। ୧୮ ଓ ୨୦ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ … Read more

ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିପାରିଲେନି ଟ୍ରମ୍ପ, ପୁଟିନଙ୍କ ସହ କଥା ହେଲେ ମୋଦୀ, ଏବେ ଯୁଦ୍ଧ ବନ୍ଦ!

ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ପୁଟିନଙ୍କୁ ପରାମର୍ଶ ଦେଲେ ମୋଦୀ। ନୂଆଦିଲ୍ଲୀ: ଆଜି ଯାଏଁ ଅନେକ ଚେଷ୍ଟା କରିବା ସତ୍ତ୍ୱେ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ବନ୍ଦ କରିପାରିଲେ ନାହିଁ।  ହେଲେ ଏବେ ଏହି ଯୁଦ୍ଧକୁ ବନ୍ଦ କରି ଦେଖାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏକଥା କହିବାର ତାତ୍ପର୍ଯ୍ୟ ଏହାକି ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ୍ ଯୋଗେ ଏକ ଗୁରୁତ୍ୱପୂର୍ଣ୍ଣ … Read more

ଖୋଲିଲା ରସିକିଆ ବାବାଙ୍କ ପୋଲ୍: ଠାକୁରଙ୍କ ସେବା ନା’ରେ ମହିଳାଙ୍କ ସହ ରୋମାନ୍ସ କରୁଥିଲେ ଭଣ୍ଡ ବାବା

ଢେଙ୍କାନାଳ: ଢେଙ୍କାନାଳ ମଠକରଗୋଳାରେ ବାବାଙ୍କ କେଳେଙ୍କାରୀ ଘଟଣାରେ ଗିରଫ ହେଲେ ସମ୍ପୃକ୍ତ ରସିକିଆ ବାବା । ଗିରଫ ହେଲେ ବାବା ମଦନ ମୋହନ ପରିଡ଼ା । ବାବାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ୩୦୩ (୨) ଜୋରି କରିବା , ୨୩୮ (୩୫) ଠକାମୀ, ୬୪ (୨) ବଳାକ୍ରାର, ୬୪(୧) ଇଚ୍ଛା ବିରୁଦ୍ଧରେ ଜୋର ଜବରଦସ୍ତ,୧୧୫ (୨)ହତ୍ୟାଉଦ୍ୟମ ଲାଗିଥିବା ସୂଚନା । ବାବା ଆଶ୍ରମ ଅନ୍ତେବାସୀ ମହିଳାଙ୍କୁ ସେବା କରିବା ପାଇଁ ରଖିବା ସହ ତାଙ୍କୁ ବଳାକ୍ରାର, … Read more

ପ୍ରେମିକ ସହ ଭଉଣୀ ଫେରାର ହେବାରୁ ଶଳାର ବିଗିଡ଼ିଲା ମୁଣ୍ଡ, ତାଲିବାନ୍ ଭଳି ଭିଣୋଇକୁ ହତ୍ୟା କଲା ଭାଇ, ଶେଷରେ..

ହରିୟାଣାର ଗୁରୁଗ୍ରାମରେ ଏକ ଛାତି ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇ ତାଙ୍କ ମୃତଦେହକୁ ଆରାବଲି ପାହାଡ଼ରେ ଫିଙ୍ଗି ଦିଆଯାଇଥିଲା। ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଏକ ଛାତି ଥରାଇ ଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇ ତାଙ୍କ ମୃତଦେହକୁ ଆରାବଲି ପାହାଡ଼ରେ ଫିଙ୍ଗି ଦିଆଯାଇଥିଲା। ଯୁବକ ଜଣକ କିଏ ତାହା 72 ଘଣ୍ଟା ପର୍ଯ୍ୟନ୍ତ ଜଣା ନ … Read more

ଇକୋ ରିସର୍ଟରେ ଅଘଟଣ, ସୁଇମିଂ ପୁଲରେ ବୁଡ଼ି ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

ଇକୋ ରିସର୍ଟରେ ଅଘଟଣ, ସୁଇମିଂ ପୁଲରେ ବୁଡ଼ି ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ସୁଇମିଂ ପୁଲରୁ ପର୍ଯ୍ୟଟକଙ୍କ ମୃତ ଦେହ ଉଦ୍ଧାର । ସହର ଥାନା ଧୀରପାଟଣା ନିକଟ ଇକୋ ରିସର୍ଟ ସୁଇମ୍ଂ ପୁଲରେ ଅଘଟଣ । ଢେଙ୍କାନାଳ: ସୁଇମିଂ ପୁଲରୁ ପର୍ଯ୍ୟଟକଙ୍କ ମୃତ ଦେହ ଉଦ୍ଧାର । ସହର ଥାନା ଧୀରପାଟଣା ନିକଟ ଇକୋ ରିସର୍ଟ ସୁଇମ୍ଂ ପୁଲରେ ଅଘଟଣ । ଆଠଗଡ଼ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତକ ଜଣକ ଉତ୍ତରାଖଣ୍ଡର ବୋଲି … Read more

