ତନ୍ତ୍ର-ମନ୍ତ୍ର ପାଇଁ ୯ ବର୍ଷର ପୁଅକୁ ବଳି ଦେଲେ ପୋଲିସ ବାବୁ, ଭୂତ-ପ୍ରେତ କଥା କହି ନଦୀରେ ଫୋପାଡ଼ିଦେଲେ ଶବ

ତନ୍ତ୍ର-ମନ୍ତ୍ର ପାଇଁ ୯ ବର୍ଷର ପୁଅକୁ ବଳି | ଉତ୍ତରପ୍ରଦେଶ: ତନ୍ତ୍ର-ମନ୍ତ୍ର ପାଇଁ ୯ ବର୍ଷର ପୁଅକୁ ବଳି ଦେଇଦେଲା କାକା! ଉତ୍ତରପ୍ରଦେଶର ଦେଓରିଆ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟ ବିଦାରକ ଘଟଣା। ଭାଲୁଆନି ଥାନା ଅଞ୍ଚଳର ପାଟଖୌଲି ଗାଁରେ ଜଣେ ବ୍ୟକ୍ତି ଅନ୍ଧବିଶ୍ୱାସର ଶିକାର ହୋଇ ନିଜ ଭାଇଙ୍କ ୯ ବର୍ଷର ପୁଅକୁ ଅପହରଣ କରି ତନ୍ତ୍ର-ମନ୍ତ୍ର ପାଇଁ ବଳି ଦେଇଥିଲେ ଏବଂ ତା ପରେ ସେ ସେହି ମୃତଦେହକୁ ସରୟୁ ନଦୀରେ ଫିଙ୍ଗି … Read more

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ଫେରାର

ପୁରୀ: ଦିଲ୍ଲୀ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ବଳଙ୍ଗା ପୀଡିତାଙ୍କର ମୃତ୍ୟୁ ହୋଇଥିବାବେଳେ ପୀଡ଼ିତାଙ୍କ ପରିବାର ଲୋକେ ଫେରାର ଅଛନ୍ତି। ଯାହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। କଣ’ ଏହି ଘଟଣାରେ ପରିବାର ଲୋକେ ସମ୍ପୃକ୍ତ ଅଛନ୍ତି କି ? କ’ଣ ପାଇଁ ସେମାନେ ଫେରାର ହୋଇଯାଇଛନ୍ତି? ଏହିଭଳି ଅନେକ ପ୍ରଶ୍ନ ଲୋକଙ୍କ ମନକୁ ଆସୁଛି। କିନ୍ତୁ ଏସବୁକୁ ନେଇ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। ତେବେ ସଂଧ୍ୟା ୬ଟା ୨୨ରେ ଶେଷ ନିଃଶ୍ବାସ ତ୍ୟାଗ … Read more

ପ୍ରେମାନନ୍ଦ ମହାରାଜଙ୍କ ଜୀବନ ବିପଦରେ! ଖୋଲାଖୋଲି ହତ୍ୟା ଧମକ… ଯୁବକ କହିଲେ ‘ମୁଁ ତାର ବେକ କାଟି…’

ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ମିଳିଲା ଜୀବନରୁ ମାରିଦେବାର ଧମକ । ବେକ କାଟିଦେବା ପାଇଁ ଯୁବକ ଦେଲେ ଧମକ । ବୃନ୍ଦାବନ: ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ମିଳିଲା ଜୀବନରୁ ମାରିଦେବାର ଧମକ । ମଧ୍ୟ ପ୍ରଦେଶର ସତନା ଜିଲ୍ଲାର ଜଣେ ଯୁବକ ପ୍ରେମାନନ୍ଦ ମହାରାଜଙ୍କୁ ହତ୍ୟା ଧମକ ଦେଇଛନ୍ତି। ଏହି ଯୁବକଙ୍କ ନାମ ଶତ୍ରୁଘ୍ନ ସିଂହ। ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ହତ୍ୟା ଧମକ ଦିଆଯିବା ପରେ ସତନା ଏବଂ ରେୱା ଜିଲ୍ଲାରେ ଭକ୍ତଙ୍କ ମଧ୍ୟରେ କ୍ରୋଧ … Read more

ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌, ୧୩ ଯବାନ ଆହାତ

ଅନୁଗୁଳ: ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌। ଦୁର୍ଘଟଣାରେ ୧୩ ଯବାନ ଆହତ। ଏନ୍‌ଏଚ୍ ୫୫ ଜରପଡ଼ା ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା। OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ନେଇ ଯାଉଥିଲା ଭ୍ୟାନ୍‌। ଝାରସୁଗୁଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା। ଆହତ ୧୩ ଜଣଙ୍କ ମଧ୍ୟରୁ ୭ ଗୁରୁତର ଅଛନ୍ତି। ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି

ବ୍ରହ୍ମପୁରରେ ଦୁର୍ଦ୍ଦାନ୍ତ ଅପରାଧି ସୁନିଲ ନାହକକୁ ଏନକାଉଣ୍ଟର୍

ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟର କଲା ବ୍ରହ୍ମପୁରର ଗୋଳନ୍ଥରା ଥାନା ପୋଲିସ । ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲକୁ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟର କଲା ବ୍ରହ୍ମପୁରର ଗୋଳନ୍ଥରା ଥାନା ପୋଲିସ । ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହାତ । ସୁନୀଲ ନିମଖଣ୍ଡି ଥାନା ଲୁଟ ଘଟଣାରେ ଥିଲା ସମ୍ପୃକ୍ତ । ଆହୁରୀ ଅନେକ ମାମଲାରେ ସମ୍ପୃକ୍ତ ଅଛି ସୁନୀଲ । ତେବେ ଆହତ ଅପରଧିକୁ ଏମକେସିଜିରେ ଭର୍ତ୍ତି କରାଯାଇଛି । ସୂଚନା … Read more

ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ ଖାଇବାକୁ ଦେଇଦେଲେ ଝିଟିପିଟି!

ମଧ୍ୟାହ୍ନ ଭୋଜନ ଖାଇ ହସ୍ପିଟାଲରେ ଛାତ୍ରଛାତ୍ରୀ। କଣ୍ଟାବାଞ୍ଜି: ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲ ପିଲା ଅସୁସ୍ଥ। କାରଣ ସ୍କୁଲରେ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନରେ ପଡିଥିଲା ଝିଟିପିଟି। ଆଉ ଝିଟିପିଟି ମିଶା ରନ୍ଧା ଖାଦ୍ୟ ଖାଇବାରୁ ଅସୁସ୍ଥ ହୋଇପଡିଲେ ପିଲା। ଏପରି ଏକ ଅଘଟଣ ଘିଟିଛି କଣ୍ଟାବାଞ୍ଜି ଜିଲ୍ଲା ମୁରିବାହାଲ ତେନ୍ତୁଳିଖୁଣ୍ଟି ସରକାରୀ ସ୍କୁଲରେ। ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବାରୁ ସେହି ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଛନ୍ତି ଛାତ୍ରଛାତ୍ରୀ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Duleep Trophy 2025: ଟିମକୁ ଫେରିଲେ ଏହି ଖେଳାଳି, ଇଶାନ କିଶାନଙ୍କୁ ମିଳିଲା ଅଧିନାୟକ ପଦ

Duleep Trophy 2025 ପାଇଁ ଦଳ ଘୋଷଣା କରିଛି ଇଷ୍ଟ ଜୋନ । ବହୁତ ସମୟ ଧରି ଟିମ ଇଣ୍ଡିଆରୁ ବାହାରେ ଥିବା ଏହି ଖେଳାଳି ପୁଣି ଥରେ ଦଳକୁ ଫେରିଛନ୍ତି । ନୂଆଦିଲ୍ଲୀ: Duleep Trophy 2025 ପାଇଁ ଦଳ ଘୋଷଣା କରିଛି ଇଷ୍ଟ ଜୋନ । ବହୁତ ସମୟ ଧରି ଟିମ ଇଣ୍ଡିଆରୁ ବାହାରେ ଥିବା ଏହି ଖେଳାଳି ପୁଣି ଥରେ ଦଳକୁ ଫେରିଛନ୍ତି । ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଏବେ ଟିମରେ … Read more