ପୋଡ଼ି ହୋଇ ଯୁବକଙ୍କ ମୃତ୍ୟୁ; ବାପ, ସାବତ ମା’ ସହ ଭାଇକୁ ବାନ୍ଧିଲା ପୋଲିସ

ସାଇଣ୍ଟିଫିକ୍ ଟିମର ତଦନ୍ତରେ ପ୍ରମାଣ ମିଳିବା ପରେ ୩ଜଣଙ୍କୁ ବାନ୍ଧିଛି ପୋଲିସ। ବାଲିପାଟଣା: ବାଲିପାଟଣା ଯୁବକଙ୍କ ମୃତ୍ୟୁ ଘଟଣା ୩ ଜଣଙ୍କୁ ବାନ୍ଧିଲା ପୋଲିସ। ବାପା, ସାବତ ମା’, ସାନ ଭାଇକୁ ଗିରଫ କରିଛି ପୋଲିସ। ପ୍ରେସ ମିଟ୍‌ରେ ଜୋନ୍ ୪ ଏସପି ଅଭିମନ୍ୟୁ ନାୟକ ଏହି ସୂଚନା ଦେଇଛନ୍ତି। ସାଇଣ୍ଟିଫିକ୍ ଟିମର ତଦନ୍ତରେ ପ୍ରମାଣ ମିଳିବା ପରେ ୩ଜଣଙ୍କୁ ବାନ୍ଧିଛି ପୋଲିସ। ଏମାନଙ୍କୁ କୋର୍ଟ ଚାଲାଣ କରାଯିବ। ଦରକାର ପଡ଼ିଲେ ରିମାଣ୍ଡରେ ଆଣି କରିବୁ ପଚରାଉଚରା। ମୃତ୍ୟୁ … Read more

କ୍ଷୀର ଲିଟର ୧୮.୫ ଲକ୍ଷ ଟଙ୍କା, ଜେଜେମା’ଙ୍କ ସହ ହୋଇଗଲା ବଡ଼ ସ୍କାମ୍

ଗୋଟିଏ ଲିଟର କ୍ଷୀର ଅର୍ଡର କରି ୧୮.୫ ଲକ୍ଷ ଟଙ୍କା ହରାଇଲେ ମହିଳା। ମୁମ୍ୱାଇ: କ୍ଷୀର ଲିଟର ପିଛା କେତେ ଟଙ୍କା? ହେଇ ହେଇ ୩୦ କି ୪୦ ଟଙ୍କା ହୋଇଥିବ। ହେଲେ ଏଠି ଜଣେ ଜେଜେମା’ ଗୋଟିଏ ଲିଟର କ୍ଷୀର ବଦଳରେ ୧୮ ଲକ୍ଷରୁ ଅଧିକ ଟଙ୍କା ଦେଇଛନ୍ତି। ଏହି କଥାଟି ଶୁଣିବା ପରେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ କି ସତରେ କ’ଣ କ୍ଷୀର ଲିଟର ଏତେ ଟଙ୍କା ଯେ ତାଙ୍କୁ ୧୮ … Read more

ଦେହସୁଖ ଆଗରେ ବଳି ପଡ଼ିଲା ସମ୍ପର୍କ… ପ୍ରଥମେ ସ୍ୱାମୀକୁ ମାରି ଜେଲ ଗଲା ପରେ ଶଶୂର ତଣ୍ଟିଚିପି ଫେରାର୍ ହୋଇଗଲା ବୋହୂ

ବୋହୂର ପ୍ରେମିକ ପଡ଼ିଗଲା ଧରା । ବହୂ ଏବେବି ଫେରାର । ଜେଲରୁ ଆରମ୍ଭ ହୋଇଥିଲା ପ୍ରେମ । ଆଗ୍ରା: ଆଗ୍ରାରୁ ଏକ ଲୋକଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ସ୍ୱାମୀକୁ ଜୀବନରୁ ମାରିଦେବା ପରେ ଶଶୂରକୁ ମାରି ବିଲରେ ଫିଙ୍ଗି ଦେଇଛି । ବୋହୂ ଏକୁଟିଆ ଏ କାମ କରିନି, ପ୍ରେମିକ ସହ ମିଶି ଘଟାଇଛି ଏପ୍ରକାର ଜଘନ୍ୟ ହତ୍ୟାକାଣ୍ଡ । ଦୁହେଁ ଶଶୂରକୁ ମାରି ବିଲରେ ଶବକୁ ଫୋପାଡ଼ି ଦେଇ ପ୍ରେମିକ ସହ … Read more