ପ୍ରେମ ପାଇଁ ଆତ୍ମାହୁତି! ଦେହରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ

କରଞ୍ଜିଆ ରରୁଆଁ ଥାନା ଖିିଚିଂ ପାତ୍ର ସାହି ଅଞ୍ଚଳରେ ଘଟିଛି ଏହି ଘଟଣା। କେନ୍ଦୁଝର: ପେଟ୍ରୋଲ ଢ଼ାଳି ଜଳିଗଲେ ଦୁଇଜଣ। କରଞ୍ଜିଆ ରରୁଆଁ ଥାନା ଖିିଚିଂ ପାତ୍ର ସାହି ଅଞ୍ଚଳରେ ଘଟିଛି ଏହି ଘଟଣା। ଜଳି ଯାଇଥିବା ମହିଳା ଜଣଙ୍କ ମୃତ। ପୁରୁଷ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର।ଘଟଣା ସ୍ଥଳରେ ରରୁଆଁ ପୋଲିସର ତଦନ୍ତ। ବିଲ ମଝିରେ ଦୁହେଁ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବାକୁ କରୁଥିଲେ ଉଦ୍ୟମ। ବିଲ ମଝିରୁ ଉଭୟ ମହିଳା ଏବଂ … Read more

(video viral)ଚଳନ୍ତା ବିମାନରେ ମାରପିଟ୍‌, ଯାତ୍ରୀ ମାରିଲେ ଚାପୁଡା, ପୋଲିସ ହାତରେ ଧରାଇଦେଲା ଇଣ୍ଡିଗୋ

man was beaten in flying plane

ମହାରାଷ୍ଟ୍ର ମୁମ୍ବାଇରୁ କୋଲକାତା ଯାଉଥିବା ଏକ ବିମାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମହାରାଷ୍ଟ୍ର:  ମହାରାଷ୍ଟ୍ର ମୁମ୍ବାଇରୁ କୋଲକାତା ଯାଉଥିବା ଏକ ବିମାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତି ବିମାନ ଭିତରେ ଅନ୍ୟ ଜଣେ ଯାତ୍ରୀଙ୍କୁ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି। ବିମାନରେ ଘଟିଥିବା ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ନିଆଗଲା କାର୍ଯ୍ୟାନୁଷ୍ଠାନ। ବିମାନ କମ୍ପାନୀ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିମାନ ଲ୍ୟାଣ୍ଡିଂ ପରେ … Read more

ମୁଣ୍ଡରେ ହେଲମେଟ୍, କାନ୍ଧରେ ସ୍କୁଲ ବ୍ୟାଗ୍…ଏହି କଲେଜରେ ପିଲାଙ୍କ ନୂଆ ରୂପ, ହେଲମେଟ୍ ପିନ୍ଧି ପଢନ୍ତି ପାଠ

ଏହି କଲେଜରେ ପିଲାଙ୍କ ନୂଆ ରୂପ । ମୁଣ୍ଡରେ ହେଲମେଟ୍, କାନ୍ଧରେ ସ୍କୁଲ ବ୍ୟାଗ୍ ପକାଇ ପାଠ ପଢନ୍ତି ପିଲେ । ଜାଣନ୍ତୁ କଣ ରହିଛି ଏହା ପଛର କାରଣ । ଜୟପୁର: ରାଜସ୍ଥାନର ଝାଲାୱାଡ଼ରେ ସ୍କୁଲ ଦୁର୍ଘଟଣା ପରେ ମଧ୍ୟ ଚେତୁ ନାହାଁନ୍ତି ସରକାର । ସେମିତି ଜରାଜୀର୍ଣ୍ଣ ହୋଇ ପଡ଼ି ରହିଛି ସ୍କୁଲ । ସେହିପରି ରାଜ୍ୟର କୋଟା ଜିଲ୍ଲାରେ ଅବସ୍ଥିତ ଏକ ସରକାରୀ କଲେଜର କୋଠା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି। ଏହା ଦେଖାଯାଉଛି … Read more